logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

भारतीय जनता पार्टी दिल्ली में लोगों से वोट डालने का अधिकार छीनने के प्रयास में है। इलेक्शन कमीशन ने SIR प्रक्रिया में पूरी दिल्ली से कुल 47 लाख लोगों के वोट काट दिए गए हैं और अम्बेडकर नगर विधानसभा में 63,250 लोगों के वोट काट दिए गए हैं। यह गंभीर विषय है, लोगों के वोट के अधिकार और उनकी सहायता के लिए हम विधायक कार्यालयों में वोटर आईडी कार्ड सहायता शिविर शुरू कर रहे हैं। हम आपकी सेवा में तत्पर हैं। 👇👇 (1)विधायक कार्यलय H ब्लॉक दक्षिणपूरी नजदीकी पानी की टंकी के पास (2) Ost-125 मदनगीर वार्ड 165 नजदीकी जानता टेंट हाउस (3) J-2nd,05 मदनगीर अपोजिट डिस्पेंसरी पुष्प विहार वार्ड 166 (4) A-15 खानपुर एक्सटेंशन देवली रोड नजदीकी हीरो शोरूम खानपुर वार्ड 167

3 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
3 hrs ago

भारतीय जनता पार्टी दिल्ली में लोगों से वोट डालने का अधिकार छीनने के प्रयास में है। इलेक्शन कमीशन ने SIR प्रक्रिया में पूरी दिल्ली से कुल 47 लाख लोगों के वोट काट दिए गए हैं और अम्बेडकर नगर विधानसभा में 63,250 लोगों के वोट काट दिए गए हैं। यह गंभीर विषय है, लोगों के वोट के अधिकार और उनकी सहायता के लिए हम विधायक कार्यालयों में वोटर आईडी कार्ड सहायता शिविर शुरू कर रहे हैं। हम आपकी सेवा में तत्पर हैं। 👇👇 (1)विधायक कार्यलय H ब्लॉक दक्षिणपूरी नजदीकी पानी की टंकी के पास (2) Ost-125 मदनगीर वार्ड 165 नजदीकी जानता टेंट हाउस (3) J-2nd,05 मदनगीर अपोजिट डिस्पेंसरी पुष्प विहार वार्ड 166 (4) A-15 खानपुर एक्सटेंशन देवली रोड नजदीकी हीरो शोरूम खानपुर वार्ड 167

More news from Odisha and nearby areas
  • କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha
    1
    କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା  
କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    9 hrs ago
  • ଢେଙ୍କାନାଳ ସହର ରେ ପ୍ରଶାସନ ଓ ଖାଦ୍ୟ ବିଭାଗର ମିଲିତ ଚଢାଉ ଏବଂ ଫାଇନ ଆଦାୟ
    2
    ଢେଙ୍କାନାଳ ସହର ରେ ପ୍ରଶାସନ ଓ ଖାଦ୍ୟ ବିଭାଗର ମିଲିତ ଚଢାଉ ଏବଂ ଫାଇନ ଆଦାୟ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    16 hrs ago
  • ସ୍ୱର୍ଗ ଦ୍ୱାରରେ ଅଭାବନୀୟ ଘଟଣା ll ଦେଖନ୍ତୁ ପୂରା ଘଟଣା ll ଶବ ନେଇ ଆସିଥିଲେ ହେଲେ ଘଟିଲା ଏମିତି ll ସ୍ୱର୍ଗ ଦ୍ୱାରରେ ଅଭାବନୀୟ ଘଟଣା ll ଦେଖନ୍ତୁ ପୂରା ଘଟଣା ll
    1
    ସ୍ୱର୍ଗ ଦ୍ୱାରରେ ଅଭାବନୀୟ ଘଟଣା ll ଦେଖନ୍ତୁ ପୂରା ଘଟଣା ll ଶବ ନେଇ ଆସିଥିଲେ ହେଲେ ଘଟିଲା ଏମିତି ll 
ସ୍ୱର୍ଗ ଦ୍ୱାରରେ ଅଭାବନୀୟ ଘଟଣା ll ଦେଖନ୍ତୁ ପୂରା ଘଟଣା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    2 hrs ago
  • ଭକ୍ତି ଓ ନିଷ୍ଠାରେ ଶ୍ରୀକ୍ଷେତ୍ର ପୁରୀରେ ବୁଧେଇ ଓଷା ପାଳିତ। ପୁରୀ: ବୁଧେଇ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଓଡ଼ିଶାର ଗାଁଠୁ ସହର ସବୁଠି ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଛି ବୁଧେଇ ଓଷା। ଭାଦ୍ରବ ମାସର ବୁଧବାରଗୁଡ଼ିକରେ ମହିଳାମାନେ ସନ୍ତାନଙ୍କ ମଙ୍ଗଳ ଓ ପରିବାରର ସୁଖଶାନ୍ତି କାମନା କରି ଏହି ଓଷା ପାଳନ କରିଥାନ୍ତି। ପରମ୍ପରା ଅନୁଯାୟୀ ପୂଜାସ୍ଥଳୀକୁ ଗୋବରରେ ଲିପି ଶୁଦ୍ଧ କରାଯାଇଥିଲା। ଏହାପରେ ଶିଳ ଓ ଶିଳପୁଆଙ୍କୁ ଦେବଦେବୀ ଭାବେ ପୂଜା କରାଯାଏ। ଗଙ୍ଗାଜଳରେ ସ୍ନାନ କରାଇ ହଳଦୀକନା ଓ ସୂତାରେ ନାରୀବେଶ ଦିଆଯାଇଥାଏ। ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଲଗାଇ ଫୁଲ, ଫଳ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଏ। ପ୍ରଥମ ପାଳିରେ ନଡ଼ିଆ ବସାଇବାର ପରମ୍ପରା ଥିବାବେଳେ ଶେଷ ପାଳିରେ ନଡ଼ିଆ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ। ଏଥିସହ ଶେଷ ପାଳିରେ ପାଞ୍ଚ ପ୍ରକାର ପିଠାପଣା ଭୋଗ କରାଯାଇଥାଏ। ଭକ୍ତି, ନିଷ୍ଠା ଓ ପରମ୍ପରାର ଏହି ପବିତ୍ର ଓଷା ପରିବାରର ମଙ୍ଗଳ କାମନାରେ ଓଡ଼ିଆ ଘରେ ଦୀର୍ଘଦିନ ଧରି ପାଳିତ ହୋଇଆସୁଛି।
    4
    ଭକ୍ତି ଓ ନିଷ୍ଠାରେ ଶ୍ରୀକ୍ଷେତ୍ର ପୁରୀରେ ବୁଧେଇ ଓଷା ପାଳିତ।

