logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I

19 hrs ago
user_Hareram karuan
Hareram karuan
ନୂଆପଡା, ନୂଆପଡ଼ା, ଓଡ଼ିଶା•
19 hrs ago

ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I

More news from ଓଡ଼ିଶା and nearby areas
  • ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I
    1
    ନୁଆଁଖାଇ ତିହାର କେ ନେଇ କିନା 
 ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I 
ନୁଆଁଖାଇ ତିହାର କେ ନେଇ କିନା 
ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I
    user_Hareram karuan
    Hareram karuan
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    19 hrs ago
  • ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
    1
    ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    7 hrs ago
  • ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 📰 ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 🔴 କୋଟା ପୌର ନିର୍ବାଚନ: ରାଜସ୍ଥାନର କୋଟା ମ୍ୟୁନିସିପାଲ୍ କର୍ପୋରେସନ୍‌ରେ BJP ୫୫ଟି ୱାର୍ଡ ଜିତି ଅଧିକାଂଶ ହାସଲ କରିଛି। EVM ସମସ୍ୟା ଯୋଗୁଁ କିଛି ୱାର୍ଡରେ ପୁନଃମତଦାନ ହେବ। 🔴 ଅର୍ଥନୀତି: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ବଢ଼ୁଥିବା ତେଲ ଦର ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବାର ଆଶଙ୍କା। 🔴 ବିଶ୍ୱ ଖବର: ସାଉଦି ଆରବର ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩%ରୁ ଅଧିକ ବଢ଼ିଛି। 🔴 ବିଜ୍ଞାନ: ବେଙ୍ଗାଲୁରୁର Raman Research Institute ଗବେଷକମାନେ quantum computingର decoherence ସମସ୍ୟା ସମାଧାନ ପାଇଁ ଏକ ନୂଆ single-shot ପ୍ରଣାଳୀ ପ୍ରଦର୍ଶନ କରିଛନ୍ତି। 🔴 ଭାରତ: ଆଜିର ଜାତୀୟ ଖବରରେ ରାଜସ୍ଥାନ ପୌର ନିର୍ବାଚନ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଓ ଅନ୍ୟାନ୍ୟ ରାଜନୈତିକ ଘଟଣା ଉପରେ ନଜର। 📰 ଏହା ଥିଲା ଆଜି ସକାଳ ୮ଟାର ପ୍ରମୁଖ ଖବର। ଅଧିକ ତାଜା ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।
    1
    ଆଜିର ଟପ୍ ହେଡଲାଇନ୍ସ
📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା
🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି।
🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।
📰 ଆଜିର ଟପ୍ ହେଡଲାଇନ୍ସ
📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା
🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି।
🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।
🔴 କୋଟା ପୌର ନିର୍ବାଚନ: ରାଜସ୍ଥାନର କୋଟା ମ୍ୟୁନିସିପାଲ୍ କର୍ପୋରେସନ୍‌ରେ BJP ୫୫ଟି ୱାର୍ଡ ଜିତି ଅଧିକାଂଶ ହାସଲ କରିଛି। EVM ସମସ୍ୟା ଯୋଗୁଁ କିଛି ୱାର୍ଡରେ ପୁନଃମତଦାନ ହେବ।
🔴 ଅର୍ଥନୀତି: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ବଢ଼ୁଥିବା ତେଲ ଦର ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବାର ଆଶଙ୍କା।
🔴 ବିଶ୍ୱ ଖବର: ସାଉଦି ଆରବର ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩%ରୁ ଅଧିକ ବଢ଼ିଛି।
🔴 ବିଜ୍ଞାନ: ବେଙ୍ଗାଲୁରୁର Raman Research Institute ଗବେଷକମାନେ quantum computingର decoherence ସମସ୍ୟା ସମାଧାନ ପାଇଁ ଏକ ନୂଆ single-shot ପ୍ରଣାଳୀ ପ୍ରଦର୍ଶନ କରିଛନ୍ତି।
