Shuru
Apke Nagar Ki App…
କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ନୂଆଖାଇ ସାରି ଜୁହାର୍ ଭେଟ ଥିଲା ମୁଖ୍ୟ ଆକର୍ଷଣ! କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ନୂଆଖାଇ ସାରି ଜୁହାର୍ ଭେଟ ଥିଲା ମୁଖ୍ୟ ଆକର୍ଷଣ!
Basanta Sarabu mbc tv
କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ନୂଆଖାଇ ସାରି ଜୁହାର୍ ଭେଟ ଥିଲା ମୁଖ୍ୟ ଆକର୍ଷଣ! କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ନୂଆଖାଇ ସାରି ଜୁହାର୍ ଭେଟ ଥିଲା ମୁଖ୍ୟ ଆକର୍ଷଣ!
More news from ଓଡ଼ିଶା and nearby areas
- ଦେଖନ୍ତୁ 🙏🙏🙏1
- ଅନାମ ଦିଆନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଦାୟିତ୍ୱ #kotpad1
- ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି, ଜୟପୁର ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି, ଜୟପୁର1
- ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।1
- 🌹♥️🇹🇯🤭♥️🙂🌹🇹🇯💋♥️1
- ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I1
- କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ନୂଆଖାଇ ସାରି ଜୁହାର୍ ଭେଟ ଥିଲା ମୁଖ୍ୟ ଆକର୍ଷଣ! କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ନୂଆଖାଇ ସାରି ଜୁହାର୍ ଭେଟ ଥିଲା ମୁଖ୍ୟ ଆକର୍ଷଣ!1
- ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା1
- କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।3