logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା

6 hrs ago
user_Prime time press
Prime time press
Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
6 hrs ago

ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା

More news from ଓଡ଼ିଶା and nearby areas
  • ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ
    1
    ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    48 min ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
    1
    ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବେଆଇନ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ; ଗାଡ଼ି ମାଲିକଙ୍କ ସମେତ ୬ଅଟକ | ମୋରଡା ଥାନା ଅଧୀନ କେନ୍ଦୁଡିହା ନଦୀ ଘାଟରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ବେଳେ ଦୁଇ ଟିପ୍ପରକୁ ଜବତ କରି ଥାନାକୁ ଆଣିଛି ମୋରଡା ପୁଲିସ। ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଡିହା ନଦୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ନିବେଦିତା ନାୟକ ସଦଳବଳେ ଚଢ଼ଉ କରିଥିଲେ।ତେବେ ଘଟଣାସ୍ଥଳରୁ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇଜଣ ଚାଳକଙ୍କ ସମେତ ତିନିଜଣ ହେଲ୍ପର ଏବଂ ଜଣେ ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି
    1
    ବେଆଇନ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ; ଗାଡ଼ି ମାଲିକଙ୍କ ସମେତ ୬ଅଟକ |
ମୋରଡା ଥାନା ଅଧୀନ କେନ୍ଦୁଡିହା ନଦୀ ଘାଟରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ବେଳେ ଦୁଇ ଟିପ୍ପରକୁ ଜବତ କରି ଥାନାକୁ ଆଣିଛି ମୋରଡା ପୁଲିସ। ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଡିହା ନଦୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ନିବେଦିତା ନାୟକ ସଦଳବଳେ ଚଢ଼ଉ କରିଥିଲେ।ତେବେ ଘଟଣାସ୍ଥଳରୁ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇଜଣ ଚାଳକଙ୍କ ସମେତ ତିନିଜଣ ହେଲ୍ପର ଏବଂ ଜଣେ ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • 🌍 ମାତୃଭାଷା ଦିବସ ପାଳିତ 📖 ଆଜି ୨୧ ଫେବୃଆରୀ ୨୦୨୬ — ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରlପଡା ବୋଲି ପରିଚିତ ନୁଦଡିହା ଅଞ୍ଚଳରେ ଉତ୍ସାହମୟ ପରିବେଶରେ ପାଳିତ ହେଲା ଦିବସ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଭାଷା ପ୍ରତି ସମ୍ମାନ ଓ ସଂସ୍କୃତି ପ୍ରତି ଗର୍ବ ଜଣାଇ ଭାଷଣ, କବିତା ପାଠ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତୃଭାଷାର ମହତ୍ତ୍ୱ ଉପସ୍ଥାପନ କଲେ। ଏହି ଅବସରରେ ଶିକ୍ଷକ ଓ ଅଭିଭାବକମାନେ ମାତୃଭାଷା ରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କଲେ। ମାତୃଭାଷା — ଆମର ପରିଚୟ, ଆମର ଗର୍ବ ❤️
    2
    🌍 ମାତୃଭାଷା ଦିବସ ପାଳିତ 📖
ଆଜି ୨୧ ଫେବୃଆରୀ ୨୦୨୬ — ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ
ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରlପଡା ବୋଲି ପରିଚିତ ନୁଦଡିହା ଅଞ୍ଚଳରେ ଉତ୍ସାହମୟ ପରିବେଶରେ ପାଳିତ ହେଲା ଦିବସ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ
ଭାଷା ପ୍ରତି ସମ୍ମାନ ଓ ସଂସ୍କୃତି ପ୍ରତି ଗର୍ବ ଜଣାଇ
ଭାଷଣ, କବିତା ପାଠ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତୃଭାଷାର ମହତ୍ତ୍ୱ ଉପସ୍ଥାପନ କଲେ।
ଏହି ଅବସରରେ ଶିକ୍ଷକ ଓ ଅଭିଭାବକମାନେ ମାତୃଭାଷା ରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କଲେ।
ମାତୃଭାଷା — ଆମର ପରିଚୟ, ଆମର ଗର୍ବ ❤️
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    56 min ago
  • ସୁଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳି ପାରିନାହିଁ।
    1
    ସୁଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳି ପାରିନାହିଁ।
    user_Sk Ajaruddin
    Sk Ajaruddin
    Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
    21 hrs ago
  • ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ମାନ୍ୟବର ରାଜ୍ୟପାଳ
    1
    ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ମାନ୍ୟବର ରାଜ୍ୟପାଳ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା
    1
    ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.