Shuru
Apke Nagar Ki App…
ବିଜେଡି କରୁଛି ଅପପ୍ରଚାର ବୋଲି କହିଲେ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଓଡ଼ିଶା ବିଜେଡି କରୁଛି ଅପପ୍ରଚାର ବୋଲି କହିଲେ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଓଡ଼ିଶା
Prime time press
ବିଜେଡି କରୁଛି ଅପପ୍ରଚାର ବୋଲି କହିଲେ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଓଡ଼ିଶା ବିଜେଡି କରୁଛି ଅପପ୍ରଚାର ବୋଲି କହିଲେ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଓଡ଼ିଶା
More news from ଓଡ଼ିଶା and nearby areas
- ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା1
- Post by Khabar1
- ବିରୋଧୀ ଦଳ ନେତା Naveen Patnaik ବଜେଟ୍କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।1
- ବେଆଇନ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ; ଗାଡ଼ି ମାଲିକଙ୍କ ସମେତ ୬ଅଟକ | ମୋରଡା ଥାନା ଅଧୀନ କେନ୍ଦୁଡିହା ନଦୀ ଘାଟରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ବେଳେ ଦୁଇ ଟିପ୍ପରକୁ ଜବତ କରି ଥାନାକୁ ଆଣିଛି ମୋରଡା ପୁଲିସ। ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଡିହା ନଦୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ନିବେଦିତା ନାୟକ ସଦଳବଳେ ଚଢ଼ଉ କରିଥିଲେ।ତେବେ ଘଟଣାସ୍ଥଳରୁ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇଜଣ ଚାଳକଙ୍କ ସମେତ ତିନିଜଣ ହେଲ୍ପର ଏବଂ ଜଣେ ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି1
- 📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️ ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଅଞ୍ଚଳର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା। ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ। ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ — ନାହିଁ କୌଣସି ଅନିୟମିତତା ❌ ନାହିଁ କୌଣସି ଅସନ୍ତୋଷ ❌ AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍 #MatricExam #BoardExam #Students #Odisha #Udala #Mayurbhanj #odiabharatliv1
- ସୁଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳି ପାରିନାହିଁ।1
- #ଚୁଟି_କିଣିବାକୁ_ନେଉ_ଥିଲା_ଧାନ_ବସ୍ତା ! #ଧରିନେଲେ_ଗ୍ରାମବାସୀ ! #ପହଞ୍ଚି_ଗଲେ_ବସ୍ତା_ପୋଲିସ ! ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବାଇତିପଡା ଗ୍ରାମର ।1
- ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି1