Shuru
Apke Nagar Ki App…
ତାଜା ଖବର, ଖବର ଉପରେ ନଜର ପକାଇବା - ଦର୍ଶକ ବନ୍ଧୁ ମାନବିକତା ଭୁଲିଗଲେ ସମ୍ପର୍କୀୟ...ବlଡ ବେଢ଼ିବାକୁ ନେଇ ଗଣ୍ଡଗୋଳ, ଗୁରୁତର ଅବସ୍ଥା ରେ ଉଦଳା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି, ଘର ନିକଟରେ ବାଡ଼ି ସୀମାରେ ବlଡ ବସାଇବାକୁ ନେଇ ଗ୍ରାମରେ ଖଣ୍ଡ ଯୁଦ୍ଧ, ସାମାନ୍ୟ ବlଡ କୁ ସମ୍ପର୍କୀୟ ହେଲେ ରକ୍ତ ମୁଖା,ଘରୋଇ କଳି ରେ, ଆରମ୍ଭ ହେଲା ଝଗଡା ,ଆଉ ଝଗଡା ପରେ କଥା କଟାକଟି ହେଲା,ହଁ ଆଜ୍ଞା ଏମିତି ଘଟଣା ଘଟିଲା , ଶେଷରେ ଥାନରେ ଯାଇ ପହଁଚିଲା.. ନୂଆ ବର୍ଷ ଆରମ୍ଭ ପୂର୍ବରୁ ହୋଇ ଥିବା ଝଗଡା କୁ ନେଇ ଉଭୟ ପରିବlର ପକ୍ଷରୁ ଥାନରେ ହାଜିର ହୋଇ ଥିବାବେଳେ ଅଭିଯୋଗ ହୋଇଛି , ହେଲେ ସମାଧାନ ର ବାଟ ଫିଟି ପାରି ନଥିଲା...ହଁ ଆଜ୍ଞା ମାନବିକତା ଭୁଲିଗଲେ ସମ୍ପର୍କୀୟ ଯାହା ଏବେ ଚର୍ଚ୍ଚା ରେ, ପୋଲିସ ର ତଦନ୍ତ ଜାରି ରହିଛି, ତେବେ ଆଗକୁ ଦେଖିବାକୁ ଅଛି ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉ ଥିବାପରିବାର କୁ କେଉଁ ପ୍ରକାର ନ୍ୟାୟ ମିଳୁଛି,, ତାହାଦେଖିବାକୁ ବାକିଅଛି...
Rajib Behera

More news from Odisha and nearby areas
- ବର୍ତ୍ତମାନ ର ବଡଖବର - ବିସିପୁର ମୁଖ୍ୟ ରାସ୍ତାରେ କେହି ଜଣେ ଅପରିଚିତ ବ୍ୟକ୍ତି ଦୁର୍ଘଟଣା ଗ୍ରସ୍ତ ହୋଇ ଉଦଳା ଡାକ୍ତର ଖାନାରେ ଭର୍ତ୍ତି ହୋଇ ଛନ୍ତି, ଏଣୁ ଯଦି କେହି ସହୃଦୟ ବ୍ୟକ୍ତି ବିଶେଷ ଏହି ବ୍ୟକ୍ତିଙ୍କ ପରିଚୟ ପାଇପାରନ୍ତି କି ଚିନ୍ହି ପାରନ୍ତି ତେବେ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇ ଉଦଳା ଡାକ୍ତରଖାନାକୁ ପଠାଇବାକୁ ବିନମ୍ବ୍ର ଅନୁରୋଧ, ଭିଡିଓ ଟିକୁ ବହୁଳ ମାତ୍ରାରେ ସେଆର କରନ୍ତୁ 🙏🏼4
- Trending hairstyle The Classic cut Mahuldiha ✂️✂️1
- ଅଲ୍ ଓଡିଶା ଓସ୍ଵାନ୍ ଇଂଜିନିୟର ଆସୋସିଏସନ୍ ମୟୁରଭଞ୍ଜ ପକ୍ଷରୁ ବୃଦ୍ଧାଶ୍ରମ ଠାରେ କମ୍ବଳ ଓ ବିସ୍କୁଟ ବଣ୍ଟନ1
