Shuru
Apke Nagar Ki App…
ଆଜି ଇରାଜୀ ପରୀକ୍ଷା 📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️ ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଅଞ୍ଚଳର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା। ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ। ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ — ନାହିଁ କୌଣସି ଅନିୟମିତତା ❌ ନାହିଁ କୌଣସି ଅସନ୍ତୋଷ ❌ AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍 #MatricExam #BoardExam #Students #Odisha #Udala #Mayurbhanj #odiabharatliv
Rajib Behera
ଆଜି ଇରାଜୀ ପରୀକ୍ଷା 📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️ ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଅଞ୍ଚଳର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା। ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ। ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ — ନାହିଁ କୌଣସି ଅନିୟମିତତା ❌ ନାହିଁ କୌଣସି ଅସନ୍ତୋଷ ❌ AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍 #MatricExam #BoardExam #Students #Odisha #Udala #Mayurbhanj #odiabharatliv
More news from ଓଡ଼ିଶା and nearby areas
- 🌍 ମାତୃଭାଷା ଦିବସ ପାଳିତ 📖 ଆଜି ୨୧ ଫେବୃଆରୀ ୨୦୨୬ — ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରlପଡା ବୋଲି ପରିଚିତ ନୁଦଡିହା ଅଞ୍ଚଳରେ ଉତ୍ସାହମୟ ପରିବେଶରେ ପାଳିତ ହେଲା ଦିବସ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଭାଷା ପ୍ରତି ସମ୍ମାନ ଓ ସଂସ୍କୃତି ପ୍ରତି ଗର୍ବ ଜଣାଇ ଭାଷଣ, କବିତା ପାଠ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତୃଭାଷାର ମହତ୍ତ୍ୱ ଉପସ୍ଥାପନ କଲେ। ଏହି ଅବସରରେ ଶିକ୍ଷକ ଓ ଅଭିଭାବକମାନେ ମାତୃଭାଷା ରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କଲେ। ମାତୃଭାଷା — ଆମର ପରିଚୟ, ଆମର ଗର୍ବ ❤️2
- ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ1
- ବିରୋଧୀ ଦଳ ନେତା Naveen Patnaik ବଜେଟ୍କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।1
- Post by Khabar1
- Post by Jitendra raj1
- କରଞ୍ଜିଆ,୨୦/୨(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର ୯ ଠାରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଲାଗି ଆଜି ରାଧାକୃଷ୍ଣଙ୍କ ମୃଣ୍ମୟୀ ପ୍ରତିମାକୁ ନେଇ ମହାସମାରୋହରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର ପରିସରରୁ ରାଧାକୃଷ୍ଣଙ୍କ ମୃଣ୍ମୟୀ ପ୍ରତିମାକୁ ଏକ ସୁସଜ୍ଜିତ ମେଢ଼ରେ ନେଇ ଶହ ଶହ ସଂଖ୍ୟାରେ ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ବଡ଼ଦାଣ୍ଡ ରାସ୍ତା, ଏନଏସି ଛକ,ବଜାର ରାସ୍ତା ଦେଇ ଏହି ଶୋଭାଯାତ୍ରା ପରିକ୍ରମା କରି ପୁନଃ ମନ୍ଦିରରେ ପହଞ୍ଚିଥିଲା।ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ରଂଜିତ ଜେନା,ଦୀପକ କୁମାର ଦାସ,ରଙ୍ଗାଧର ଦାସ,ମନ ଜେନା,ରଂଜିତ ଜେନା,ସତ୍ୟାନନ୍ଦ ଜେନାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଜି ବିଳମ୍ୱିତ ରାତି ପୂର୍ଣ୍ଣାହୁତି ପୂଜା ପରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।1
- ବେଆଇନ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ; ଗାଡ଼ି ମାଲିକଙ୍କ ସମେତ ୬ଅଟକ | ମୋରଡା ଥାନା ଅଧୀନ କେନ୍ଦୁଡିହା ନଦୀ ଘାଟରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ବେଳେ ଦୁଇ ଟିପ୍ପରକୁ ଜବତ କରି ଥାନାକୁ ଆଣିଛି ମୋରଡା ପୁଲିସ। ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଡିହା ନଦୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ନିବେଦିତା ନାୟକ ସଦଳବଳେ ଚଢ଼ଉ କରିଥିଲେ।ତେବେ ଘଟଣାସ୍ଥଳରୁ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇଜଣ ଚାଳକଙ୍କ ସମେତ ତିନିଜଣ ହେଲ୍ପର ଏବଂ ଜଣେ ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି1
- 📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️ ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଅଞ୍ଚଳର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା। ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ। ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ — ନାହିଁ କୌଣସି ଅନିୟମିତତା ❌ ନାହିଁ କୌଣସି ଅସନ୍ତୋଷ ❌ AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍 #MatricExam #BoardExam #Students #Odisha #Udala #Mayurbhanj #odiabharatliv1