Shuru
Apke Nagar Ki App…
🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺
ରମେଶ ଚନ୍ଦ୍ର ଜେନା
🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺
More news from ଓଡ଼ିଶା and nearby areas
- 🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺1
- ବ୍ରହ୍ମ କୁମାରୀ ସଂସ୍ଥା ପକ୍ଷରୁ ରକ୍ତ ଦାନ ଶିବିର. ରକ୍ତ ଦାନ ମହତ ଦାନ1
- ଚନ୍ଦ୍ରକୁ ଘୋଡାଇ ଦେବ ପୃଥିବୀର ଛାଇ ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୮ରେ ହେବ ଚନ୍ଦ୍ରଗ୍ରହଣ। ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ୍ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ। ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ ପତଳା ଅଂଶ ସିଧାସଳଖ ସୂର୍ଯ୍ୟାଲୋକ ପାଇବ।ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳ ରେଖାରେ ଆସିଲେ ଚନ୍ଦ୍ରଗ୍ରହଣ ।1
- ମହାପୁରୁଷ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଦିନ ରେ । ଧୁମଧାମରେ ପାଳନ ଦେଖିବାକୁ ମିଳିଛି। କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମ ପଞ୍ଚାୟତ ରେ।#HazratMuhammad #ProphetMuhammad #Allah #AllahBlessings #MiladUnNabi #EidMiladUnNabi #Barundei #Korei #Jajpur #Odisha #News19ଓଡ଼ିଶା1
- ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଉତ୍ସବ ପାଳନ କଲେ କୋରେଇ ଅଞ୍ଚବାସୀ ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭବ ପ୍ରସାଦ ଦାସ।#korai #EidMiladUnNabi #muslimcommunity #focusଯାଜପୁର1
- ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights1
- 💍 ରାକ୍ଷୀ ପୂର୍ଣ୍ଣିମାରେ ଢେଙ୍କାନାଳରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ 💍 📍 ସ୍ଥାନ: କାଞ୍ଚନ ବଜାର, ଢେଙ୍କାନାଳ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜୁଏଲର୍ସର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ✨ ଗ୍ରାହକଙ୍କ ପାଇଁ ବିଶେଷ ଅଫର: 🔹 ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ 🔹 ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। 📺 ଏଭଳି ସ୍ଥାନୀୟ ଖବର ପାଇଁ DK TV ODIAକୁ Subscribe କରନ୍ତୁ। 👍 Like | 💬 Comment | 🔔 Subscribe | ↗️ Share #Dhenkanal #DhenkanalNews #PunarbashuJewellers #KanchanBazar #RakshaBandhan #RakhiPurnima #Jewellery #SilverJewellery #GoldPlatedJewellery #OdishaNews #DKTVODIA #OdiaNews #DhenkanalUpdate1
