Shuru
Apke Nagar Ki App…
#ଟଙ୍କପାଣି_ସାଇ_ମନ୍ଦିର_ରୋଡ_ରୁ_ଗଞ୍ଜେଇ_ସହ_ଅଫୁଟା_ବୋମା_ଜବତ_କଲା_ଅବକାରୀ_ବିଭାଗ । ଟଙ୍କପାଣି ସାଇ ମନ୍ଦିର ରୋଡ଼ରେ ଅବକାରୀ ବିଭାଗର ଗାଡ଼ିକୁ ଧକ୍କା ଦେଇ ଖସି ପଳେଇ ଯିବାକୁ ବସିଥିବା କୁକ୍ଷାତ ଗଞ୍ଜେଇ ମାଫିଆକୁ ମାଡି ବସିଲା ଅବକାରୀ ବିଭାଗ । ତାଙ୍କ ନିକଟରୁ ୪୫କେଜି ଗଜେଇ ସହ ଏକ କାର ଓ କିଛି ଅଫୁଟା ବୋମା ଜବତ ହୋଇଛି । ସେ ନା ବାଳକ ନା ବାଳିକା ଯୁବକ ଯୁବତୀଙ୍କୁ ଏହି କାମରେ ନିୟୋଜିତ କରିଥିବା ସୂଚନା ମିଳିଛି ।
Gagan Bhoi

More news from ଓଡ଼ିଶା and nearby areas