ମ୍ୟାଟ୍ରିକ ପରୀକ୍ଷା କୁ ନେଇ କଣ ରହିଛି ସ୍ଥିତି ଦେଖନ୍ତୁ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।
ମ୍ୟାଟ୍ରିକ ପରୀକ୍ଷା କୁ ନେଇ କଣ ରହିଛି ସ୍ଥିତି ଦେଖନ୍ତୁ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ
ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି।
ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ
ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।
- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।4
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- ବଡପୋଖରୀ ଗ୍ରାମ ରେ ଚାଲିଥିବା ମାଗେ ପର୍ବ ର ପୂଜା କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ରେ ଭଜନି1
- Post by Gagan Bhoi1
- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- କଟକ ନିଶ୍ଚିନ୍ତକୋଇଲି ଚାନ୍ଦବାଲି ରୋଡ ପାର୍ଶ୍ୱରେ ଥିବା ବନମାଳୀପୁର 9ନମ୍ବର ଡଗରା କେନାଲ ର ୱାଲ କାମ ଆତି ନିମ୍ନମାନର କାର୍ଯ୍ୟ ଚାଲିଛି ଏଥିପାଇଁ ଦାଇ ବିଭାଗୀୟ ଅଧିକାରୀ ଏହି କାମଟି ପୂବଂଶ ଇରିଗେସନ କେନ୍ଦ୍ରାପଡା ଡିଭିଜନ ତତ୍ତ୍ୱଅବଧାନ ରେ ହେଉଛି1
- ଢେଙ୍କାନାଳ 95 କେନ୍ଦ୍ରରେ ପରିକ୍ଷା ଦେଉଛନ୍ତି 16777 50 ସମ୍ବେଦନଶୀଳ, ବରୋକିବାକୁ ୪ ସ୍ତ୍ରରୀୟ ସ୍କାଡ ବ୍ୟବସ୍ଥା2
- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।1