ପୁରୀ: ବୁଧେଇ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଓଡ଼ିଶାର ଗାଁଠୁ ସହର ସବୁଠି ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଛି ବୁଧେଇ ଓଷା। ଭାଦ୍ରବ ମାସର ବୁଧବାରଗୁଡ଼ିକରେ ମହିଳାମାନେ ସନ୍ତାନଙ୍କ ମଙ୍ଗଳ ଓ ପରିବାରର ସୁଖଶାନ୍ତି କାମନା କରି ଏହି ଓଷା ପାଳନ କରିଥାନ୍ତି।

ପରମ୍ପରା ଅନୁଯାୟୀ ପୂଜାସ୍ଥଳୀକୁ ଗୋବରରେ ଲିପି ଶୁଦ୍ଧ କରାଯାଇଥିଲା। ଏହାପରେ ଶିଳ ଓ ଶିଳପୁଆଙ୍କୁ ଦେବଦେବୀ ଭାବେ ପୂଜା କରାଯାଏ। ଗଙ୍ଗାଜଳରେ ସ୍ନାନ କରାଇ ହଳଦୀକନା ଓ ସୂତାରେ ନାରୀବେଶ ଦିଆଯାଇଥାଏ। ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଲଗାଇ ଫୁଲ, ଫଳ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଏ।

ପ୍ରଥମ ପାଳିରେ ନଡ଼ିଆ ବସାଇବାର ପରମ୍ପରା ଥିବାବେଳେ ଶେଷ ପାଳିରେ ନଡ଼ିଆ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ। ଏଥିସହ ଶେଷ ପାଳିରେ ପାଞ୍ଚ ପ୍ରକାର ପିଠାପଣା ଭୋଗ କରାଯାଇଥାଏ।

ଭକ୍ତି, ନିଷ୍ଠା ଓ ପରମ୍ପରାର ଏହି ପବିତ୍ର ଓଷା ପରିବାରର ମଙ୍ଗଳ କାମନାରେ ଓଡ଼ିଆ ଘରେ ଦୀର୍ଘଦିନ ଧରି ପାଳିତ ହୋଇଆସୁଛି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ଯାଜପୁର ଡ଼୍ରାଇଭର ମହାସଂଘ ମହାସମାବେଶ ,ବାଲିଚନ୍ଦ୍ରପୁର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି
    1
    ଯାଜପୁର ଡ଼୍ରାଇଭର ମହାସଂଘ ମହାସମାବେଶ ,ବାଲିଚନ୍ଦ୍ରପୁର ରବୀନ୍ଦ୍ର   ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି
    user_Manash Rout
    Manash Rout
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • चोरी से चोरी से छुप छुप के मैने तिनका तिनका चुन के सपना एक बनाया, डोरी से डोरी से बुन बन के मैने तिनका तिनका बुन के सपना एकबनाया
    1
    चोरी से चोरी से छुप छुप के मैने तिनका तिनका चुन के सपना एक बनाया,
डोरी से डोरी से बुन बन के मैने तिनका तिनका बुन के सपना एकबनाया
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । #LatestNews #UpdateNews #apanankakhabara #cuttack #news #OdishaNews #odisha
    1
    ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । 
ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । #LatestNews #UpdateNews #apanankakhabara #cuttack #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    10 hrs ago
  • ଢେଙ୍କାନାଳରେ ଶିକ୍ଷା ବିଭାଗରେ ଲାଗିଲା କଳଙ୍କ,ଅଭିଭାବକଙ୍କୁ ଦେଖି ବିଦ୍ୟାଳୟରୁ ଦୌଡିଲେ ମଦ୍ୟପ ଶିକ୍ଷକ l Dhenkanal.
    1
    ଢେଙ୍କାନାଳରେ ଶିକ୍ଷା ବିଭାଗରେ ଲାଗିଲା କଳଙ୍କ,ଅଭିଭାବକଙ୍କୁ ଦେଖି ବିଦ୍ୟାଳୟରୁ ଦୌଡିଲେ ମଦ୍ୟପ ଶିକ୍ଷକ l Dhenkanal.
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    23 hrs ago
  • #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ..... ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍‌ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। #ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha
    1
    #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ.....

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା

ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍‌ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି।

ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

#ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.