Shuru
Apke Nagar Ki App…
ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺
ରମେଶ ଚନ୍ଦ୍ର ଜେନା
ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺
More news from ଓଡ଼ିଶା and nearby areas
- ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺1
- ବିଜେଡିକୁ ବିଜେପିର ୨୪ ବର୍ଷ ଶାସନ କ୍ଷମତା ର ଟାର୍ଗେଟ:10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ? ବିଜେଡିକୁ ବିଜେପିର ଟାର୍ଗେଟ ବୈତରଣୀରେ ବନ୍ୟା ଏବେ ସୃଷ୍ଟି କରିଛି ବଡ ବିବାଦ । ବିଜେପି ଟାର୍ଗେଟରେ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ । 10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେପି ।1
- ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan1
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।1
- କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି1
- . *🙏 ଶୁଭ ସନ୍ଧ୍ୟା 🙏* . *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia #devotional #motivation* . *🙏ଜୟ ଶ୍ରୀ ଜଗନ୍ନାଥ 🙏* *🙏ଜୟ ଶ୍ରୀ କୃଷ୍ଣ 🙏*1