Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ର ସୁନା ଝିଅ ସମଗ୍ର ଦେଶରେ ମାନବାଧିକାର ସୁରକ୍ଷା ପରିଷଦ ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ରେ ଭୂଷିତ। ସୁବର୍ଣ୍ଣପୁରଜିଲ୍ଲା:- ଏକ 30 ବର୍ଷର ଝିଅ ସମଗ୍ର ଦେଶରେ ଶିକ୍ଷା,ମାନବାଧିକାର,ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଏବଂ ଆର୍ନ୍ତଜାତିକ କ୍ଷେତ୍ରରେ ମଧ୍ଯ ସେ ଓଡ଼ିଶା ପାଇଁ କାର୍ଯ୍ୟକରି ଗଉରବ ଆଣିଛନ୍ତି ତେଣୁ ଜାତୀୟ ମାନବାଧିକାର ସୁରକ୍ଷା ପରିସଦ ତରଫରୁ ସମ୍ମାନ ଜନକ ଡ଼ଃ.ଉପାଧିରେ ଭୂଷିତ କରାଗଲା । ଏତେ କମ ବୟସରେ ଏପରି ଏକ ଉପାଧିରେ ସମ୍ମାନିତ କରାଯାଇ ଥିବାରୁ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ।ଡଃ ନିବେଦିତା ରଥ।
BAHUJAN ADHIKAR

More news from Sonepur and nearby areas
- *ବୀରମହାରାଜପୁର ରଥପୁର ଛକ ରେ ଲାଇଟ୍ ଖୁଣ୍ଟ କାମରେ ବଡ଼ ଅନିୟମିତତା, ବିନା ଛଡ଼ ରେ କରାଯାଇଥିଲା ଖୁଣ୍ଟ କମ ଲାଇଟ ଲଗେଇଲା ବେଳେଟଳି ପଡିଲା ଖୁଣ୍ଟ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1
- India is progressing rapidly, but this is also a time that calls for collective resolve and responsibility. My appeal to fellow Indians...1
- ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।1
- ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।4
- ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।1
- ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।1
- ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କରିଛନ୍ତି। ସରକାର ପରେ ସରକାର ବଦଳିବା ପରେ ମଧ୍ୟ ତୁମଗାଁ, ପୁଟୁରୁପାଲି ଏବଂ ଲାଉନସରା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା। ଏହି ବହୁ ପ୍ରତୀକ୍ଷିତ ରାସ୍ତା ମିଳିବାରୁ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ।1
- ଓଡ଼ିଶା ସରକାର ଦୁର୍ନୀତି ଓ ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦେବେନି ବୋଲି ଘୋଷଣା କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାକୁ ବି ଛଡ଼ାଯିବ ନାହିଁ।1