logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

https://www.youtube.com/@PRIMETIMEODIANEWS

11 hrs ago
user_ଶୁଶାନ୍ତ କୁମାର ନାୟକ Prime time press
ଶୁଶାନ୍ତ କୁମାର ନାୟକ Prime time press
Journalist ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
11 hrs ago

https://www.youtube.com/@PRIMETIMEODIANEWS

More news from ଓଡ଼ିଶା and nearby areas
  • ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights
    1
    ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • https://www.youtube.com/@PRIMETIMEODIANEWS
    1
    https://www.youtube.com/@PRIMETIMEODIANEWS
    user_ଶୁଶାନ୍ତ କୁମାର ନାୟକ Prime time press
    ଶୁଶାନ୍ତ କୁମାର ନାୟକ Prime time press
    Journalist ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026 ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))
    4
    ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ 
ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026
ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର  BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))
    user_HEMANTA KUMAR BHARADAJ
    HEMANTA KUMAR BHARADAJ
    Pharmacist Cuttack (M.Corp.) P.S, Odisha•
    1 hr ago
  • ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା TATA STEEL, Dhenkanal, Marathon 2026
    1
    ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା
TATA STEEL, Dhenkanal, Marathon 2026
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    17 min ago
  • Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି
    1
    Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି  ନେଉଛନ୍ତି କାମାକ୍ଷା ନଗର ପୋଲିସ 
ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    2 hrs ago
  • ଜୀବନ ଜୀବିକା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ :-ସ୍ବର୍ଣ୍ଣକାର ସଙ୍ଘ ର ୨୮ତମ ସମ୍ମିଳନୀ :-ଶ୍ରୀଧର ସାହୁ ପୁନର୍ବାର ସଭାପତି ଚୟନ କାକଟପୁର :--୦୯/୦୧:-ସୁନା ଦର ବୃଦ୍ଧି ନେଇ ଅନେକ ସ୍ବର୍ଣ୍ଣକାର ଶିଳ୍ପୀ ନିଜର କୌଳିକ ବୃଦ୍ଧି କ୍ରମଶଃ ହରାଇଲେଣି। ଯାହାକୁ ନେଇ ସରକାର ଙ୍କ ନିକଟରେ ସ୍ବର୍ଣ୍ଣକାର ଶିଳ୍ପୀ ଙ୍କ ପ୍ରମୁଖ ଦାବୀ ଗୁଡିକ ଅନେକ ଥର ଉପସ୍ଥାପନ କରାଯାଇଛି। ଖବର ମୁତାବକ ଶୁକ୍ରବାର ମଧ୍ୟାହ୍ନ ରେ ପୁରୀ ଜିଲ୍ଲା କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି ଶ୍ରୀଧର ସାହୁ ଙ୍କ ସଭାପତିତ୍ବ ରେ ୨୮ତମ ସମ୍ମିଳନୀ କୁଣ୍ଢେଇଶୁଣୀ ନିକଟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ବର୍ଣ୍ଣସଙ୍ଘ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଶଙ୍କର ପ୍ରସାଦ ସାହୁ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ସାହୁ, କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ରେ ସ୍ବର୍ଣ୍ଣକାର ସଙ୍ଘ ସଦସ୍ୟ ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପରେ ପ୍ରତି ତିନି ବର୍ଷ ରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ପୁନର୍ବାର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ସାଙ୍ଗଠନିକ ସମ୍ପାଦକ କଲ୍ୟାଣ ସାହୁ, ଲିଙ୍ଗରାଜ ସାହୁ, ସହ ସମ୍ପାଦକ ପଦ୍ମଚରଣ ସାହୁ, ନିରଞ୍ଜନ ସାହୁ ଓ ଆବାହନ କଲ୍ୟାଣ ସାହୁ ଓରଫ ଟୁଟୁ ନୂତନ ଭାବେ ଚୟନ କରାଯାଇଥିଲା।