- ଖବର ଆଜିର, ୨୮ ଅଗଷ୍ଟ ଶୁକ୍ରବାର ================ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି। ୩୦ ବା ୩୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବ, ପୁଣି ବର୍ଷା ହେବ। ବନ୍ୟାରେ କେନ୍ଦ୍ରାପଡ଼ାର ୫ଟି ବ୍ଳକ୍, ଭଦ୍ରକର ୨ଟି ବ୍ଳକ୍ ଏବଂ ଯାଜପୁରର ୨ଟି ବ୍ଳକ୍ ପ୍ରଭାବିତ। ୬୮ ପଞ୍ଚାୟତର ୧୮୯ ଗାଁର ୮୦୨୮୪ ଲୋକ ଏବଂ ୧,୦୨,୪୮୧ ହେକ୍ଟର ଚାଷ ଜମି ପ୍ରଭାବିତ। ଓଡ଼ିଶାରେ ବାତିଲ ହେଲା ୨୦ ଲକ୍ଷ ଗାଡ଼ିର ରେଜିଷ୍ଟ୍ରେସନ୍। ବିନା ସୂଚନାରେ ଆହୁରି ହଟିବ ୩୦ ଲକ୍ଷ ଗାଡି। କଟକ ହାଇକୋର୍ଟରେ ୬ଶହ ମିସନ୍ ଶକ୍ତି ମାମଲାର ଏକତ୍ର ଶୁଣାଣି ହେଲା। ଆଡଭୋକେଟ ଜେନେରାଲ ଯୁକ୍ତି ଉପସ୍ଥାପନ କଲେ। ଆମ୍ବୁଲାନ୍ସ କିଣାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ। ଖୁବଶୀଘ୍ର ତଦନ୍ତ ହେବ ବୋଲି ସୂଚନା। ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା। ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ ଭୁବନେଶ୍ୱର ୟୁନିଟ୍-୨ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପାଖରେ ପୋକ୍ଲିନ୍ ମେସିନ୍ରେ ନିଆଁ ଲଗାଇ ମାଓବାଦୀ ନାଁରେ ୫୦ ଲକ୍ଷ ଟଙ୍କା ବଟି ଦାବି। ପୋଲିସ ହତବାକ। ଭୁବନେଶ୍ୱର ଜମି ମାଫିଆମାନେ କୁଆଖାଇ ନଦୀପଠାର ଜାଗାରେ ସିମେଣ୍ଟ ଖୁଣ୍ଟ ପୋତି, ବାଡ଼ ବୁଲାଇ, ରାସ୍ତା ପାଖ ଦର୍ଶାଇ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରଶାସନ ଉଦାସୀନ। ଗଞ୍ଜାମର ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ୍ ଘୋଷଣା ହେଲା। ମିଠା କିଣୁଥିଲେ ସାବଧାନ! ରାଜଧାନୀର ବିଭିନ୍ନ ମିଠା ଦୋକାନରେ ବିଏମସି ଚଢାଉ, ବାସୀ ଓ ଅପମିଶ୍ରିତ ଖାଦ୍ୟ ଓ ପନିର ବାହାରୁଛି କୁଢ଼ କୁଢ଼। ବୈତରଣୀ ନଦୀର ବନ୍ୟାରେ ଯାଜପୁରର ବୋଡ଼କ ଏନ୍ଏଚ୍ ୨୦ରେ ୩୦୦ ଫୁଟର ଘାଇ ସୃଷ୍ଟି, ୧ କିମି ରାସ୍ତା ଧୋଇଗଲା। ଭଦ୍ରକର ଜୀବନରେଖା ସାଳନ୍ଦୀ ନଦୀ ସଙ୍କୁଚିତ ହେଉଛି। ନଦୀବନ୍ଧ, ନଈପଠାରେ ଜବରଦଖଲ ବଢ଼ୁଛି। ମାଲକାନଗିରିରେ ଗଞ୍ଜେଇ ଚାଷ ବିରୋଧୀ ଅଭିଯାନକୁ ସ୍ବାଗତ କଲେ, କିନ୍ତୁ ରୋଜଗାର ମାଗିଲେ ଅଞ୍ଚଳବାସୀ। ଯାଜପୁର ଜିଲ୍ଲା ସୁକିନ୍ଦାରେ ୫୫୦ ଲିଟର ମଦ, ୫ ହଜାର ଲିଟର ପୋଚ ଜବତ। ବୌଦ୍ଧ ଥାନା ଖମାରୀପଡା ଗ୍ରାମ ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ। ଭଦ୍ରକର ନଙ୍ଗଆମହଲା ଗାଁରେ ପତ୍ନୀକୁ ହତ୍ୟା କରି ନିଜେ ଫାଶି ଦେଇ ସ୍ୱାମୀ ମୃତ। ଭୁବନେଶ୍ୱର ଭରତପୁରରେ ଦାଦା ବଟି ନଦେବାରୁ କାର ସୋରୁମ ମାଲିକ ମାମୁଁ ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ରାୟଗଡା ଗୁଣପୁରରେ ୨୩୯ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ୨୩୯ଟି କେନ୍ଦ୍ର ବନ୍ଦ, ସଂଘ ନେତାଙ୍କୁ କାରଣଦର୍ଶାଅ ନୋଟିସ ଜାରି। ରାୟଗଡା କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ଚଢ଼ାଉ, ବିପୁଳ ସୁନା ଓ ରୁପା ଜବତ। କେନ୍ଦୁଝର ବଡ଼ବିଲ ରେଲୱେ ସାଇଡିଂ ନିକଟରୁ ଲୁହାପଥର ଚୋରାଚାଲାଣ, ୩ ଜଣକୁ ଗିରଫ କଲା ପୋଲିସ। ଅନୁଗୁଳ ଛେଣ୍ଡିପଦାରେ ସୁନା ଚୋରି ଗ୍ୟାଙ୍ଗ ଆତଙ୍କ, ସୁନା ସଫା ବାହାନାରେ ଲୁଟିଲେ ୧୦ ଲକ୍ଷରୁ ଉର୍ଦ୍ଧ୍ଵର ସୁନା। ସୁନ୍ଦରଗଡ ଡାକ୍ତରଖାନାରୁ କଏଦୀ ଫେରାର୍, ଦୁଇ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। 