ଖୋର୍ଦ୍ଧା ତନ୍ତ୍ର ମୁଣ୍ଡିଆ ଠାରେ ମହାଵୀର ବଜରଙ୍ଗବାଲୀ ଙ୍କ ଛତିଶତମ ଵିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଛି, ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଵାସିନ୍ଦା ଓ ଦୟାନିଧି ରାଉତରାୟ ଙ୍କ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ସରସ ସୁନ୍ଦର ଭାଵରେ ସମାହିତ ହେଉଛି ଖୋର୍ଦ୍ଧା ଜିଲ୍ଲା ର ଘଞ୍ଚ ଜଙ୍ଗଲ ଵେଷ୍ଟିତ ଜରୀପୁଟ ଅଞ୍ଚଳ ର ତନ୍ତ୍ର ମୁଣ୍ଡିଆ ପୁରାତନ ସମୟରୁ ତାନ୍ତ୍ରିକ ମାନଙ୍କର ଏକ ସାଧନା ପୀଠ ଭାବରେ ପରିଚିତ। ଏଠାରେ ଏକ ମୁଣ୍ଡିଆ ସର୍ବୋଚ୍ଚ କ୍ଷେତ୍ରରେ ସାଧକମାନେ ମହାଵୀର ଙ୍କ ଏକ ଵିଗ୍ରହ ପ୍ରତିଷ୍ଠା କରି ସାଧନା କରୁଥିଲେ. ଏହି ସ୍ଥାନ କୁ ଯିଵା ପାଇଁ ପଥର ପାହାଚ ଓ ଵନ୍ଧୁର ପଥ ଅତିକ୍ରମ କରିବାକୁ ପଡୁଥିଲା। ଏହି ତନ୍ତ୍ର ମୁଣ୍ଡିଆ କାଳକ୍ରମେ ଅପଭ୍ରଂଶ ହୋଇ ତନ୍ତ ମୁଣ୍ଡିଆ ନାମରେ ପରିଚିତ ହୋଇଛି। ଏଠାରେ ପ୍ରତିଵର୍ଷ ଵିଷୁଵ ସଂକ୍ରାନ୍ତି ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେଵନ କରୁଥିବା ଵେଳେ, ପ୍ରତିଵର୍ଷ ପଞ୍ଚ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଵା ସହିତ ରାମ ଚରିତ ମାନସ ପାରାୟଣ ଓ ପ୍ରଵଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯାହା ଛତିଶ ଵର୍ଷ ର ଉପନୀତ ହୋଇଛି.। ଚଳିତ ବର୍ଷ ମଧ୍ୟ ଏହି ଵିଶ୍ଵଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ସହିତ ପାରାୟଣ ଓ ପ୍ରଵଚନ କାର୍ଯ୍ୟକ୍ରମ ରେ ଓଡିଶାର ଵିଶିଷ୍ଟ ତଥା ତତ୍ଵଦର୍ଶୀ କଥାକାର ସନ୍ଥ ଵିଜୟ ରାଘଵେନ୍ଦ୍ର ଦାସଜୀ ମହାରାଜ ପ୍ରଵଚନ କରୁଥିବା ବେଳେ ଵହୁ ସାଧୁସନ୍ଥମାନେ ପାରାୟଣ କରୁଛନ୍ତି। ବିଶେଷ କରି ଜରୀପୁଟ ଗ୍ରାମବାସୀ ଓ ପ୍ରମୁଖ କର୍ମକର୍ତ୍ତା ଦୟାନିଧି ରାଉତରାୟ ରାୟଙ୍କ ଉଦ୍ୟମ ରେ ମୁଣ୍ଡିଆ ଉପରକୁ ରାସ୍ତା, ପାନ୍ଥଶାଳା, ସନ୍ଥଶାଳା, ପୁଷ୍ପ ଉଦ୍ୟାନ, ପରି ଅନେକ ବିକାଶ ମୂଳକ କାର୍ଯ୍ୟ ତ୍ଵରାନ୍ଵୀତ ହୋଇପାରିଛି, ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଙ୍କ୍ତି ଭୋଜନ ର ଵ୍ୟଵସ୍ଥା ମଧ୍ୟ ହେଉଛି। ସେଵର ତନ୍ତ ମୁଣ୍ଡିଆ ଓ ଏଵର ତନ୍ତ ମୁଣ୍ଡିଆ ଆକାଶ ପାତାଳ ପରିଵର୍ତନ ହୋଇଛି।
ଖୋର୍ଦ୍ଧା ତନ୍ତ୍ର ମୁଣ୍ଡିଆ ଠାରେ ମହାଵୀର ବଜରଙ୍ଗବାଲୀ ଙ୍କ ଛତିଶତମ ଵିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଛି, ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଵାସିନ୍ଦା ଓ ଦୟାନିଧି ରାଉତରାୟ ଙ୍କ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ସରସ ସୁନ୍ଦର ଭାଵରେ ସମାହିତ ହେଉଛି ଖୋର୍ଦ୍ଧା ଜିଲ୍ଲା ର ଘଞ୍ଚ ଜଙ୍ଗଲ ଵେଷ୍ଟିତ ଜରୀପୁଟ ଅଞ୍ଚଳ ର ତନ୍ତ୍ର ମୁଣ୍ଡିଆ ପୁରାତନ ସମୟରୁ ତାନ୍ତ୍ରିକ ମାନଙ୍କର ଏକ ସାଧନା ପୀଠ ଭାବରେ ପରିଚିତ। ଏଠାରେ ଏକ
