Shuru
Apke Nagar Ki App…
ଆକାଉଣ୍ଟକୁ ଗଲା 'ସୁଭଦ୍ରା' ଟଙ୍କା ଆସିଲା ସୁଭଦ୍ରା ଟଙ୍କା, ହିତାକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି ସୁଭଦ୍ରା ଯୋଜନାରେ ମିଳିଲା ୫ ହଜାର, ଖାତାକୁ ଗଲା ଟଙ୍କା ଆସିଲା ସୁଭଦ୍ରା ଟଙ୍କା, ହିତାକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି ସୁଭଦ୍ରା ଯୋଜନାରେ ମିଳିଲା ୫ ହଜାର, ଖାତାକୁ ଗଲା ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଉପହାର, ହିତାକାରୀଙ୍କୁ ମିଳିଲା ଟଙ୍କା କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ସୁଭଦ୍ରାର ପଞ୍ଚମ କିସ୍ତି, ଖାତାକୁ ଆସିଲା ୫ ହଜାର ଟଙ୍କା ନୟାଗଡ଼ରୁ ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ କରାଗଲା ୧ କୋଟି ୩ ଲକ୍ଷ ହିତାକାରୀ ପାଇଲେ ସୁଭଦ୍ରା ପଞ୍ଚମ କିସ୍ତି ୨ ଲକ୍ଷରୁ ଅଧୂକ ନୂଆ ହିତାକାରୀ ପାଇଲେ ସୁଭଦ୍ରା ସହାୟତା . ପୂର୍ବରୁ ମିଳିନଥୁବା କିସ୍ତି ସହ ବର୍ତ୍ତମାନର କିସ୍ତିକୁ ମିଶାଇ ଏକକାଳୀନ ୨୫ ହଜାର ଟଙ୍କା ମିଳିଲା ପାଞ୍ଚ ବର୍ଷରେ ସୁଭଦ୍ରା ଯୋଜନାରେ ମିଳିବ ମୋଟ ୫୦ ହଜାର ଟଙ୍କା
Sunil Samal

More news from ଓଡ଼ିଶା and nearby areas
- ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା. ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା . ଘଟଣା ପଛରେ ଥିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ . ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା2
- *आज की बड़ी खबरें*,. . .... ..... ...... ...1
- ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଭାଇ-ଭଉଣୀର ସ୍ନେହ;ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ି ସୁଭଦ୍ରା ମଞ୍ଚରେ ରାକ୍ଷୀ ବାନ୍ଧିଛନ୍ତି।ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।1
- ବ୍ରହ୍ମ କୁମାରୀ ସଂସ୍ଥା ପକ୍ଷରୁ ରକ୍ତ ଦାନ ଶିବିର. ରକ୍ତ ଦାନ ମହତ ଦାନ1
- ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।1
- ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia1
- 💍 ରାକ୍ଷୀ ପୂର୍ଣ୍ଣିମାରେ ଢେଙ୍କାନାଳରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ 💍 📍 ସ୍ଥାନ: କାଞ୍ଚନ ବଜାର, ଢେଙ୍କାନାଳ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜୁଏଲର୍ସର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ✨ ଗ୍ରାହକଙ୍କ ପାଇଁ ବିଶେଷ ଅଫର: 🔹 ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ 🔹 ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। 📺 ଏଭଳି ସ୍ଥାନୀୟ ଖବର ପାଇଁ DK TV ODIAକୁ Subscribe କରନ୍ତୁ। 👍 Like | 💬 Comment | 🔔 Subscribe | ↗️ Share #Dhenkanal #DhenkanalNews #PunarbashuJewellers #KanchanBazar #RakshaBandhan #RakhiPurnima #Jewellery #SilverJewellery #GoldPlatedJewellery #OdishaNews #DKTVODIA #OdiaNews #DhenkanalUpdate1
- 🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺1