Shuru
Apke Nagar Ki App…
ଧର୍ମ ପରାୟଣ ମହିଳାଙ୍କ ପରଲୋକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମସିଣା ପାଲି ର ଧର୍ମ ପରାୟଣ ମହିଳା ବିନୋଦିନୀ ରଥ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟ ରେ ଦୁଇ ପୁଅ ଙ୍କ ସହ ପରିବାରର ସମସ୍ତ ସଦସ୍ୟ ଓ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ଗ୍ରାମ ର ହରିହର ଯୋର ଠାରେ ଶବଦାହ କରାଯାଇଥିଲା। ତାଙ୍କର ବଡ଼ ପୁଅ କୁନା ରଥ ମୁଖାଗ୍ନି ଦେଇଥିଲେ। ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Shree News
ଧର୍ମ ପରାୟଣ ମହିଳାଙ୍କ ପରଲୋକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମସିଣା ପାଲି ର ଧର୍ମ ପରାୟଣ ମହିଳା ବିନୋଦିନୀ ରଥ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟ ରେ ଦୁଇ ପୁଅ ଙ୍କ ସହ ପରିବାରର ସମସ୍ତ ସଦସ୍ୟ ଓ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ଗ୍ରାମ ର ହରିହର ଯୋର ଠାରେ ଶବଦାହ କରାଯାଇଥିଲା। ତାଙ୍କର ବଡ଼ ପୁଅ କୁନା ରଥ ମୁଖାଗ୍ନି ଦେଇଥିଲେ। ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
More news from ଓଡ଼ିଶା and nearby areas
- ଧର୍ମ ପରାୟଣ ମହିଳାଙ୍କ ପରଲୋକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମସିଣା ପାଲି ର ଧର୍ମ ପରାୟଣ ମହିଳା ବିନୋଦିନୀ ରଥ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟ ରେ ଦୁଇ ପୁଅ ଙ୍କ ସହ ପରିବାରର ସମସ୍ତ ସଦସ୍ୟ ଓ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ଗ୍ରାମ ର ହରିହର ଯୋର ଠାରେ ଶବଦାହ କରାଯାଇଥିଲା। ତାଙ୍କର ବଡ଼ ପୁଅ କୁନା ରଥ ମୁଖାଗ୍ନି ଦେଇଥିଲେ। ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1
- ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ #rishitv #sandmafia #subarnapur #balimafia #spsubarnapur #collectorsubarnapur #highlight #miningsector #sonepur #cmoodisha #mohoncharanmajhi #mla #raghunathjagadala #peabhatiparida1
- ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲଚ୍ଚ ଅନ୍ତର୍ଗତ ରଥପୁର ଛକ ରେ ଲଗାହେଉଥିବା ଲାଇଟ ଖୁଣ୍ଟ ରେ ରଡ଼ ଦେଇ ନାହିଁ ନିନ୍ମ ମାନର କାମ ହେଇଥିବାର ଦେଖିବାକୁ ମିଳିଛି1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।4
- ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।1