🇳🇪 କେନ୍ଦ୍ର ସରକାର ଗ୍ରାହକଙ୍କୁ କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କଲେ। ମୁଖ୍ୟ ବିଚାରପତି ଓ ବାର୍ କାଉନ୍ସିଲ୍ ମୁଖ୍ୟଙ୍କୁ ନିମନ୍ତ୍ରଣ ବିବାଦ, ବେଙ୍ଗାଲୁରୁ ନ୍ୟାସନାଲ୍ ଲ’ ସ୍କୁଲ୍ର ସମାବର୍ତ୍ତନ ଉତ୍ସବ ବାତିଲ୍। କାନପୁରରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା, ୨ ପାଇଲଟ୍ ମୃତ। ବଙ୍ଗୋପସାଗର ମଝିରୁ ଆନ୍ଧ୍ରର ‘ମାତୁୟାନାମା’ ଟ୍ରଲର ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ, ୮ ମତ୍ସଜୀବୀ ଉଦ୍ଧାର। ପଶ୍ଚିମବଙ୍ଗ ମାଲଦା ସରକାରୀ ହସ୍ପିଟାଲରେ ୩ ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ। ବିଜେପିର ଛତିଶଗଡ଼ ସାଂସଦ ଭୋଜରାଜ ନାଗ୍ କହିଲେ, ମୁଁ ଲେମ୍ବୁକୁ କାଟି ବର୍ଷା ବନ୍ଦ କରିଦେଲି। ଭୂକମ୍ପ ନୁହେଁ, ଗ୍ଲେସିୟର ଧସିବାରୁ ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା। ନେପାଳ ବିପର୍ଯ୍ୟୟ ପରେ ଚୀନ୍ର ମେଗା ଡ୍ୟାମ୍କୁ ନେଇ ଭାରତ ପାଇଁ ବଢ଼ିଲା ଚିନ୍ତା। ଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ ଆରମ୍ଭ। ପୁଣି ସାନଫ୍ରାନସିସ୍କୋରେ ଅ-ତିଥି ରଥଯାତ୍ରା। ଇସକନ ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ଧାରାକୁ ମାନିଲେ ନାହିଁ। 🚴🏾♂️⚽🏏 ମହିଳା ଏସିଆ କପ୍ କ୍ରିକେଟ୍ ଆଜିଠାରୁ ଦୁବାଇରେ ଆରମ୍ଭ ହେବ। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଏଫ୍ସି ୧୭ ବର୍ଷରୁ କମ୍ ଏସୀୟ କପ୍ କ୍ବାଲିଫାୟର୍ସ, ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବ। ଅଷ୍ଟ୍ରେଲିଆ ବିପକ୍ଷ ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ବୀରେନ୍ଦ୍ର ସେହୱାଗ ଓ ରାହୁଲ ଦ୍ରାବିଡଙ୍କ ପୁଅ ଏକ ଦିବସୀୟ ଦଳରେ ଖେଳିବେ। ଗତବର୍ଷ ଏଇ ସମୟରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଟୋଲ୍ ଫ୍ରି ନମ୍ବର ୧୪୪୭୧ ଆରମ୍ଭ ହୋଇଥିଲା। କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ୨୧୫ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ ବୋଲି କହିଥିଲେ। ପୁରୀ ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରାରେ ସୁଟିଂ କରୁଥିଲେ ଯୁବକ। କଟକ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୧ ରେ ଛାତ ଖସି ପଡ଼ିଥିଲା। ଜମ୍ମୁ ବୈଷ୍ଣୋଦେବୀ ଭୂସ୍ଖଳନରେ ୩୬ ମୃତ, ବନ୍ୟାରେ ଭୟଙ୍କର ସ୍ଥିତି ହୋଇଥିଲା। ================= ଆଜି ଜନ୍ମଦିନ: ହରିହର ସୋରେନ, ନାରାୟଣ ଗୁରୁ, ଦୀପକ ତିଜୋରି, ପ୍ରିୟା ଦତ୍ତ ଆଜି ତିରୋଧାନ: ରାଜା ଜୟସିଂହ, ସୁମିତ୍ରା ଦେବୀ ଇତିହାସରେ ଆଜି: (୧୯୮୬) ଭାଗ୍ୟଶ୍ରୀ ସାଠେ ହେଲେ ପ୍ରଥମ ଭାରତୀୟ ମହିଳା ଚେସ ଗ୍ରାଣ୍ଡମାଷ୍ଟର/ (୧୯୬୩) ୱାଶିଂଟନର ଏଭରଗ୍ରୀନ ବ୍ରିଜ ଉଦଘାଟିତ/ (୧୯୯୬) ଚାର୍ଲସ ଓ ଡାଏନାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ================= ବନ୍ଦେ ଉତ୍କଳ ଜନନୀ1