Shuru
Apke Nagar Ki App…
ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan
Apananka Khabara
ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan
More news from Odisha and nearby areas
- ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan1
- ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar1
- ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡିବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।3
- ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।1
- पिछली सरकारें युवाओं के भविष्य के साथ, खिलवाड़ करती थीं ⚡ कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। ~ योगी आदित्यनाथ जी, मुख्यमंत्री, उत्तर प्रदेश1
- ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଡିଓ ଭାଇରାଲ । ହୋମଗାର୍ଡ ହାତରେ କରୁଥିଲେ ଚାଲାଣ । ବୌଦ୍ଧ ଜିଲ୍ଲା ର ମାନଭଞ୍ଜନ ଜଗଦଲା ନାମକ ଜଣେ ହୋମଗାର୍ଡଙ୍କୁ ଗଞ୍ଜେଇ ଦେଇ ବାହାରକୁ ଚାଲାଣ। କରୁଥିଲେ ବାଘିଆପଡା ଫାଣ୍ଡି ବାବୁ । ତେବେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଉକ୍ତ ହୋମଗାର୍ଡ ପୋଲିସ ଚେକିଂରେ ଧରାପଡ଼ିଥିବା ବେଳେ ହୋମଗାର୍ଡ ଜଣକ ତାଙ୍କୁ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଗଞ୍ଜେଇ ଦେଇଥିବା କହିଥିବା ଦାବି ହେଉଛି ଭାଇ ରାଲ୍ ଓଡ଼ିଅରେ । ପରେ ଏହି ଘଟଣାକୁ ନେଇ ଫାଣ୍ଡି ଅଧିକାରୀଙ୍କ ସହ ତାଙ୍କର ଫୋନ୍ ବାର୍ତ୍ତାଳାପ ହୋଇଥିବା ଏବଂ ତାହାର ଅଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଡିଓରେ ଗଞ୍ଜେଇ ଦେବା ଘଟଣାକୁ ନେଇ ଦୁଇପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଥିବା ଦାବି ହେଉଛି। ତେବେ ଏହି ଅଡିଓରେ ଗଞ୍ଜେଇ କାରବାରରେ ଫାଣ୍ଡି ବାବୁ ବଘିଆପଡ଼ା ଫାଣ୍ଡି ରେ ଜବତ ହୋଇଥିବା ଗଞ୍ଜେଇ କୁ ୧ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ଦେଇ ଜଣେ ହୋମଗାର୍ଡ କୁ ବିକ୍ରି କରିବାକୁ ଦେଇ ଥିଲେ ।। ରାତି ଅଧରେ ଫାଣ୍ଡିରୁ ଗଞ୍ଜେଇ ନେଇ ବାହାରିଥିଲେ ହୋମଗାର୍ଡ। ଉଦ୍ଦେଶ୍ୟ ଥିଲା ଗଞ୍ଜେଇ ବିକ୍ରି କରିବା। ହେଲେ ହାଟଗାଁ ନିକଟରେ ପୋଲିସ ଚେକିଂ ବେଳେ ଧରାପଡ଼ିଗଲେ। ଆଉ ଧରାପଡ଼ିବା ପରେ ଯାହା କହିଲେ, ତାହା ଏବେ ବୌଦ୍ଧ ପୋଲିସକୁ ଅଡୁଆରେ ପକାଇଛି।1
- ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1
- ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news1