ଆଜି 29 ମାର୍ଚ୍ଚ 2026: ଚଉଷଠୀ ଯୋଗିନୀ, ହୀରାପୁର ଠାରେ ଶୈଳବାଳା ଫାଉଣ୍ଡେସନ୍ ର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଓ ବେବି ବାବଲସ ପ୍ରି-ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭୁବନେଶ୍ୱର ମହାନିଗମ ପୌରପାଳିକାର ମେୟରଶ୍ରୀମତୀ ସୁଲୋଚନା ଦାସ, ସମ୍ମାନିତ ଅତିଥି ମହିଳା ଖେଳାଳି ଦୁତି ଚାନ୍ଦ, ଡ଼ଃ ଗାୟତ୍ରୀ ପାଟନୟକ, ବଜବି ଅଟୋନୋମଷ କଲେଜର ପ୍ରଫେସର ଓ ଓଡିଶା ସାମାଜିକ ସଂଗଠନର ସମ୍ପାଦିକା, ଶିଶୁ କଲ୍ୟାଣ କମିଟି ର ସଦସ୍ୟା ଶ୍ରୀମତୀ ମାନସୀ ପାରହି, ମାନବ ଅଧିକାର କନଭେନର ଶ୍ରୀ ମନୋଜ ଜେନା, ଅଭିଭାବକ ମହାସଂଘର ଆବାହକ ଶ୍ରୀ ବାସୁଦେବ ଭଟ୍ଟ, child ହେଲ୍ପ ଫୋୖଣ୍ଡସନ ର ଓଡ଼ିଶା ମୁଖ୍ୟ ଶ୍ରୀମତୀ ନମ୍ରତା ପ୍ରସାଦ, ରଶ୍ମି କାନ୍ତ ସାହୁ, ଶୈଳବାଳା ଫାଉଣ୍ଡେସନ୍ ର ଅଧକ୍ଷ, ରବୀନ୍ଦ୍ର ନାୟକ, କିଶୋର କୁମାର ଆଦି ଯୋଗଦାନ କରିଥିଲେ. ତିନି ଜଣଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଛି -ଶ୍ରୀଯୁକ୍ତ ସଞ୍ଜୟ ସାହୁ, ପ୍ରଦୀପ କୁମାର ପ୍ରଧାନ ଙ୍କୁ ବିଶିଷ୍ଟ ଯୁବ ସମାଜ ସେବକ ଓ ସୁଶ୍ରୀ ସଂଗୀତା ପରିଡାଙ୍କ ଦଶମ ଶ୍ରେଣୀରେ କୃତୀତ୍ୱ ଅର୍ଜନ ପାଇଁ ଶ୍ରେଷ୍ଠ ସନ୍ନମାନ ପ୍ରଦାନ କରାଯାଇଛି।ପ୍ରତିଷ୍ଠା ଦିବସ ଅବସରରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ସାନମାନିତ କରାଯାଇଛି. ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅତିଥିଙ୍କ ମନକୁ ଜିଣିନେଇଥିଲେ. 150 ରୁ ଅଧିକ ଲୋକମାନେ ଏହି କାର୍ଯ୍ୟକ୍ରମ କୁ ଆନନ୍ଦର ସହ ଉପଭୋଗ କରିଥିଲେ. ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଧାନ ସଂଚାଳନ କରିଥିଲେ, ଶ୍ରୀମତୀ ବେବି ନାୟକ, ରାଜେଶ ନାୟକ ଓ ସ୍କୁଲର ସମସ୍ତ ଶିକ୍ଷକମାନେ ସହଯୋଗ କରିକି ପ୍ରୋଗ୍ରାମକୁ ସଫଳ ହୋଇଥିଲା.

- Post by Sibanava Panda1
- Post by Gagan Bhoi1
- Post by NEWS MANORANJAN1
- ପୋଲିସକୁ ପୋଲିସ ଦେଲା ନିର୍ଯାତନା। ଚାକିରୀରୁ ଇସ୍ତଫା ଦେଲେ ମହିଳା ହାବିଲଦାର। ଅନୁଗୁଳରେ ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ। କେବଳ ଅଭିଯୋଗ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ପତ୍ର ଦେଇଛନ୍ତି ଜଣେ ମହିଳା ହାବିଲଦାର। ଶୁଣନ୍ତୁ ସେ କ'ଣ ଅଭିଯୋଗ ଆଣିଛନ୍ତି...1
- ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନୋତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ କାବୁ କରି ଅଟକ ରଖିଛି। ମିନତିଙ୍କ କହିବା ଅନୁସାରେ, ସେ ଦୀର୍ଘ ଦିନ ଧରି ନିଜର କିଛି ବ୍ୟକ୍ତିଗତ ଓ ଆଇନଗତ ସମସ୍ୟାର ସମାଧାନ ପାଇଁ ପୋଲିସର ଦ୍ୱାରସ୍ଥ ହେଉଥିଲେ। ମାତ୍ର ପୋଲିସ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ସହାୟତା କରିବାକୁ ମନା କରିଦେଇଥିଲା। ଏହି ଅବହେଳା ଓ ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ହାଇକୋର୍ଟ ପରିସରକୁ ବାଛିଥିଲେ। ବଡ଼ କଥା ହେଉଛି କି ଏପରି କରିବା ପାଇଁ ମିନତୀ ଏକ ଷଡ଼ଯନ୍ତ୍ର । ସେ ଯୋଜନାବଦ୍ଧ ଭାବେ ଗଣେଶ ଘାଟ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏକ କପଡ଼ାରେ ପେଟ୍ରୋଲ ଢାଳି ସେଥିରେ ନିଆଁ ଲଗାଇ ସେ ହାଇକୋର୍ଟ କ୍ୟାମ୍ପସ ଭିତରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କୋର୍ଟ ପରିସର ଭିତରେ ନିଆଁ ଲଗାଇବା। ମାତ୍ର ସେ ଫିଙ୍ଗିଥିବା ନିଆଁ ଲଗା କପଡ଼ାଟି କୋର୍ଟର ପାଚେରୀରେ ବାଜି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ନିମିଷକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ବୋଲେରୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ବାଇକ୍କୁ ଜାଳି ଦେଇଥିଲା। ବଡ଼ କଥା ହେଉଛି କି ମିନତି ଏହି କାଣ୍ଡ ଘଟାଇବା ପୂର୍ଵରୁ ନିଜ ମୋବାଇଲଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଦେଇ ଏହାର ଭିଡିଓ ମଧ୍ୟ କରିଛନ୍ତି. Byt - ଉକ୍ତ ମହିଳା4
- Post by MD MOBIN ANSARI1
- କଟକ ହାଇକୋଟ ସାମ୍ନା1
- Post by NEWS MANORANJAN1