logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍‌ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍‌ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଭୋଗରାଇ , ୨୭/୮ : ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ଶିବଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇର ବିଶେଷ କରି ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ଶୈବପୀଠକୁ କାଉଡିଆ ମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଜଗନ୍ନାଥପୁରଛକ ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ, ଖଗେଶ୍ବରପୁର ତରଫରୁ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଚନ୍ଦନେଶ୍ଵର କାଉଡିଆ ସେବା ମଣ୍ଡଳର ମୁଖ୍ୟ ପୁରୋଧା ଉମାକାନ୍ତ ବେହେରା, ହେମନ୍ତ ବେହେରା, ଖଗେଶ୍ବରପୁର ଓ୍ବାର୍ଡ ସଦସ୍ୟ ହେମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ବରେ ଜଗନ୍ନାଥପୁର ରାଜ୍ୟ ରାଜପଥ କଡରେ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ସୃବର୍ଣ୍ଣରେଖା‌ ନଦୀ ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଫୁଲେଶ୍ବର ଆଦି ଶିବାଳୟରେ ଜଳାଭିଷେକ କରିବାକୁ ଏହି ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା । ସଂଗଠନର ସଦସ୍ୟ ରାମକୃଷ୍ଣ ବେହେରା, ରଞ୍ଜନ ବେହେରା, ହରେନ୍ଦ୍ର ବେହେରା, ଶିବ ସୁନ୍ଦର ବେହେରା , ଶଙ୍କର ବେହେରା , ଚନ୍ଦନ ମଲ୍ଲିକ , ସୁକୁମାର ବେହେରା, ବୀର ଜେନା, ଶୁଭେନ୍ଦୁ ବେହେରା, ରବି ବେହେରା, ଗୈରହରି ସାହୁ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।

55 min ago
user_ଶିଶିର କୁମାର ପ୍ରଧାନ
ଶିଶିର କୁମାର ପ୍ରଧାନ
ଭୋଗରାଇ, ବାଲେଶ୍ୱର, ଓଡ଼ିଶା•

More news from ଓଡ଼ିଶା and nearby areas
  • ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ! ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍‌ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର କର୍ମୀମାନେ ଉପସ୍ଥିତ ଥିଲେ ।
    1
    ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା   ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ!
ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ
ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍‌ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର  କର୍ମୀମାନେ ଉପସ୍ଥିତ ଥିଲେ ।
    user_Chinmay Das
    Chinmay Das
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ଦେବଦୀପ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ ପାଳିତ।
    1
    ଦେବଦୀପ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ ପାଳିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
    1
    #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ 
ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights
    1
    ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l 
#JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical  #JusticeForJournalist #StrictAction #JournalistRights
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    1 hr ago
  • ଚନ୍ଦ୍ରକୁ ଘୋଡାଇ ଦେବ ପୃଥିବୀର ଛାଇ ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୮ରେ ହେବ ଚନ୍ଦ୍ରଗ୍ରହଣ। ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ୍ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ। ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ ପତଳା ଅଂଶ ସିଧାସଳଖ ସୂର୍ଯ୍ୟାଲୋକ ପାଇବ।ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳ ରେଖାରେ ଆସିଲେ ଚନ୍ଦ୍ରଗ୍ରହଣ ।
    1
    ଚନ୍ଦ୍ରକୁ ଘୋଡାଇ ଦେବ ପୃଥିବୀର ଛାଇ    
ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୮ରେ ହେବ ଚନ୍ଦ୍ରଗ୍ରହଣ। 

ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ୍ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ। ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ ପତଳା ଅଂଶ ସିଧାସଳଖ ସୂର୍ଯ୍ୟାଲୋକ ପାଇବ।ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳ ରେଖାରେ ଆସିଲେ ଚନ୍ଦ୍ରଗ୍ରହଣ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    3 hrs ago
  • ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺
    1
    ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ବିଜେପି ଓଡ଼ିଶାକୁ ଲୁଟ୍ କରିବ : ଇଣ୍ଡିଆ ମେଣ୍ଟ ସେପ୍ଟେମ୍ବର ୯ ରେ ଭୁବନେଶ୍ୱରେ ମହାସମାବେଶ ବାଲେଶ୍ବର ଠାରେ MMDR ଖଣି ନିୟମକୁ ବିରୋଧ କରି କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
    1
    ବିଜେପି ଓଡ଼ିଶାକୁ ଲୁଟ୍ କରିବ : ଇଣ୍ଡିଆ ମେଣ୍ଟ 
ସେପ୍ଟେମ୍ବର ୯ ରେ ଭୁବନେଶ୍ୱରେ ମହାସମାବେଶ
ବାଲେଶ୍ବର ଠାରେ MMDR ଖଣି ନିୟମକୁ ବିରୋଧ କରି କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • #ପାଣିରେ_ବୁଡ଼ିଗଲେ_୨୧_ଶ୍ରମିକ ବିହାର ଭାଗଲପୁରରେ ଡଙ୍ଗାବୁଡ଼ି। ବନ୍ୟା ମୁକାବିଲା ପାଇଁ ଏକ ନଦୀ ବନ୍ଧ ମରାମତି କରିବାକୁ ଶ୍ରମିକ ଓ ବାଲି ବସ୍ତା ନେଇ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଦେଶୀ ଡଙ୍ଗା। ଫଳରେ ୨୧ ଜଣ ଥିବା ଏ ଡଙ୍ଗାରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ପରେ ୧୯ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।
    1
    #ପାଣିରେ_ବୁଡ଼ିଗଲେ_୨୧_ଶ୍ରମିକ
ବିହାର ଭାଗଲପୁରରେ ଡଙ୍ଗାବୁଡ଼ି। ବନ୍ୟା ମୁକାବିଲା ପାଇଁ ଏକ ନଦୀ ବନ୍ଧ ମରାମତି କରିବାକୁ ଶ୍ରମିକ ଓ ବାଲି ବସ୍ତା ନେଇ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଦେଶୀ ଡଙ୍ଗା। ଫଳରେ ୨୧ ଜଣ ଥିବା ଏ ଡଙ୍ଗାରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ପରେ ୧୯ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • ଯାତ୍ରା ମଞ୍ଚରୁ ପଡିଗଲେ ପିୟୂଷ :ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ମୁଣ୍ଡ ବୁଲାଇବାରୁ ଅସୁସ୍ଥ ହୋଇଗଲେ । ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଛନ୍ତି ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାସୁପାଲି ଗାଁ।ମଞ୍ଚରେ ଅଭିନୟ କରୁଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ଳଳି ପଡ଼ିଥିଲେ।ଅଭିନେତା ଅସୁସ୍ଥ ହେବା ପରେ ସେଠାରେ ଯାତ୍ରା ପରିବେଷଣ ବନ୍ଦ କରାଯାଇଥିଲା।
    1
    ଯାତ୍ରା ମଞ୍ଚରୁ ପଡିଗଲେ ପିୟୂଷ :ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ମୁଣ୍ଡ ବୁଲାଇବାରୁ ଅସୁସ୍ଥ ହୋଇଗଲେ ।
ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଛନ୍ତି ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ 
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାସୁପାଲି ଗାଁ।ମଞ୍ଚରେ ଅଭିନୟ କରୁଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ଳଳି ପଡ଼ିଥିଲେ।ଅଭିନେତା ଅସୁସ୍ଥ ହେବା ପରେ ସେଠାରେ ଯାତ୍ରା ପରିବେଷଣ ବନ୍ଦ କରାଯାଇଥିଲା।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.