ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ନାରୀ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କୀୟ ସଚେତନତା ଏବଂ ଅନୁସ୍ଥାପନ କାର୍ଯ୍ୟକ୍ରମ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଆନୁକୁଲ୍ୟ ରେ ନାରୀ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା ଏବଂ ଅନୁସ୍ଥାପନ କାର୍ଯ୍ୟକ୍ରମ ତା ୨୫.୮.୨୦୨୬ରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଚେତନତା ତଥା କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ରେବତୀ ବେହେରା, ସମ୍ମାନିତ ଅତିଥି ଭାବେ ସହକାରୀ ଆରକ୍ଷୀ ନିରୀକ୍ଷକ ଲିଙ୍ଗରାଜ ଓଢ଼ା ଓ ହେଡ଼ କୁଆର୍ଟର ସୁପରଭାଇଜର ଝରଣା ମୁଣ୍ଡା ଯୋଗ ଦେଇ ସମାଜର ବିକାଶ ପାଇଁ ନାରୀ ସୁରକ୍ଷା ଏବଂ ନାରୀ ସଶକ୍ତିକରଣ ର ଆବଶ୍ୟକତା, ମହିଳା ମାନଙ୍କୁ ଶିକ୍ଷା, ଆର୍ଥିକ ସ୍ଵାଧୀନତା ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ, ସ୍ୱୟଂ ସହାୟିକା ଗୋଷ୍ଠୀର ଭୁମିକା ତଥା ନାରୀ ସୁରକ୍ଷା ପାଇଁ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ଡଃ ଆର୍ ପୁଷ୍ପାଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହ ରେ ଶକ୍ତିଶ୍ରୀ ସଶକ୍ତିକରଣ ଅଭିଯାନ ସେଲ୍ ର ନୂତନ ସଂଯୋଜିକା ଭାବରେ ଅଧ୍ୟାପିକା ସଂଗୀତ ସେଠ୍ ଦାୟୀତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ନାରୀ ସୁରକ୍ଷା ଓ ନାରୀ ସଶକ୍ତିକରଣ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ନାରୀ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କୀୟ ସଚେତନତା ଏବଂ ଅନୁସ୍ଥାପନ କାର୍ଯ୍ୟକ୍ରମ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଆନୁକୁଲ୍ୟ ରେ ନାରୀ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା ଏବଂ ଅନୁସ୍ଥାପନ କାର୍ଯ୍ୟକ୍ରମ ତା ୨୫.୮.୨୦୨୬ରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର
ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଚେତନତା ତଥା କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ରେବତୀ ବେହେରା, ସମ୍ମାନିତ ଅତିଥି ଭାବେ ସହକାରୀ ଆରକ୍ଷୀ ନିରୀକ୍ଷକ ଲିଙ୍ଗରାଜ ଓଢ଼ା ଓ ହେଡ଼ କୁଆର୍ଟର ସୁପରଭାଇଜର ଝରଣା ମୁଣ୍ଡା ଯୋଗ ଦେଇ ସମାଜର ବିକାଶ ପାଇଁ ନାରୀ
ସୁରକ୍ଷା ଏବଂ ନାରୀ ସଶକ୍ତିକରଣ ର ଆବଶ୍ୟକତା, ମହିଳା ମାନଙ୍କୁ ଶିକ୍ଷା, ଆର୍ଥିକ ସ୍ଵାଧୀନତା ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ, ସ୍ୱୟଂ ସହାୟିକା ଗୋଷ୍ଠୀର ଭୁମିକା ତଥା ନାରୀ ସୁରକ୍ଷା ପାଇଁ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନ୍ ଏସ୍ ଏସ୍
ପ୍ରୋଗ୍ରାମ ଅଫିସର ଡଃ ଆର୍ ପୁଷ୍ପାଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହ ରେ ଶକ୍ତିଶ୍ରୀ ସଶକ୍ତିକରଣ ଅଭିଯାନ ସେଲ୍ ର ନୂତନ ସଂଯୋଜିକା ଭାବରେ ଅଧ୍ୟାପିକା ସଂଗୀତ ସେଠ୍ ଦାୟୀତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ନାରୀ ସୁରକ୍ଷା ଓ ନାରୀ ସଶକ୍ତିକରଣ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।
- ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।1
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। OASIS Movement, Gujaratର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ମେହୁଲ ପଞ୍ଚାଲ, Tofanpari Foundationର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଏବଂ ପରାମର୍ଶଦାତା ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଦସ୍ୟା ସୁଶ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ Tofanpari Foundation ଓ OASIS Movementର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଇଥିଲା। ଆଡଭୋକେଟ୍ ବିଶ୍ୱଜିତ ମିଶ୍ର ଯୁବପିଢ଼ି ମଧ୍ୟରେ ନେତୃତ୍ୱ ଓ ଚରିତ୍ର ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ତୋଫାନ ପରିଡ଼ା OASIS MISAAL ପ୍ରକଳ୍ପର ଲକ୍ଷ୍ୟ, ଦୃଷ୍ଟିକୋଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l ଶେଷରେ Tofanpari Foundationର ପରାମର୍ଶଦାତା ଶ୍ରୀ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ।2
- 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar1
- ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l3
