Shuru
Apke Nagar Ki App…
ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ମାନ୍ୟବର ରାଜ୍ୟପାଳ
Odisha News Express
ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ମାନ୍ୟବର ରାଜ୍ୟପାଳ
More news from ଓଡ଼ିଶା and nearby areas
- ସୂଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳିପାରିନାହିଁ।1
- ଚୁଟି କିଣିବାକୁ ଆସି ଆସି ଜନୈକ ବ୍ଯକ୍ତି ଙ୍କ ଘରୁ ଧାନ ବସ୍ତା ନେଇ ପଳାଇ ଯାଉଥିଲେ ଚୋର, ଚୋର କୁ କାବୁକରି ଗଛରେ ବାନ୍ଧି ନିର୍ଧୁମ ଛେଞ୍ଚି ପୋଲିସ ଜିମାରେ ଦେଲେ ଗ୍ରାମବାସୀ1
- Post by Khabar1
- ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି1
- ବାରିପଦା, ବାରିପଦା ର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲାର କ୍ଷୁଦ୍ର ଠିକାଦାର ମାନଙ୍କୁ ନେଇ ଏକ ବୈଠକ ଅନଷ୍ଠିତ ହୋଇ ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଠିକାଦାର ମାନେ ସମସ୍ତ କାର୍ଯ୍ୟ କରି ଚାଲିଥିବା ବେଳେ କ୍ଷୁଦ୍ର ଠିକାଦାର ମାନେ ଏଥିରୁ ବଞ୍ଚିତ ରହି ଯାଉଛନ୍ତି। ତେଣୁ ଏହି କ୍ଷୁଦ୍ର ଠିକାଦାର ମାନଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ସମାନ କରା ଯିବାକୁ ଭାଞ୍ଜସେନା ପକ୍ଷରୁ ଦାବି କରା ଯାଇଛି।।1
- ବାରିପଦା - ଆଜିର ଓଡିଶାର 10 ମୁଖ୍ୟ ଖବର1
- ସୋର ଅତିରିକ୍ତ ତହସିଲଦାର ଲାଞ୍ଚ ମାମଲାରେ ଭିଜିଲାନ୍ସ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ।1
- ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଗଣେଶ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ, ବାଲିଆପାଳ ଶ୍ରଦ୍ଧାକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଗଣେଶ ମନ୍ଦିର ପାଇଁ ଭୂମି ପୂଜନ ହୋଇଯାଇଛି । ଏହି ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ହୃଦୟ ରଂଜନ ତ୍ରିପାଠୀ ଙ୍କ ଆର୍ଥକ ଅନୁଦାନ ରେ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଗଣେଶ ମନ୍ଦିର ନିର୍ମାଣ ଲାଗି ଭୁମି ପୂଜନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ଏଥିରେ ଡଃ ହୃଦୟ ରଂଜନ ତ୍ରିପାଠୀ ଙ୍କ ସହିତ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଏବଂ ଅନ୍ୟାନ୍ୟ ପୂଜକ ଙ୍କ ସହଯୋଗ ରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବ୍ରଜକିଶୋର ଭୁୟାଁ, ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ସଦସ୍ୟ ମୂରଲୀ ମୋହନ ସାହୁ, ମଧୁସୂଦନ ବାରିକ, ମଧୁସୂଦନ ସାହୁ, ପ୍ରିୟନାଥ ସେଠୀ, କାଳିଚରଣ ଦେ, ସୁଶାନ୍ତ କୁମାର ଚକ୍ରବର୍ତ୍ତୀ ଓ ଦିବ୍ୟକାମ ମହାନ୍ତି ସହଯୋଗ କରିଥିଲେ।1
- ବିଜେଡି କରୁଛି ଅପପ୍ରଚାର ବୋଲି କହିଲେ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଓଡ଼ିଶା1