logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ

2 hrs ago
user_Prime time press
Prime time press
Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
2 hrs ago

ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ

More news from ଓଡ଼ିଶା and nearby areas
  • ଓଡିଶା ବଜେଟରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। କନ୍ୟା ସୁମଙ୍ଗଳ ଯୋଜନା ଅନୁସାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କ ପାଇଁ ସ୍ନାତକ ପଢ଼ାକୁ ଉତ୍ସାହିତ କରାଯିବ। ଝିଅଙ୍କ ନାମରେ ୨୦ ହଜାର ଟଙ୍କା ସଞ୍ଚୟ ଯୋଜନା ସୃଷ୍ଟି ହେବ ଏବଂ ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଏହା ଗରିବ ପରିବାରର ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏକ ଐତିହାସିକ ପଦକ୍ଷେପ।
    1
    ଓଡିଶା ବଜେଟରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। କନ୍ୟା ସୁମଙ୍ଗଳ ଯୋଜନା ଅନୁସାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କ ପାଇଁ ସ୍ନାତକ ପଢ଼ାକୁ ଉତ୍ସାହିତ କରାଯିବ। ଝିଅଙ୍କ ନାମରେ ୨୦ ହଜାର ଟଙ୍କା ସଞ୍ଚୟ ଯୋଜନା ସୃଷ୍ଟି ହେବ ଏବଂ ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ।
ଏହା ଗରିବ ପରିବାରର ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏକ ଐତିହାସିକ ପଦକ୍ଷେପ।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • 📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️ ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଅଞ୍ଚଳର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା। ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ। ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ — ନାହିଁ କୌଣସି ଅନିୟମିତତା ❌ ନାହିଁ କୌଣସି ଅସନ୍ତୋଷ ❌ AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍 #MatricExam #BoardExam #Students #Odisha #Udala #Mayurbhanj #odiabharatliv
    1
    📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️
ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ।
ଅଞ୍ଚଳର
ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା।
ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର
ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ।
ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ —
ନାହିଁ କୌଣସି ଅନିୟମିତତା ❌
ନାହିଁ କୌଣସି ଅସନ୍ତୋଷ ❌
AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍
#MatricExam #BoardExam #Students #Odisha #Udala #Mayurbhanj #odiabharatliv
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ରାଜ୍ୟ ବଜେଟ୍ ରେ କୃଷି ସହ ମତ୍ସ୍ୟ ଓ ପଶୁପାଳନ ବିକାଶ କୁ ଗୁରୁତ୍ଵ।
    1
    ରାଜ୍ୟ ବଜେଟ୍ ରେ କୃଷି ସହ ମତ୍ସ୍ୟ ଓ ପଶୁପାଳନ ବିକାଶ କୁ ଗୁରୁତ୍ଵ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    23 min ago
  • ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।
    1
    ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା  ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବାଇକ ଉପରେ ଚଢ଼ିଗଲା ଟ୍ରକ୍ । ବାଇକ ଟ୍ରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
    1
    ବାଇକ ଉପରେ ଚଢ଼ିଗଲା ଟ୍ରକ୍ । ବାଇକ ଟ୍ରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    1 hr ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି
    1
    ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    23 hrs ago
  • 2026-27 ଆର୍ଥିକ ବର୍ଷରେ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
    1
    2026-27 ଆର୍ଥିକ ବର୍ଷରେ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    28 min ago
  • ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୁରୁକୁଳ ଭବନ ସଭାଗୃହ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଉଛି। ସଂଘର ସ୍ଥାୟୀ ସଭାପତି ଶ୍ରୀକାନ୍ତ ଜେନାଙ୍କ ସଭାପତିତ୍ବ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘ ବାଲିଆପାଳର ସାଧାରଣ ସମ୍ପାଦକ ରାଖାଲ ଚନ୍ଦ୍ର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ଅବସର ଶିକ୍ଷକ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ଗିରି। ମୁଖ୍ୟ ବକ୍ତା ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଭାପତି ଗୋପବନ୍ଧୁ ମହାପାତ୍ର,ସମ୍ମାନିତ ବକ୍ତା ଉତ୍ତର ଭୋଗରାଇ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଧାନାଥ ଦାସ,ସମ୍ମାନିତ ଅତିଥି ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଧାରଣ ସମ୍ପାଦକ ଡ. ଦୀନକୃଷ୍ଣ ଦେ, ବାହାନଗା ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାପାତ୍ର, ଉତ୍ତର ଭୋଗରାଇ ବ୍ଲକର ଅବସପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଭାପତି ବସନ୍ତ ଦାସ, ବାଲିଆପାଳ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ବିଶ୍ବମ୍ବର ପାତ୍ର, ବାଲିଆପାଳ ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କମଳଲୋଚନ ପୀଳା ପ୍ରମୁଖ ଯୋଗା ଦେଇ ବକ୍ତବ୍ଯ ପ୍ରଦାନ ରଖିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ଯୋଗାଇବା, ଅଷ୍ଟମ ପେ କମିଶନରେ ଅନ୍ତର୍ଭୁକ୍ତ କରିବା ଆଦି ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଆଲୋଚନା ହୋଇଥିଲା। ୨୦୨୫ ମସିହାରେ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ଛାତ୍ରୀ ଛାତ୍ରକୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲେ। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶିକ୍ଷକ ମନୋରଞ୍ଜନ ପ୍ରଧାନ , ଅନନ୍ତ କୁମାର ସାହୁ, ଯତୀନ୍ଦ୍ର ନାଥ ଜେନା,ଶକୁନ୍ତଳା ବେହେରା ,ଉର୍ମିଳା କୁମାରୀ ମିଶ୍ର ,ଚିନ୍ତାମଣି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ତ୍ରାୟୋମାସିକ ପତ୍ରିକା ଆମରି ବାର୍ତ୍ତାର ଉନ୍ମୋଚିତ କରା ଯାଇଥିଲା। ଦେବେନ୍ଦ୍ର ବେହେରା,ଜଗନ୍ନାଥ ସାହୁ, ଉପେନ୍ଦ୍ର କୁଲ୍ହାରୀ,କମଳାକାନ୍ତ ସାହୁ ,ବେଣୁଧର ଦାସ , ପୂର୍ଣେନ୍ଦୁ ନାରାୟଣ ହାଜରା, ସୁକୁମାର ଜେନା, ନଗେନ୍ଦ୍ର ଦଣ୍ଡପାଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    1
    ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୁରୁକୁଳ ଭବନ ସଭାଗୃହ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଉଛି। ସଂଘର ସ୍ଥାୟୀ ସଭାପତି ଶ୍ରୀକାନ୍ତ ଜେନାଙ୍କ ସଭାପତିତ୍ବ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘ ବାଲିଆପାଳର ସାଧାରଣ ସମ୍ପାଦକ  ରାଖାଲ ଚନ୍ଦ୍ର ଦାସଙ୍କ  ପରିଚାଳନାରେ 
ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ଅବସର ଶିକ୍ଷକ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ଗିରି। ମୁଖ୍ୟ ବକ୍ତା ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଭାପତି ଗୋପବନ୍ଧୁ ମହାପାତ୍ର,ସମ୍ମାନିତ ବକ୍ତା ଉତ୍ତର ଭୋଗରାଇ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଧାନାଥ ଦାସ,ସମ୍ମାନିତ ଅତିଥି ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଧାରଣ ସମ୍ପାଦକ ଡ. ଦୀନକୃଷ୍ଣ ଦେ, ବାହାନଗା ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାପାତ୍ର, ଉତ୍ତର ଭୋଗରାଇ ବ୍ଲକର  ଅବସପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଭାପତି ବସନ୍ତ ଦାସ, ବାଲିଆପାଳ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ବିଶ୍ବମ୍ବର ପାତ୍ର, ବାଲିଆପାଳ  ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କମଳଲୋଚନ ପୀଳା ପ୍ରମୁଖ ଯୋଗା ଦେଇ ବକ୍ତବ୍ଯ ପ୍ରଦାନ ରଖିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ଯୋଗାଇବା, ଅଷ୍ଟମ ପେ କମିଶନରେ ଅନ୍ତର୍ଭୁକ୍ତ କରିବା ଆଦି ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଆଲୋଚନା ହୋଇଥିଲା।  ୨୦୨୫ ମସିହାରେ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ଛାତ୍ରୀ ଛାତ୍ରକୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲେ। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଅବସରପ୍ରାପ୍ତ  ଶିକ୍ଷୟତ୍ରୀ ଶିକ୍ଷକ
ମନୋରଞ୍ଜନ ପ୍ରଧାନ , ଅନନ୍ତ କୁମାର ସାହୁ, ଯତୀନ୍ଦ୍ର ନାଥ ଜେନା,ଶକୁନ୍ତଳା ବେହେରା ,ଉର୍ମିଳା କୁମାରୀ ମିଶ୍ର ,ଚିନ୍ତାମଣି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ତ୍ରାୟୋମାସିକ ପତ୍ରିକା ଆମରି ବାର୍ତ୍ତାର ଉନ୍ମୋଚିତ କରା ଯାଇଥିଲା। ଦେବେନ୍ଦ୍ର ବେହେରା,ଜଗନ୍ନାଥ ସାହୁ, ଉପେନ୍ଦ୍ର କୁଲ୍ହାରୀ,କମଳାକାନ୍ତ ସାହୁ ,ବେଣୁଧର ଦାସ , ପୂର୍ଣେନ୍ଦୁ ନାରାୟଣ ହାଜରା, ସୁକୁମାର ଜେନା, ନଗେନ୍ଦ୍ର ଦଣ୍ଡପାଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.