ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ବରପାଲି ସ୍ଥାନୀୟ ଗଙ୍ଗାଧର କ୍ଲବ ଠାରେ ଡ଼ ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ମନୋନୟନ କରାଯାଇଛି, ମନୋନୀତ କର୍ମକର୍ତ୍ତା ହେଲେ , ଉପଦେଷ୍ଟା ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ(ଭାଗବତିଆ) ଡ଼ ଘନଶ୍ୟାମ ପାଣିଗ୍ରାହୀ , ଆନନ୍ଦ ମେହେର, ସଭାପତି ନରେନ୍ଦ୍ର ହୋତା , ଉପସଭାପତି ନିବେଦିତା ସାହୁ , ସମ୍ପାଦକ ସରୋଜ ମେହେର, ସହ ସମ୍ପାଦକ ରାମଜୀ ପ୍ରଧାନ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମେହେର , କାର୍ଯ୍ୟକାରୀ କମିଟିରେ ପ୍ରଦୀପ ସାହୁ , ଡ଼ ବିଶ୍ବନାଥ ସାହୁ , ଉତ୍ତର କୁମାର ଗଡତିଆ, ଦିଲିପ କୁମାର ସାହୁ, ରାଜାରାମ ମେହେର,ସୁଷମା ଖମାରୀ, ସବିତା ମହରା,ନିକିତା ସାହୁ, ଯୋଗେଶ୍ୱରୀ ରାଉତ, ବିଭୂତି ଭୂଷଣ ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି, ଆସନ୍ତା ଦିନରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ପ୍ରଚାର ପ୍ରସାର ସହିତ ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ନୂତନ ଉପସଭାପତି ନିବେଦିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ବରପାଲି ସ୍ଥାନୀୟ ଗଙ୍ଗାଧର କ୍ଲବ ଠାରେ ଡ଼ ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ମନୋନୟନ କରାଯାଇଛି, ମନୋନୀତ କର୍ମକର୍ତ୍ତା ହେଲେ , ଉପଦେଷ୍ଟା ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ(ଭାଗବତିଆ) ଡ଼ ଘନଶ୍ୟାମ ପାଣିଗ୍ରାହୀ , ଆନନ୍ଦ ମେହେର, ସଭାପତି ନରେନ୍ଦ୍ର ହୋତା , ଉପସଭାପତି ନିବେଦିତା ସାହୁ , ସମ୍ପାଦକ ସରୋଜ ମେହେର, ସହ ସମ୍ପାଦକ ରାମଜୀ ପ୍ରଧାନ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମେହେର , କାର୍ଯ୍ୟକାରୀ କମିଟିରେ ପ୍ରଦୀପ ସାହୁ , ଡ଼ ବିଶ୍ବନାଥ ସାହୁ , ଉତ୍ତର କୁମାର ଗଡତିଆ, ଦିଲିପ କୁମାର ସାହୁ, ରାଜାରାମ ମେହେର,ସୁଷମା ଖମାରୀ, ସବିତା ମହରା,ନିକିତା ସାହୁ, ଯୋଗେଶ୍ୱରୀ ରାଉତ, ବିଭୂତି ଭୂଷଣ ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି, ଆସନ୍ତା ଦିନରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ପ୍ରଚାର ପ୍ରସାର ସହିତ ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ନୂତନ ଉପସଭାପତି ନିବେଦିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
- ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ବରପାଲି ସ୍ଥାନୀୟ ଗଙ୍ଗାଧର କ୍ଲବ ଠାରେ ଡ଼ ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ମନୋନୟନ କରାଯାଇଛି, ମନୋନୀତ କର୍ମକର୍ତ୍ତା ହେଲେ , ଉପଦେଷ୍ଟା ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ(ଭାଗବତିଆ) ଡ଼ ଘନଶ୍ୟାମ ପାଣିଗ୍ରାହୀ , ଆନନ୍ଦ ମେହେର, ସଭାପତି ନରେନ୍ଦ୍ର ହୋତା , ଉପସଭାପତି ନିବେଦିତା ସାହୁ , ସମ୍ପାଦକ ସରୋଜ ମେହେର, ସହ ସମ୍ପାଦକ ରାମଜୀ ପ୍ରଧାନ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମେହେର , କାର୍ଯ୍ୟକାରୀ କମିଟିରେ ପ୍ରଦୀପ ସାହୁ , ଡ଼ ବିଶ୍ବନାଥ ସାହୁ , ଉତ୍ତର କୁମାର ଗଡତିଆ, ଦିଲିପ କୁମାର ସାହୁ, ରାଜାରାମ ମେହେର,ସୁଷମା ଖମାରୀ, ସବିତା ମହରା,ନିକିତା ସାହୁ, ଯୋଗେଶ୍ୱରୀ ରାଉତ, ବିଭୂତି ଭୂଷଣ ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି, ଆସନ୍ତା ଦିନରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ପ୍ରଚାର ପ୍ରସାର ସହିତ ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ନୂତନ ଉପସଭାପତି ନିବେଦିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ1
- ✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️1
- ସୁବର୍ଣ୍ଣପୁରରୁ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ । ଏହି ପଦଯାତ୍ରାରେ ସୁବର୍ଣ୍ଣପୁର ଜିଲାର ସମସ୍ତ 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି l 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛି ସଂଘ। ବିଭିନ୍ନ ସମୟରେ ଦାବି କରି ଆସୁଥିବା ଏହି ସଂଘ ଆସନ୍ତାକାଲି ବିଧାନ ସଭା ଚାଲିବାକୁ ଥିବାବେଳେ ସେମାନେ ପଦଯାତ୍ରା କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଯିବେ । ତଥାପି ସରକାର୍ ଯଦି ନଶୁଣନ୍ତି ତାହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନି ଦେଇଛନ୍ତି ।2
- ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 TeluguPada Fattak Belpahad ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- ରୋଗୀ ସେବା ପ୍ରଭାବିତ1
- ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।1
- ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କନବାର ର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କନବାର ର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାରର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ ନେଇ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସାନନ୍ଦ କୁମାର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ବୈଠକରେ ବରଗଡ଼ ସବଡିଭିଜନର ସାଂସଦ ପ୍ରତିନିଧି ଲିପସିତ ମିଶ୍ର ବିଶିଷ୍ଟ ଅତିଥି ଭାବେ, ଶତବାର୍ଷିକୀ ପାଳନ କମିଟିର ବୟୋଜ୍ୟେଷ୍ଠ ସଭାପତି ଭୋଜରାଜ ପଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋପ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଶାନ୍ତ ଭୋଇ ମଞ୍ଚ ପରିଚାଳନା କରିଥିଲେ।ସୂଚନାନୁଯାୟୀ, ଏହି ବିଦ୍ୟାଳୟ ୨୦୨୬ ମସିହା ଡିସେମ୍ବର ମାସରେ ଶିକ୍ଷାଦାନର ୧୦୦ ବର୍ଷ ପୂରଣ କରିବ। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ତିନିଦିନ ଧରି ଶତବାର୍ଷିକୀ ଉତ୍ସବ ପାଳନ କରାଯିବ। ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବକୁ ଧୁମଧାମରେ ପାଳନ କରିବା ସହ ବିଦ୍ୟାଳୟ ପକ୍ଷରୁ ଏକ ସ୍ମରଣିକା ପ୍ରକାଶ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ମତବିନିମୟ ହୋଇଥିଲା। ଶତବାର୍ଷିକୀ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ଆୟୋଜକ କମିଟି ସହ ଭୁବନେଶ୍ୱର ଯାଇ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିବାକୁ ସାଂସଦ ଶ୍ରୀ ପୁରୋହିତ ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଉତ୍ସବରେ ପ୍ରଶାସନିକ ସ୍ତରର ସମସ୍ତ ଅଧିକାରୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସାଂସଦ ପ୍ରତିନିଧି ଲିପସିତ ମିଶ୍ର କହିଥିଲେ।ବୈଠକ ଶେଷରେ ଶିକ୍ଷୟିତ୍ରୀ ସେବା ବିନିମୟ ମୁକ୍ତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।1
- 🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया। चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस 🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया। चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस #Bhopal #Nishatpura #MadhyaPradesh #MPPolice #BhopalNews #CrimeNews #MurderCase #PoliceAction #ViralNews #BreakingNews #P24NewsExpress1