logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା

2 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•

More news from ଓଡ଼ିଶା and nearby areas
  • ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା
    1
    ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା
ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ ୪ ଗୁରୁତର କୋରାପୁଟ ସ୍ଥାନାନ୍ତର ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖା ଯାଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଲକାନଗିରି ରୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି କୋରାପୁଟ ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଗୋରୁ ବୋଝେଇ ଟ୍ରକ ସହ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଡିଜାୟାର ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଡିଯାୟର ଗାଡ଼ିଟି ଦ୍ରୁତ ଗତି ଯୋଗୁଁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ ୪ ଗୁରୁତର କୋରାପୁଟ ସ୍ଥାନାନ୍ତର ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖା ଯାଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଲକାନଗିରି ରୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି କୋରାପୁଟ ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଗୋରୁ ବୋଝେଇ ଟ୍ରକ ସହ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଡିଜାୟାର ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଡିଯାୟର ଗାଡ଼ିଟି ଦ୍ରୁତ ଗତି ଯୋଗୁଁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
    1
    ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ

୪ ଗୁରୁତର କୋରାପୁଟ ସ୍ଥାନାନ୍ତର

 ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖା ଯାଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ,  ମାଲକାନଗିରି ରୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି କୋରାପୁଟ ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଗୋରୁ ବୋଝେଇ ଟ୍ରକ ସହ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଡିଜାୟାର ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଡିଯାୟର ଗାଡ଼ିଟି ଦ୍ରୁତ ଗତି ଯୋଗୁଁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

    user_Kbk Darpan
    Kbk Darpan
    କୋରାପୁଟ ଟାଉନ୍, କୋରାପୁଟ, ଓଡ଼ିଶା•
    1 hr ago
  • Fault in election Rules by Jawahar Lal Nehru Isiliye congress doshi hai
    1
    Fault in election Rules by Jawahar Lal Nehru
Isiliye congress doshi hai
    user_MANOJ KUMAR
    MANOJ KUMAR
    Video Creator ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
    15 min ago
  • କୋଟପାଡ଼ ବ୍ଳକ ବୋବେୟା ପଞ୍ଚାୟତରେ 13 ବର୍ଷ ପରେ ଅନୁଷ୍ଠିତ ହେଉଛି ଐତିହାସିକ କୃଷି ଭିତ୍ତିକ ପର୍ବ ବାଲିଯାତ୍ରା,ଉତ୍ସବ ମୁଖର ବୋବେୟା ଅଞ୍ଚଳ,ଲକ୍ଷାଧିକ ଲୋକଙ୍କ ଭିଡ଼ #13ବର୍ଷ_ପରେ_କୋଟପାଡ଼_ବୋବେୟା_ବାଲିଯାତ୍ରା
    1
    କୋଟପାଡ଼ ବ୍ଳକ ବୋବେୟା ପଞ୍ଚାୟତରେ 13 ବର୍ଷ ପରେ ଅନୁଷ୍ଠିତ ହେଉଛି ଐତିହାସିକ କୃଷି ଭିତ୍ତିକ ପର୍ବ ବାଲିଯାତ୍ରା,ଉତ୍ସବ ମୁଖର ବୋବେୟା ଅଞ୍ଚଳ,ଲକ୍ଷାଧିକ ଲୋକଙ୍କ ଭିଡ଼ 
#13ବର୍ଷ_ପରେ_କୋଟପାଡ଼_ବୋବେୟା_ବାଲିଯାତ୍ରା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    16 min ago
  • ଓଡ଼ିଶାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଝଲାଗୁଡା ଗ୍ରାମବାସୀ ମାଇନ୍ସ ରାସ୍ତା ବନ୍ଦ କରିଛନ୍ତି। କାମ ଓ ଭତ୍ତା ଟଙ୍କା ନମିଳିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
    1
    ଓଡ଼ିଶାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଝଲାଗୁଡା ଗ୍ରାମବାସୀ ମାଇନ୍ସ ରାସ୍ତା ବନ୍ଦ କରିଛନ୍ତି। କାମ ଓ ଭତ୍ତା ଟଙ୍କା ନମିଳିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
    user_Goutam T
    Goutam T
    ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    15 hrs ago
  • କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ଏକ କାର୍ଯ୍ୟକ୍ରମରେ ଜଣେ ନାୟିକାଙ୍କ ଆକର୍ଷଣୀୟ ଏଣ୍ଟ୍ରି ଦେଖିବାକୁ ମିଳିଛି। ତାଙ୍କର ବୋବାଲ୍ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିବା ସହ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଛି।
    1
    କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ଏକ କାର୍ଯ୍ୟକ୍ରମରେ ଜଣେ ନାୟିକାଙ୍କ ଆକର୍ଷଣୀୟ ଏଣ୍ଟ୍ରି ଦେଖିବାକୁ ମିଳିଛି। ତାଙ୍କର ବୋବାଲ୍ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିବା ସହ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଛି।
    user_Mr Dilesh Rout
    Mr Dilesh Rout
    Content Creator (YouTuber) ଜୟପାଟଣା, କଳାହାଣ୍ଡି, ଓଡ଼ିଶା•
    7 hrs ago
  • ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    1
    ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    8 hrs ago
  • କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏନ୍‌ସିସି କ୍ୟାଡେଟମାନେ 'ଅପରେସନ୍ ସିନ୍ଦୂର' ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    1
    କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏନ୍‌ସିସି କ୍ୟାଡେଟମାନେ 'ଅପରେସନ୍ ସିନ୍ଦୂର' ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.