Shuru
Apke Nagar Ki App…
ବିନିକା ସହରରେ ମାତିଛନ୍ତି ବାଇକ ଚୋର, ଘର ସମ୍ମୁଖରୁ ବାଇକ ଚୋରୀ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ମାତିଛନ୍ତି ବାଇକ ଚୋର Iସିସିଟିଭିରେ ବାଇକ ଚୋରଙ୍କ ଚିତ୍ର କଏଦ ହୋଇଛି Iବିନିକା ସହର ବିନିକାପଡାର ବିଶ୍ୱଜିତ ମାହାଣା ଗ୍ୟାରେଜ ବନ୍ଦ କରି ସବୁଦିନ ଭଳି ସେ ଘରକୁ ତାଙ୍କ OD31-5231ନାଲି ରଙ୍ଗର ଗ୍ଲାମର ବାଇକ ଯୋଗେ ଖାଇବାକୁ ଆସିଥିଲେ Iହେଲେ ଘର ସାମ୍ନାରେ ବାଇକକୁ ଲକ କରି ଘରକୁ ଖାଇବାକୁ ଯାଇଥିଲେ Iକିନ୍ତୁ ଘରୁ ସେ ବାହାରକୁ ଆସିବା ପରେ ବାଇକ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ Iତେଵେ ବହୁ ଖୋଜାଖୋଜି କରିବା ପରେ ବି ବାଇକ ପାଇନଥିଲେ Iସିସିଟିଭି ଯାଞ୍ଚ କରିବା ପରେ ୨ଟି ଚୋର ଦିନ ଦ୍ବିପ୍ରହରରେ ବାଇକ ଧରି ଫେରାର ମାରୁଥିବା ଦୃଶ୍ୟ କଏଦ ହୋଇଥିବା ଦେଖିବାକୁ ମିଳିଛି Iଚୋର ଏନେଇ ବିନିକା ଥାନାରେ ବାଇକ ଚୋରୀ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି Iଏପଟେ ପୋଲିସ ସହରର ବିଭିନ୍ନ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରୀ ରଖିଛି Iସହରରେ ପୋଲିସ କଡାକଡି ପେଟ୍ରୋଲିଙ୍ଗ କରିବା ପାଇଁ ଦାବୀ ହୋଇଛି I
Mukesh Bagarty

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମଣ୍ଡିଆପାଲି ଗ୍ରାମରେ ନିଆଁ ଲାଗି ଜଳିଗଲା ପାଲଗଦା l1
- ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ #ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ.. #rishitv #appointment #sonepur #subarnapur #village #people #ashamarmi #demand #highlighted #viralpost ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...1
- ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।1
- ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।1
- ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁସାରେ ୧୧ ମଇ ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଭବିଷ୍ୟତବାଣୀ। ଏହା ଦିନର ଶୁଭ-ଅଶୁଭ ଘଟଣା, ଯୋଗ ଓ ଯାତ୍ରା ଆଦି ବିଷୟରେ ସୂଚନା ଦେଇଥାଏ। ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କ ଦିନ କିପରି ରହିବ, ତାହା ବିସ୍ତୃତ ଭାବେ ଜାଣନ୍ତୁ।1
- ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l1