ମୁଣ୍ଡିଆ ସର୍ବୋଚ୍ଚ କ୍ଷେତ୍ରରେ ସାଧକମାନେ ମହାଵୀର ଙ୍କ ଏକ ଵିଗ୍ରହ ପ୍ରତିଷ୍ଠା କରି ସାଧନା କରୁଥିଲେ. ଏହି ସ୍ଥାନ କୁ ଯିଵା ପାଇଁ ପଥର ପାହାଚ ଓ ଵନ୍ଧୁର ପଥ ଅତିକ୍ରମ କରିବାକୁ ପଡୁଥିଲା। ଏହି ତନ୍ତ୍ର ମୁଣ୍ଡିଆ କାଳକ୍ରମେ ଅପଭ୍ରଂଶ ହୋଇ ତନ୍ତ ମୁଣ୍ଡିଆ ନାମରେ ପରିଚିତ ହୋଇଛି। ଏଠାରେ ପ୍ରତିଵର୍ଷ ଵିଷୁଵ ସଂକ୍ରାନ୍ତି ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେଵନ କରୁଥିବା ଵେଳେ, ପ୍ରତିଵର୍ଷ ପଞ୍ଚ ଦିନ
ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଵା ସହିତ ରାମ ଚରିତ ମାନସ ପାରାୟଣ ଓ ପ୍ରଵଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯାହା ଛତିଶ ଵର୍ଷ ର ଉପନୀତ ହୋଇଛି.। ଚଳିତ ବର୍ଷ ମଧ୍ୟ ଏହି ଵିଶ୍ଵଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ସହିତ ପାରାୟଣ ଓ ପ୍ରଵଚନ କାର୍ଯ୍ୟକ୍ରମ ରେ ଓଡିଶାର ଵିଶିଷ୍ଟ ତଥା ତତ୍ଵଦର୍ଶୀ କଥାକାର ସନ୍ଥ ଵିଜୟ ରାଘଵେନ୍ଦ୍ର ଦାସଜୀ ମହାରାଜ ପ୍ରଵଚନ କରୁଥିବା ବେଳେ ଵହୁ ସାଧୁସନ୍ଥମାନେ ପାରାୟଣ କରୁଛନ୍ତି।
ବିଶେଷ କରି ଜରୀପୁଟ ଗ୍ରାମବାସୀ ଓ ପ୍ରମୁଖ କର୍ମକର୍ତ୍ତା ଦୟାନିଧି ରାଉତରାୟ ରାୟଙ୍କ ଉଦ୍ୟମ ରେ ମୁଣ୍ଡିଆ ଉପରକୁ ରାସ୍ତା, ପାନ୍ଥଶାଳା, ସନ୍ଥଶାଳା, ପୁଷ୍ପ ଉଦ୍ୟାନ, ପରି ଅନେକ ବିକାଶ ମୂଳକ କାର୍ଯ୍ୟ ତ୍ଵରାନ୍ଵୀତ ହୋଇପାରିଛି, ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଙ୍କ୍ତି ଭୋଜନ ର ଵ୍ୟଵସ୍ଥା ମଧ୍ୟ ହେଉଛି। ସେଵର ତନ୍ତ ମୁଣ୍ଡିଆ ଓ ଏଵର ତନ୍ତ ମୁଣ୍ଡିଆ ଆକାଶ ପାତାଳ ପରିଵର୍ତନ ହୋଇଛି।
- Post by NEWS MANORANJAN1
- Post by Sibanava Panda1
- Post by Kanhuramdash@gmail.com3
- Post by ମନୋଜ କୁମାର ପୁଣ୍ଟିଆ1
- Post by P. madhu sudan rao dora2
- ଲେଖା ହୋଇଛି ଫଳଜୁସ ପ୍ୟାକେଟ ଭିତରେ ସାଂଘାତିକ ସୁଗାର ଢକ ଢକ କରି ପିଉଛନ୍ତି ବିଷ #LatestNews #UpdateNews #apanankakhabara #fruitjuice #OdishaNews #Odisha1
- Post by ମନୋଜ କୁମାର ପୁଣ୍ଟିଆ1
- Post by NEWS MANORANJAN1
- ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର #latestnews #updatenews #apanankakhabara #odisha1