Shuru
Apke Nagar Ki App…
ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ
NEWS MANORANJAN
ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ
More news from ଓଡ଼ିଶା and nearby areas
- ନୂଆଁଖାଇ ପାଳନ ଅବସରରେ ଜୋରନ୍ଦା ମହିମା ପୀଠର ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ମହିମା ପୀଠରେ ନୂଆଁଖାଇ ପାଳନ ସହ ନବାନ୍ନ ଖାଇବା ଅବସରରେ ସଭାପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1
- ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ1
- Title ରାଜଧାନୀରେ ଗଣେଶ ପୂଜାରେ ଶ୍ରୀମନ୍ଦୀରର ଭ୍ରମ, ଦେଖିଲେ ଘଡ଼ିଏ ଅଟକିବେ । ତୋରଣରେ ଶ୍ରୀମନ୍ଦିରର ପ୍ରତିକୃତି, ପ୍ରତିମୂର୍ତ୍ତି ରେ କାଳିଆ ସାଆନ୍ତ । ଏଥର ଭସାଣିରେ DJ କୁ ବାରଣ କରିଛି କମିଟି । ନୀଳାଦ୍ରି ବିହାର ପଣ୍ଡା ସାହି ପ୍ରଶଂସା କ୍ଳବ୍ ତରଫରୁ କରାଯାଇଛି ଏହି ପୂଜା । ଉତ୍କଳ ହସ୍ପିଟାଲ ରୋଡ୍ ରେ ଆସିଲେ ପଡ଼ିବ ଏହି ପୂଜା ମଣ୍ଡପ । #ganeshpuja2026 #pandasahi1
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ4
- ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି1
- ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- ବିଜେପି କାର୍ଯ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଜଗତସିଂହପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସାଂସଦ ବିଭୂପ୍ରସାଦ ତରେଇ ଯୋଗଦେଇ ନିଜର ମତ ରଖିଥିଲେ।1