ନୂତନ କର୍ମକର୍ତ୍ତା ଙ୍କୁ ଉପସ୍ଥିତ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି କହିବାନୁଯାୟୀ, ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଅନେକ ସ୍ବର୍ଣ୍ଣକାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ନିଜର ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇପଡିଛି। ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରନ୍ତୁ ଏହା ସହ ବ୍ୟାଙ୍କ ରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ। ଅନ୍ୟତମ ସଦସ୍ୟ ଶଙ୍କର ପ୍ରସାଦ ସାହୁ କହିଛନ୍ତି ସ୍ବର୍ଣ୍ଣଶିଳ୍ପୀ ମାନ୍ୟତା, ଓବିସି ରେ ସ୍ବର୍ଣ୍ଣକାର ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ, ଅନେକ କୌଳିକ ବୃତ୍ତି ହରାଇଛନ୍ତି, ଏହା ସହ ଭତ୍ତା ପ୍ରଚଳନ ସୁବିଧା କରାଯାଉ ବୋଲି ଗଣମାଧ୍ୟ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି। ଏହି ୨୮ତମ ସମ୍ମିଳନୀ ରେ ଅସ୍ତରଙ୍ଗ, କାକଟପୁର କୁଣ୍ଢେଇ, ବାଜପୁର ଅଞ୍ଚଳ ବ୍ୟବସାୟୀ ସମେତ କାକଟପୁର ଥାନା ସ୍ବର୍ଣ୍ଣକାର ସଦସ୍ୟ ମାନେ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :-ପ୍ରକାଶ ବେହେରା
    2
    ଜୀବନ ଜୀବିକା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ 
:-ସ୍ବର୍ଣ୍ଣକାର ସଙ୍ଘ ର ୨୮ତମ ସମ୍ମିଳନୀ 
:-ଶ୍ରୀଧର ସାହୁ ପୁନର୍ବାର ସଭାପତି ଚୟନ 
କାକଟପୁର :--୦୯/୦୧:-ସୁନା ଦର ବୃଦ୍ଧି ନେଇ ଅନେକ ସ୍ବର୍ଣ୍ଣକାର ଶିଳ୍ପୀ ନିଜର କୌଳିକ ବୃଦ୍ଧି କ୍ରମଶଃ ହରାଇଲେଣି। ଯାହାକୁ ନେଇ ସରକାର ଙ୍କ ନିକଟରେ ସ୍ବର୍ଣ୍ଣକାର ଶିଳ୍ପୀ ଙ୍କ ପ୍ରମୁଖ ଦାବୀ ଗୁଡିକ ଅନେକ ଥର ଉପସ୍ଥାପନ କରାଯାଇଛି।
ଖବର ମୁତାବକ ଶୁକ୍ରବାର ମଧ୍ୟାହ୍ନ ରେ ପୁରୀ ଜିଲ୍ଲା କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି ଶ୍ରୀଧର ସାହୁ ଙ୍କ ସଭାପତିତ୍ବ ରେ ୨୮ତମ ସମ୍ମିଳନୀ କୁଣ୍ଢେଇଶୁଣୀ ନିକଟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ବର୍ଣ୍ଣସଙ୍ଘ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଶଙ୍କର ପ୍ରସାଦ ସାହୁ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ସାହୁ, କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ରେ ସ୍ବର୍ଣ୍ଣକାର ସଙ୍ଘ ସଦସ୍ୟ ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପରେ ପ୍ରତି ତିନି ବର୍ଷ ରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ପୁନର୍ବାର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ସାଙ୍ଗଠନିକ ସମ୍ପାଦକ କଲ୍ୟାଣ ସାହୁ, ଲିଙ୍ଗରାଜ ସାହୁ, ସହ ସମ୍ପାଦକ ପଦ୍ମଚରଣ ସାହୁ, ନିରଞ୍ଜନ ସାହୁ ଓ ଆବାହନ କଲ୍ୟାଣ ସାହୁ ଓରଫ ଟୁଟୁ ନୂତନ ଭାବେ ଚୟନ କରାଯାଇଥିଲା।ନୂତନ କର୍ମକର୍ତ୍ତା ଙ୍କୁ ଉପସ୍ଥିତ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି କହିବାନୁଯାୟୀ, ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଅନେକ ସ୍ବର୍ଣ୍ଣକାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ନିଜର ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇପଡିଛି। ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରନ୍ତୁ ଏହା ସହ ବ୍ୟାଙ୍କ ରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ। ଅନ୍ୟତମ ସଦସ୍ୟ ଶଙ୍କର ପ୍ରସାଦ ସାହୁ କହିଛନ୍ତି ସ୍ବର୍ଣ୍ଣଶିଳ୍ପୀ ମାନ୍ୟତା, ଓବିସି ରେ ସ୍ବର୍ଣ୍ଣକାର ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ, ଅନେକ କୌଳିକ ବୃତ୍ତି ହରାଇଛନ୍ତି, ଏହା ସହ ଭତ୍ତା ପ୍ରଚଳନ ସୁବିଧା କରାଯାଉ ବୋଲି ଗଣମାଧ୍ୟ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି। ଏହି ୨୮ତମ ସମ୍ମିଳନୀ ରେ ଅସ୍ତରଙ୍ଗ, କାକଟପୁର କୁଣ୍ଢେଇ, ବାଜପୁର ଅଞ୍ଚଳ ବ୍ୟବସାୟୀ ସମେତ କାକଟପୁର ଥାନା ସ୍ବର୍ଣ୍ଣକାର ସଦସ୍ୟ ମାନେ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟର :-ପ୍ରକାଶ ବେହେରା
    user_Journalist Prakash  Journalist
    Journalist Prakash Journalist
    କାକଟପୁର, ପୁରୀ, ଓଡ଼ିଶା•
    13 hrs ago
