Shuru
Apke Nagar Ki App…
ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର #latestnews #updatenews #apanankakhabara #odisha
Apananka Khabara
ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର #latestnews #updatenews #apanankakhabara #odisha
More news from ଓଡ଼ିଶା and nearby areas
- ଲେଖା ହୋଇଛି ଫଳଜୁସ ପ୍ୟାକେଟ ଭିତରେ ସାଂଘାତିକ ସୁଗାର ଢକ ଢକ କରି ପିଉଛନ୍ତି ବିଷ #LatestNews #UpdateNews #apanankakhabara #fruitjuice #OdishaNews #Odisha1
- ଜଗତସିଂହପୁର, ୨୧ /୪ - ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖସ୍ଥ ପଡ଼ିଆରେ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୮ ଜଣ କନ୍ୟା ଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି । ଓଡିଆ ରୀତିନୀତି ଅନୁଯାୟୀ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତ୍ତିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜଗତସିଂହପୁର ଅମରେନ୍ଦ୍ର ଦାସ ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ । ଏହି ବିବାହ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ,ଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ-ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ବିବାହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବସୁମତା, ନବଜ୍ୟୋତି କ୍ଲବ୍, ସ୍ମୃତି ଫାଉଣ୍ଡେସନ ଏବଂ ବ୍ୟାସ ଫାଉଣ୍ଡେସନ ନାମକ ଚାରୋଟି ସ୍ଵେଚ୍ଛାସେବୀ ସଂଗଠନ ସହାୟତାରେ ୨୮ଟି ନବଦମ୍ପତିଙ୍କ ପାଇଁ ବିବାହ ମଣ୍ଡପ, ଭୋଜି ଏବଂ ରହିବା ବ୍ୟବସ୍ଥା କରାଯାଇଥିଲା। ଏଥିସହ ସଂଗଠନ ପକ୍ଷରୁ ପୂଜକ ଓ ବିବାହ ପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ଦାସ ବିରିଡ଼ି ବ୍ଲକର ଏକ ଆଦିବାସୀ ଯୋଡ଼ିଙ୍କର କନ୍ୟାଦାନ କରିବା ସହ ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ l ସମାନ ଭାବରେ ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ମଧ୍ୟ ଦୁଇ ଯୋଡ଼ି ଙ୍କ କନ୍ୟାଦାନ କରିବାର ମହତ୍ କାର୍ଯ୍ୟ କରି ଉପହାର ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ଏହା ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ନିବାରଣ କରିବା ସହ ସମାଜକୁ ବାର୍ତ୍ତା ଦେଉଛି ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ଭଗବାନଙ୍କ ଆଶୀର୍ବାଦ। ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ₹୬୦୦୦୦ ସହାୟତା ପ୍ରଦାନ କରାଯାଉଛି। ସେଥିରୁ ₹୪୫୦୦୦ ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ₹୧୫୦୦୦ ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ କରାଯାଇଥାଏ। ଯୋଗ୍ୟତା ଅନୁଯାୟୀ କନ୍ୟାର ବୟସ ୧୮-୩୫ ବର୍ଷ ଏବଂ ବରର ବୟସ ୨୧-୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବିଧବା ପୁନଃ ବିବାହ, ଅନୁସୂଚିତ ଜାତି , ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ପ୍ରାଥମିକତା ଦିଆଯାଇଥାଏ। ଆଜିର କାର୍ଯ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜୀକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି।କାର୍ଯ୍ୟକ୍ରମରେ , ୮ଟି ବ୍ଲକର ସବ-ରେଜିଷ୍ଟ୍ରାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ (CDPO) ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ, ସହର ର ବୁଦ୍ଧିଜୀବି,ଗଣମାଧ୍ଯମ ର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏପରି ସାମୂହିକ ବିବାହ ଆୟୋଜନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଲାଭ ପହଞ୍ଚାଇବା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ରହିବ । ଶେଷରେ ଉପସ୍ଥିତ ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ସେମାନଙ୍କର ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ। ଏହି ଅବସରରେ ସାଧାରଣ ଜନତା ଓ ଅଧିକାରୀଙ୍କ ପାଇଁ ଏକ ସାମୂହିକ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା।4
- Post by ମନୋଜ କୁମାର ପୁଣ୍ଟିଆ1
- Post by Prabhati Sahoo1
- Post by NEWS MANORANJAN1
- Post by Gagan Bhoi1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ସାହେବ ନଗର ଗ୍ରାମପଞ୍ଚାୟତ ଜୟଦେବ ଜଗବନ୍ଧୁ ଚାହା ଖଟି ନିକଟରେ ପିଇବା ପାଣି1
- ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର #latestnews #updatenews #apanankakhabara #odisha1