Shuru
Apke Nagar Ki App…
#ଏ_କି_ଅମାନବିକତା ? #ରାତି_ଗୋଟାଏରେ_ରୋଗୀକୁ_ବାହାର_କରିଦେଲା_ହସ୍ପିଟାଲ ! ସ୍ୱାସ୍ଥ୍ୟ ସେବା ନାଁରେ ଘରେଇ ହସ୍ପିଟାଲର ଦାଦାଗିରି ଓ ଅମାନବିକତା ଚରମ ସୀମାରେ ପହଂଚି ଯାଇଛି। ନିକଟରେ ଏଭଳି କିଛ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ମଣିଷପଣିଆକୁ ଧିକ୍କାର କରୁଛି। ରାତିଅଧରେ ଜଣେ ଚିକିତ୍ସାଧିନ ରୋଗୀଙ୍କୁ ବାହାର କରିଦେଇଛନ୍ତି ହସ୍ପିଟାଲ କର୍ମଚାରୀ। ଯାହାକି କୋରାପୁଟ ଜିଲ୍ଲାରେ ସରକାରଙ୍କ ଘରେଇ ହସ୍ପିଟାଲ ପ୍ରତି ରହିଥିବା ନୀତିନିୟମ ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି।
Kedarnath Ojha

More news from Koraput and nearby areas
- #ଏ_କି_ଅମାନବିକତା ? #ରାତି_ଗୋଟାଏରେ_ରୋଗୀକୁ_ବାହାର_କରିଦେଲା_ହସ୍ପିଟାଲ ! ସ୍ୱାସ୍ଥ୍ୟ ସେବା ନାଁରେ ଘରେଇ ହସ୍ପିଟାଲର ଦାଦାଗିରି ଓ ଅମାନବିକତା ଚରମ ସୀମାରେ ପହଂଚି ଯାଇଛି। ନିକଟରେ ଏଭଳି କିଛ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ମଣିଷପଣିଆକୁ ଧିକ୍କାର କରୁଛି। ରାତିଅଧରେ ଜଣେ ଚିକିତ୍ସାଧିନ ରୋଗୀଙ୍କୁ ବାହାର କରିଦେଇଛନ୍ତି ହସ୍ପିଟାଲ କର୍ମଚାରୀ। ଯାହାକି କୋରାପୁଟ ଜିଲ୍ଲାରେ ସରକାରଙ୍କ ଘରେଇ ହସ୍ପିଟାଲ ପ୍ରତି ରହିଥିବା ନୀତିନିୟମ ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି।1
- #ଭୂମିହୀନଙ୍କୁ_ମିଳିବ_ଜାଗା ବସୁନ୍ଧରା ଯୋଜନାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନର ତତ୍ପରତା । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ତହସିଲଦାର ଓ ବିଡିଓ । ଭୂମିହୀନଙ୍କୁ କେମିତି ମିଳିବ ଜମି ଯୋଜନା ବିଷୟରେ କରାଉଛନ୍ତି ଅବଗତ1
- ‘#ଏବେ_ବି_କିଛି_ଅଫିସର_ପାୱାରଫୁଲ୍_ଅଛନ୍ତି’ ରେଡ୍ ହେବା ସ୍ୱାଗତଯୋଗ୍ୟ । କୋରାପୁଟ ଜିଲ୍ଲାର ବହୁତ ଅଫିସର ଶହଶହ କୋଟି ଟଙ୍କା ଆଣି ଭୁବନେଶ୍ୱରରେ ଘରେ କରିଛନ୍ତି । ସେମାନେ ସରକାରଙ୍କ ଅତି ନିଜ ଲୋକ ଥିଲେ: ତାରା ପ୍ରସାଦ ବାହିନୀପତି ।1
- ନ୍ୟୁଜ ୭ ରେ ସ୍ୱତନ୍ତ୍ର ଉପସ୍ଥାପନା,କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବୈପାରୀଗୁଡା ବ୍ଲକର ଚିପକୁର ଗସ୍ତ1
- #ଡାକ୍ତର_ହେବେ_ଜଣେ_ଆଦିବାସୀ_ଛାତ୍ର କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳର ଗୋଦବା ଆଦିବାସୀ ଛାତ୍ର ଇଶାକ ବଡନାୟକ ଡାକ୍ତରୀ ପାଠ ପଢିବେ । ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ ଲେଖିଛନ୍ତି ।1
- କୋରାପୁଟ ଜୟପୁର ରେ ହେବ ହାଇ କୋର୍ଟ ! - ତାରା ପ୍ରସାଦ ବାହିନୀପତି...1
- ଉଦଲଗୁଡା KDF ଆବାସିକ ବିଦ୍ୟାଳୟର ୪୯ ଛାତ୍ରଛାତ୍ରୀ ଅସୁସ୍ଥ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ଗାଁର ଉଦଲଗୁଡା କେଡ଼ିଏଫ୍ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସମସ୍ତ ଅସୁସ୍ଥଙ୍କୁ ଆମ୍ବୁଲାନ୍ସ ଯୋଗେ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି1
- କୋରାପୁଟ ଜିଲ୍ଲା ଏସୟୁଜେ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଓଡିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସ୍ବାର୍ଥ ରକ୍ଷା ଓ ବୃତିଗତ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବି ରଖିଛି ।1