logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l

6 hrs ago
user_ପ୍ରଦୀପ କୁମାର ସାହୁ
ପ୍ରଦୀପ କୁମାର ସାହୁ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
6 hrs ago

ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l

More news from ଓଡ଼ିଶା and nearby areas
  • ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l
    3
    ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ  
ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ  ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ  ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର  ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ  ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା  କରି  ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    6 hrs ago
  • ରାଜ୍ୟ ରାଜ ପଥର ଚିକଟ ମାଟି ଛକ ରେ ବସ ଓ ଟ୍ରାକଟର ମାଧ୍ୟ୍ୟରେ ଧକ୍କା ୩ ଆହତ
    1
    ରାଜ୍ୟ ରାଜ ପଥର ଚିକଟ ମାଟି ଛକ ରେ ବସ ଓ ଟ୍ରାକଟର ମାଧ୍ୟ୍ୟରେ ଧକ୍କା ୩ ଆହତ
    user_Rabindra Nayak
    Rabindra Nayak
    Court reporter ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    22 hrs ago
  • 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar
    1
    🚨 पटना छात्र प्रदर्शन में छोटे बच्चे ने खींचा सबका ध्यान!

पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤

छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए।

देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥

📍 पटना | छात्र प्रदर्शन

#Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar


🚨 पटना छात्र प्रदर्शन में छोटे बच्चे ने खींचा सबका ध्यान!
पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤
छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए।
देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥
📍 पटना | छात्र प्रदर्शन
#Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    3
    ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା 
ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    2 hrs ago
  • -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି।  ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।
    3
    -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:-

-: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:-
ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି। 
ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    12 hrs ago
  • ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    1
    ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା 
ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    1 hr ago
  • ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।। ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
    1
    ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।।
ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    6 hrs ago
  • ।।ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଉତ୍ତେଜନା।। ମଙ୍ଗଳାବାର ଦିନ ଜାତୀୟ ରାଜପଥ - 49 ବେଲପାହାଡ଼ ଗୌରପଡ଼ା ନିକଟରେ ବାଇକ କାର ଭିତରେ ଏକସିଡେଣ୍ଟ ପରେ ଘଟଣାସ୍ତଲରେ ଉତ୍ତେଜନା ଦେଖାଦେଇଥିଲା। ବେଲପାହାଡ ପୋଲିସ ଘଟଣାସ୍ତଲରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି l ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ପାଖରେ ଦୁର୍ଘଟଣା ଘଟିଥିଲା l ବାଇକରେ ୩ ଜଣ ବସିଥିବା ୩ ଜଣ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି l ଘଟିଥିବା ଦୁର୍ଘଟଣା କୁ ନେଇ ତଦନ୍ତ ପରେ ସମ୍ପୂର୍ଣ ସୂଚନା ମିଳବ ବୋଲି ପୋଲିସ ସୂଚନା ଦେଇଛି l
    1
    ।।ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଉତ୍ତେଜନା।।
ମଙ୍ଗଳାବାର ଦିନ ଜାତୀୟ ରାଜପଥ - 49 ବେଲପାହାଡ଼ ଗୌରପଡ଼ା ନିକଟରେ ବାଇକ କାର ଭିତରେ ଏକସିଡେଣ୍ଟ ପରେ ଘଟଣାସ୍ତଲରେ ଉତ୍ତେଜନା ଦେଖାଦେଇଥିଲା। ବେଲପାହାଡ ପୋଲିସ ଘଟଣାସ୍ତଲରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି l ଜାତୀୟ ରାଜପଥ -୪୯ ବେଲପାହାଡ଼  ଗୌରପଡା ପାଖରେ ଦୁର୍ଘଟଣା ଘଟିଥିଲା l ବାଇକରେ ୩ ଜଣ ବସିଥିବା ୩ ଜଣ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି l ଘଟିଥିବା ଦୁର୍ଘଟଣା କୁ ନେଇ ତଦନ୍ତ ପରେ ସମ୍ପୂର୍ଣ ସୂଚନା ମିଳବ ବୋଲି ପୋଲିସ ସୂଚନା ଦେଇଛି l
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.