- ଢେଙ୍କାନାଳ : ଗଁଦିଆ ବ୍ଲକ କଙ୍କା ଗ୍ରାମରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ତମ ଜନ୍ମ ତଥା କଙ୍କା ଗ୍ରାମର ୪୮ ତମ ବାର୍ଷିକ ମହାମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି, ଏଥିରେ ପ୍ରତ୍ୟୁଷରେ ଉଷା କୀର୍ତ୍ତନ, ସକାଳ ୧୦ଟା ରେ ନଗର କୀର୍ତ୍ତନ ଓ ସଂଗୀତାଞ୍ଜଳୀ ପରିବେଷଣ କରିଥିଲେ ମନୋଜ ସାହୁ, ରାମକୃଷ୍ଣ ସାହୁ, ପ୍ରହଲ୍ଲାଦ ବଳିୟାର ସିଂ,ଶ୍ରୀମତୀ ଲିଜା ବଳିୟାର ସିଂ। ୧୧. ୩୦ ମିନିଟିରେ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଏଥିରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡାକ୍ତର କୃଷ୍ଣ ବଲ୍ଲବ ଶତପଥି, ସହପ୍ରତି ଋତିକ ଶ୍ରୀଯୁକ୍ତ ଜଟାଧାରୀ ନାୟକ ଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ କଟକ ସତସଙ୍ଗ ପରିଚାଳନା ଓ ଠାକୁରଙ୍କ ଦିବ୍ୟଲୀଳା ସଦାଲୋଚନା ଛଡାରଗାନ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ, ପରିଶେଷରେ ଆନନ୍ଦବଜାରରେ ପ୍ରସାଦ ସେବନ ହୋଇଥିଲା,ସତସଙ୍ଗରେ ସହଯୋଗ କରିଥିଲେ କଙ୍କା ଗ୍ରାମର ପ୍ରେମାନନ୍ଦ ମହାମାନସିଂ, କୈଳାସ ମହାମାନସିଂ, ଶରତ ସାହୁ, ବିରଞ୍ଚି ଇନ୍ଦ୍ରଜିତସିଂ, ମଦନ ବଳିୟାରସିଂ, ଭରତ ପରିଡା, ଶରତ ସ୍ତମ୍ଭ ଓ ମେଘନାଦ ବଳିୟାର ସିଂ ଙ୍କ ସମେତ କଙ୍କା ଗ୍ରାମବାସୀ ବୃନ୍ଦ,ଏଥିରେ କରମୂଳ ବାଇଁଶିଆ, ଯୋରନ୍ଦା, କାବେରା, କାଲୁରିଆ,ସନ୍ଥପୁର ପଂଚାୟତର ଅନେକ ଶ୍ରଦ୍ଧାଳୁ ଯୋଗଦାନ ପୂର୍ବକ ସତସଙ୍ଗକୁ ସାଫଲ୍ୟ ମଣ୍ଡିତ କରିଥିଲେ ।1
- ୬ ଦଫା ଦାବି ନେଇ ଉଦଳା ରେ ତାତିଲା ଶରତ ବିକାଶ ମଞ୍ଚ1
- ଶରତ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବ କଲେକ୍ଟରଙ୍କୁ ଦାବିପତ୍ର || MAYURBHANJ NEWS1
- ୬ ଦଫା ଦାବି ନେଇ ଉଦଳା ରେ ତାତିଲା ଶରତ ବିକାଶ ମଞ୍ଚ1
- ୬ ଦଫା ଦାବି ନେଇ ଉଦଳା ବଜାର ରେ ତାତିଲେ ଶରତ ବିକାଶ ମଞ୍ଚର ସକ୍ରିୟ ସଦସ୍ୟ ଓ ଶରତ ବାସୀ ।1