Shuru
Apke Nagar Ki App…
braking news: ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଭିଡ଼ିଓ ଭାଇରାଲ... ହିଞ୍ଜିଳିକାଟୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀଙ୍କୁ ସିକିରି ଋଷିକୁଲ୍ୟା ନଦୀ ପାଖରେ ମଙ୍ଗଳବାର ମଧ୍ୟାହ୍ନରେ ଆକ୍ରମଣ ହୋଇଛି ନେଇ ଅଭଯୋଗ ହୋଇଛି | ଆକ୍ରମଣ ପରେ ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀ ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଛନ୍ତି | ତେବେ ଅପରପକ୍ଷ କହ୍ନେଇ ପ୍ରଧାନ ବି ହିଞ୍ଜିଳି ଥାନାରେ ପହଁଚି ଲିଖିତ ଅଭିଯୋଗ କରିଛନ୍ତି | ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି | ତେବେ ଆଜି ଆକ୍ରମଣ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି......
Ganjam Khabar

More news from Ganjam and nearby areas
- Post by Chocolate boy Kumar1
- Zero night ଧମାକା -ବେଗୁନିଆପଡା ବନ୍ଧୁ ମିଳନ " ତୁ ବୋଧେ ମୋ ଭାଗ୍ୟରେ ନାହୁଁ " ନାଟକର ସଫଳତାକୁ ନେଇ କ'ଣ କହିଲେ ନିର୍ଦ୍ଦେଶକ ଓ କଳାକାର #BeguniapadaNews #JatraHistory #Ganjamjatra #SuccessStory #OdiaCulture #zoroNight2
- Post by Jay kala _ jay Kalinga1
- ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ସାର୍ ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ1
- ଆମ ନୟାଗଡ଼ ମାଟିର ଗର୍ବ ଓ ଗୌରବ ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ର। ଆଜି ଅର୍ଥାତ ଜାନୁଆରୀ ୮ ହେଉଛି ସେହି ମହାନ କବିଙ୍କ ଜନ୍ମଜୟନ୍ତୀ ଶିଶୁ କବି2
- ଘୁ ଉଦୟଗିରି ପଡ଼ିଲା ବରଫ ।୨.୫ ତାପମାତ୍ରା ରେକର୍ଡ ।1
- ବେତାରସିଂରେ ବିଜେପିର ମିଶ୍ରଣ ପର୍ବ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ ବୁଗୁଡ଼ା ୦୭/୦୧/୨୬ ବିଜେପିରେ ସାମିଲ ହେଲେ ବେତାରସିଂ ଗ୍ରାମର ସମସ୍ତ ବିଜେଡି କର୍ମୀ । ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗ୍ରାମରେ ବିଜେପି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାଙ୍ଗଠନିକ ବୈଠକକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଯୁବ ନେତା ଟୁକୁନା ଜେନାଙ୍କ ନେତୃତ୍ବରେ ପଞ୍ଚାୟତର ସରପଞ୍ଚ ମଉନା ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ୪ ଜଣ ଓ୍ବାର୍ଡ ମେମ୍ବର ନାଏବ ସରପଞ୍ଚ ବିରୁପାକ୍ଷ ଭୂୟାଁ ,କଂଗ୍ରେସ ସ୍ୱାଇଁ,ସିମାଞ୍ଚଳ ସ୍ବାଇଁ, ସନ୍ତୋଷ କୁମାର ଭୂୟାଁ,ଆଦିକନ୍ଧ ଭୁୟାଁ, ମୂରଲୀ ଭୂୟାଁ,କପିଳ ଜେନା,ସଂଗ୍ରାମ ବିଷୋୟୀ,କାଳୁ ମହାରଣା,ରବି ବେହେରା,ବିପ୍ର ସ୍ବାଇଁ, ଅଶୋକ କୁମାର ଭୁୟାଁ,କାଳିଆ ଜେନା ସହିତ ଶତାଧିକ ବିଜେଡି କର୍ମୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ତ୍ୟାଗ କରି ବିଜେପି ସାମିଲ ହୋଇଥିଲେ। ଦଳ ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ବାଗତ କରିଥିଲେ।ଅଧ୍ୟକ୍ଷଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ନଗର ସଭାପତି କେଦାରନାଥ ମହାରଣା ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ,କେ ଯଜ୍ଞ ନାରାୟଣ ପାତ୍ର ହରପ୍ରସାଦ ସାହୁ, ରବିନ୍ଦ୍ର ପରିଡ଼ା, ଗୌରାଙ୍ଗ ପ୍ରଧାନ, ବସନ୍ତ ସାମଲ,ନଟବର ଜେନା, ସୁଶାନ୍ତ କୁମାର ଡାକୁଆ, ପୂର୍ଣ୍ଣଚନ୍ଦ୍ର ଭୁୟାଁ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ଭୋଳ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ2
- Post by AK14TV1