  • ଏକ ଦିବସୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ। ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ ଠାରେ ଏକ ଦିବସୀୟ ଜାତୀୟ ସ୍ତରୀୟ ପାଠଚକ୍ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ର କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧକ୍ଷ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବେହେରା ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ପ୍ରାକ୍ତନ ପ୍ରଫେସର ଡ଼ଃ ରଞ୍ଜିତ କୁମାର ପରିଡା ତଥା ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ନେତ୍ରାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ଶୀର୍ଷକ ଓଡ଼ିଆ ଅସ୍ମିତା ଓ ସାମ୍ପ୍ରତିକ ସ୍ଥିତିରେ ଆମ ଭାଷା ସାହିତ୍ୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅଧ୍ୟାପିକା ଶ୍ରୀମତି ସୁକାନ୍ତି ମହାନ୍ତି ,ପଙ୍କଜିନି ପଣ୍ଡା ,ପ୍ରଭାସିନୀ ପ୍ରଧାନ ,ପୁଷ୍ପ ମଞ୍ଜରୀ ଓଝା ,ବିଜୟଲକ୍ଷ୍ମୀ ମହାରଣା ଓ ଅଧ୍ୟାପକ ରଶ୍ମିକାନ୍ତ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ ସହଯୋଗ କରିଥିଲେ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଅଧ୍ୟାପକ ଡ଼ଃ ବିଭୁ ପ୍ରସାଦ ଶତପଥୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଗବେଷକ ତଥା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।
    4
    ଏକ ଦିବସୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ।
ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ ଠାରେ ଏକ ଦିବସୀୟ ଜାତୀୟ ସ୍ତରୀୟ ପାଠଚକ୍ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ର କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧକ୍ଷ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବେହେରା ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ପ୍ରାକ୍ତନ ପ୍ରଫେସର ଡ଼ଃ ରଞ୍ଜିତ କୁମାର ପରିଡା ତଥା ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ନେତ୍ରାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ଶୀର୍ଷକ ଓଡ଼ିଆ ଅସ୍ମିତା ଓ ସାମ୍ପ୍ରତିକ ସ୍ଥିତିରେ ଆମ ଭାଷା ସାହିତ୍ୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅଧ୍ୟାପିକା ଶ୍ରୀମତି ସୁକାନ୍ତି ମହାନ୍ତି ,ପଙ୍କଜିନି ପଣ୍ଡା ,ପ୍ରଭାସିନୀ ପ୍ରଧାନ ,ପୁଷ୍ପ ମଞ୍ଜରୀ ଓଝା ,ବିଜୟଲକ୍ଷ୍ମୀ ମହାରଣା ଓ ଅଧ୍ୟାପକ ରଶ୍ମିକାନ୍ତ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ ସହଯୋଗ କରିଥିଲେ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ଓ ଅଧ୍ୟାପକ ଡ଼ଃ ବିଭୁ ପ୍ରସାଦ ଶତପଥୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଗବେଷକ ତଥା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • ବାଣପୁରରେ ୧୧୮ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରାଥମିକ ଶିକ୍ଷାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟ—ରାଜ୍ୟବ୍ୟାପୀ ୧୧୮ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଆରମ୍ଭ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ଦିଗରେ ଓଡ଼ିଶାର ଆଉ ଏକ ଦୃଢ଼ ପାଦକ୍ଷେପ
    1
    ବାଣପୁରରେ ୧୧୮ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ
ପ୍ରାଥମିକ ଶିକ୍ଷାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟ—ରାଜ୍ୟବ୍ୟାପୀ ୧୧୮ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଆରମ୍ଭ
ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ଦିଗରେ ଓଡ଼ିଶାର ଆଉ ଏକ ଦୃଢ଼ ପାଦକ୍ଷେପ
    user_ଶୁଶାନ୍ତ କୁମାର ନାୟକ Prime time press
    ଶୁଶାନ୍ତ କୁମାର ନାୟକ Prime time press
    Journalist Bhubaneswar (M.Corp.), Khordha•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.