- ଅଙ୍ଗାରବନ୍ଧ ବାବା ଚମ୍ପେଶ୍ୱର ପୀଠରେ ଶ୍ରାବଣ ଶେଷ ସୋମବାର: କାଉଡ଼ିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଅନୁଗୋଳ: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧସ୍ଥିତ ଚଣ୍ଡୀଖମଣ ବାବା ଚମ୍ପେଶ୍ୱର ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଭୋରୁ ଭୋରୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଲମ୍ବା ଧାଡ଼ି ଲାଗିଥିଲା। ବହୁ ପୁରାତନ ଏହି ଶୈବପୀଠକୁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ କାଉଡ଼ିଆ ଓ ଭକ୍ତମାନେ ଆସି ବାବା ଚମ୍ପେଶ୍ୱରଙ୍କ ଦର୍ଶନ କରିଥିଲେ। ମନ୍ଦିର ରାତି ପ୍ରାୟ ୩ଟାରେ ଖୋଲିବା ପୂର୍ବରୁ ହିଁ କାଉଡ଼ିଆମାନେ ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ସକାଳ ହେବା ସହିତ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ବଢ଼ିଥିଲା। ଭକ୍ତମାନେ ଯେପରି ସୁବ୍ୟବସ୍ଥିତ ଭାବେ ବାବାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା। ଏଥିସହ ବିଭିନ୍ନ ଯୁବ ସମାଜସେବୀ ସଂଗଠନ ପକ୍ଷରୁ ମଧ୍ୟ ଷ୍ଟଲ୍ ଖୋଲାଯାଇ ଭକ୍ତମାନଙ୍କୁ ବିଭିନ୍ନ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। ମନ୍ଦିର ପରିସର ଓ ଏହାର ଆଖପାଖରେ ବହୁ ସଂଖ୍ୟାରେ ଭୋଗ ସାମଗ୍ରୀ ଦୋକାନ ଖୋଲିଥିବାରୁ ପୂଜାର୍ଚ୍ଚନା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରାବଣ ଶେଷ ସୋମବାରରେ ବାବାଙ୍କ ଦର୍ଶନ ପାଇ ଭକ୍ତ ଓ କାଉଡ଼ିଆଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ଅଙ୍ଗାରବନ୍ଧ ବାବା ଚମ୍ପେଶ୍ୱର ପୀଠରେ ଶ୍ରାବଣ ଶେଷ ସୋମବାର: କାଉଡ଼ିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଅନୁଗୋଳ: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧସ୍ଥିତ ଚଣ୍ଡୀଖମଣ ବାବା ଚମ୍ପେଶ୍ୱର ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଭୋରୁ ଭୋରୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଲମ୍ବା ଧାଡ଼ି ଲାଗିଥିଲା। ବହୁ ପୁରାତନ ଏହି ଶୈବପୀଠକୁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ କାଉଡ଼ିଆ ଓ ଭକ୍ତମାନେ ଆସି ବାବା ଚମ୍ପେଶ୍ୱରଙ୍କ ଦର୍ଶନ କରିଥିଲେ। ମନ୍ଦିର ରାତି ପ୍ରାୟ ୩ଟାରେ ଖୋଲିବା ପୂର୍ବରୁ ହିଁ କାଉଡ଼ିଆମାନେ ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ସକାଳ ହେବା ସହିତ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ବଢ଼ିଥିଲା। ଭକ୍ତମାନେ ଯେପରି ସୁବ୍ୟବସ୍ଥିତ ଭାବେ ବାବାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା। ଏଥିସହ ବିଭିନ୍ନ ଯୁବ ସମାଜସେବୀ ସଂଗଠନ ପକ୍ଷରୁ ମଧ୍ୟ ଷ୍ଟଲ୍ ଖୋଲାଯାଇ ଭକ୍ତମାନଙ୍କୁ ବିଭିନ୍ନ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। ମନ୍ଦିର ପରିସର ଓ ଏହାର ଆଖପାଖରେ ବହୁ ସଂଖ୍ୟାରେ ଭୋଗ ସାମଗ୍ରୀ ଦୋକାନ ଖୋଲିଥିବାରୁ ପୂଜାର୍ଚ୍ଚନା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରାବଣ ଶେଷ ସୋମବାରରେ ବାବାଙ୍କ ଦର୍ଶନ ପାଇ ଭକ୍ତ ଓ କାଉଡ଼ିଆଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।3
- ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର। ଗିରଫ ହେଲେ ୪ ବ୍ରାଉନ୍ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର। ଗିରଫ ହେଲେ ୪ ବ୍ରାଉନ୍ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଚାରିଛକ-ଫୁଲବାଣୀ ରୋଡ୍ରେ ଆଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର ମିଳିଥିଲା। ପରେ ସେମାନଙ୍କୁ ପଚରାଉଚରା ବେଳେ ଏହାର ମାଷ୍ଟରମାଇଣ୍ଡ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଏକ ପୋଲିସ ଟିମ୍ ଚଢ଼ାଉ କରି ତାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବବୁଲୁ ବେହେରା ଓରଫ ବାବୁ, ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ଏବଂ ମୁଖ୍ୟ ବ୍ୟବସାୟୀ ଫୁଲବାଣୀ ଟାଉନ୍ର ଶିବାଜୀ ମହାନ୍ତି। ସେମାନଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନ୍ସୁଗାର (ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା), ୧ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଏକ ହୋଣ୍ଡା ସାଇନ୍ ବାଇକ୍ ଜବତ କରିଛି ପୋଲିସ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍ ନଂ ୧୭୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଇଛି।1
- ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l1
- ଖମାର ମାର୍କେଟ ରେ ଟ୍ରକ୍ ଦୁର୍ଘଟଣା ରେ ଛାତ୍ର ମୃତ ............1