Shuru
Apke Nagar Ki App…
ଜଗତ୍ର ଶିଳ୍ପାଞ୍ଚଳସ୍ଥିତ କସବୋର୍ଡ଼ ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ବକେୟା ପ୍ରାପ୍ୟ ଦାବିକରି ଆଜି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି । ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି ଦାବି କରି ଦୀର୍ଘ ୯୦୦ ଦିନ ଆନ୍ଦୋଳନ ଅବ୍ୟାହତ କରିଚାଲିଛନ୍ତି । ଏପରିକି ସରକାରଙ୍କର ଶ୍ରମବିଭାଗ ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ବେଖାତିର କରୁଛନ୍ତି ବୋଲି ଆନ୍ଦୋଳନକାରୀ ମତ ଦେଇଛନ୍ତି । Byt - ବସନ୍ତ ( ଆନ୍ଦୋଳନ କାରୀ)
Aritkumar Mohapatra

More news from ଓଡ଼ିଶା and nearby areas
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା3
- Post by Gagan Bhoi1
- Post by Darbar Tv1
- Post by Thabira Majhi1
- Post by NEWS MANORANJAN1
- ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା1
- କଟକରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ଲୋକେ। ଖାନନଗରରୁ ବାଦାମବାଡ଼ି ପର୍ଯ୍ୟନ୍ତ ଶୁଭିଲା ପ୍ରଚଣ୍ଡ ଶବ୍ଦ। କଟକ ଗୋପାଳପୁର ନଦୀପଠାରେ ବିସ୍ଫୋରଣ। ସୂଚନା ଥାଉକି କଟକ ସଦର ପୋଲିସ ଦ୍ୱାରା ଜବତ ବାଣ ନିଷ୍କ୍ରିୟ ବେଳେ ହୋଇଥିଲା ବିସ୍ଫୋରଣ।1