🔴 ଭାରତ: ଆଜିର ଜାତୀୟ ଖବରରେ ରାଜସ୍ଥାନ ପୌର ନିର୍ବାଚନ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଓ ଅନ୍ୟାନ୍ୟ ରାଜନୈତିକ ଘଟଣା ଉପରେ ନଜର।
📰 ଏହା ଥିଲା ଆଜି ସକାଳ ୮ଟାର ପ୍ରମୁଖ ଖବର। ଅଧିକ ତାଜା ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।
    user_Top Headlines News Today
    Top Headlines News Today
    Financial Advisor Dharamgarh, Kalahandi•
    19 hrs ago
  • ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌। ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +919437058100
    1
    ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଜୟ ଜଗନ୍ନାଥ 
ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
ଯୋଗାଯୋଗ: +919437058100
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 
ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ପଶ୍ଚିମ ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ! ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ!
    1
    କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ପଶ୍ଚିମ ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ! 
ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ!
    user_Basanta Sarabu mbc tv
    Basanta Sarabu mbc tv
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    6 hrs ago
  • 🌹♥️🇹🇯🤭♥️🙂🌹🇹🇯💋♥️
    1
    🌹♥️🇹🇯🤭♥️🙂🌹🇹🇯💋♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ। ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ। ବଲାଙ୍ଗୀର/ଟିଟିଲାଗଡ଼, ଟିଟିଲାଗଡ଼ ରେ ପ୍ରାୟ ୧୭ ଜଣିଆ ମାଙ୍କଡ଼ ପଲ ସ୍ଥାନୀୟ ହାଟପଦା ଓ ବିଭିନ୍ନ ସ୍ଥାନରେ ଜଙ୍ଗଲ ରୁ ଚାଲି ଆସି ବ୍ୟାପକ କ୍ଷୟ, କ୍ଷତି ସହ ତିନି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜାଣି, ଶୁଣି ବିଭାଗୀୟ ଅଧିକାରୀ ନିରବ ଅଛନ୍ତି। ଇତି ମଧ୍ୟରେ ହାତୀ ପଲ ଆସିଥିବା ବେଳେ ତାଙ୍କୁ ଘଉଡ଼ାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସହର ଭିତର କୁ ଏଭଳି ଚାଲି ଆସିଥିବା ବେଳେ ସାଧାରଣ ଙ୍କ ଛାତ ତଥା ଦୋକାନ ବଜାର ରେ କ୍ଷୟ, କ୍ଷତି ହୋଇଛି। ବନ ବିଭାଗ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି।
    3
    ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ।
ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ।
ବଲାଙ୍ଗୀର/ଟିଟିଲାଗଡ଼,
ଟିଟିଲାଗଡ଼ ରେ ପ୍ରାୟ ୧୭ ଜଣିଆ ମାଙ୍କଡ଼ ପଲ ସ୍ଥାନୀୟ ହାଟପଦା ଓ ବିଭିନ୍ନ ସ୍ଥାନରେ ଜଙ୍ଗଲ ରୁ ଚାଲି ଆସି ବ୍ୟାପକ କ୍ଷୟ, କ୍ଷତି ସହ ତିନି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜାଣି, ଶୁଣି ବିଭାଗୀୟ ଅଧିକାରୀ ନିରବ ଅଛନ୍ତି।
ଇତି ମଧ୍ୟରେ ହାତୀ ପଲ ଆସିଥିବା ବେଳେ ତାଙ୍କୁ ଘଉଡ଼ାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
ସହର ଭିତର କୁ ଏଭଳି ଚାଲି ଆସିଥିବା ବେଳେ ସାଧାରଣ ଙ୍କ ଛାତ ତଥା ଦୋକାନ ବଜାର ରେ କ୍ଷୟ, କ୍ଷତି ହୋଇଛି।
ବନ ବିଭାଗ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.