Shuru
Apke Nagar Ki App…
ଘୁ ଉଦୟଗିରି ପଡ଼ିଲା ବରଫ ।୨.୫ ତାପମାତ୍ରା ରେକର୍ଡ ।
Samanta Sekhar Nayak
ଘୁ ଉଦୟଗିରି ପଡ଼ିଲା ବରଫ ।୨.୫ ତାପମାତ୍ରା ରେକର୍ଡ ।
More news from Kandhamal and nearby areas
- ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।1
- ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ସାର୍ ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ1
- Post by Jay kala _ jay Kalinga1
- ମନ୍ତ୍ରୀଙ୍କ ଦ୍ୱାରା ଗୋଛାବାଡି ଠାରୁ ଭାଲିଆମାଳ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ। ପୋଲସରା ୦୮/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ପଞ୍ଚାୟତରେ ଗ୍ରାମ୍ଯ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଆନୁକୁଲ୍ୟରେ ଗୋଛାବାଡି ଗ୍ରାମ ଠାରୁ ଭାଲିଆମାଳ ଭାୟା ବୋରସିଂଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ସକାଶେ ୦୮/୦୧/୨୬ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୋଛାବାଡି ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ରାସ୍ତାର ଉନ୍ନତିକରଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହିତ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହିତ ଆଲୋଚନା କରିଥିଲେ। ପୂର୍ବତନ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ସରପଞ୍ଚ ପ୍ରତିନିଧି ମନୋଜ ଗୌଡ଼, ସମିତି ସଭ୍ୟା ସୁକାନ୍ତ ସବର,ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁ, ପୀତବାସ ପ୍ରଧାନ,ମନୋଜ ଖଟୁଆ, କୈଳାସ ମହାରଣା ପ୍ରଶାନ୍ତ ଗୌଡ଼, ଶ୍ରୀକାନ୍ତ କୁମାର ଦାସ, ଜୟରାମ ଗୌଡ଼, କେଦାରନାଥ ଗୌଡ଼, ଶଙ୍କର୍ଷଣ ଗୌଡ଼,ଟୁନା ଗୌଡ଼, ନାରାୟଣ ବେହେରା, ଅଶୋକ କୁମାର ଗୌଡ଼, ରାଜେନ୍ଦ୍ର ସବର, ସୋମନାଥ ସବର ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ1
- ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।1
- ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe1
- ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ2