Shuru
Apke Nagar Ki App…
#ଇନ୍ଦିରାଗାନ୍ଧୀପାର୍କରେ_ଦୁଇବାଘ ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ କୁ ଏବେ ଆସିଛନ୍ତି ନୂଆ ଅତିଥି ଭାବେ ଦୁଇଟି କଲରା ପତରିଆ ବାଘ। ଏହି ବାଘ ଦୁଇଟିକୁ ପୁନେ ରାଜୀବ ଗାନ୍ଧୀ ଜୁଲୋଜିକଲ୍ ପାର୍କ ରୁ ଅଣା ଯାଇଛି। ଉଭୟ ଫିମେଲ୍ ଏବଂ ମେଲ୍ ବାଘ କୁ ଏବେ ପାର୍କ ଜୁ ' ମଧ୍ୟରେ ରଖା ଯାଇଛି। ୨୧ ଦିନ ପର୍ଯ୍ୟନ୍ତ ବାଘ , ବାଘୁଣୀଙ୍କୁ କ୍ୱାରେଣ୍ଟାଇନ୍ ରେ ରଖା ଯିବା ପରେ ସର୍ବ ସାଧାରଣଙ୍କୁ ଦେଖିବା ପାଇଁ ସୁଯୋଗ ମିଳିବାର ସମ୍ଭାବନା ରହିଛି।
Baby bisoyi

More news from Rourkela and nearby areas
- ଦୁଇ ପୁଅ ମରିଗଲା ପରେ ମା ମାଗୁଛି ଭିକ ।ରାଉରକେଲା ର ଶ୍ରୀକାନ୍ତ ମାମୁଁ #Villagelife #baggers start Villagers1
- ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟାପ୍ତ ମାତ୍ରାରେ ମହୁଲି ମଦ o ପୋଚ ଜବତ||1
- ମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପାଇଁ ବନ ବିଭାଗ ଭାଙ୍ଗିଲା ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି II Levlive Odia News1
- ବିଜୁ ପଟ୍ଟନାଯ଼କ ବୈଷଯ଼ିକ ବିଶ୍ୱବିଦ୍ଯ଼ାଳଯ଼ (ବିପିଯ଼ୁଟି) ରାଉରକେଲା ର 23 ତମ ପ୍ରତିଷ୍ଠା ଦିବସ II BigulTV1
- ନେପାଳୀ ବଜାର ରାଉରକେଲା 😋!! Nepali Market Rourkela 😋!! amitvlogs681
- #ଇନ୍ଦିରାଗାନ୍ଧୀପାର୍କରେ_ଦୁଇବାଘ ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ କୁ ଏବେ ଆସିଛନ୍ତି ନୂଆ ଅତିଥି ଭାବେ ଦୁଇଟି କଲରା ପତରିଆ ବାଘ। ଏହି ବାଘ ଦୁଇଟିକୁ ପୁନେ ରାଜୀବ ଗାନ୍ଧୀ ଜୁଲୋଜିକଲ୍ ପାର୍କ ରୁ ଅଣା ଯାଇଛି। ଉଭୟ ଫିମେଲ୍ ଏବଂ ମେଲ୍ ବାଘ କୁ ଏବେ ପାର୍କ ଜୁ ' ମଧ୍ୟରେ ରଖା ଯାଇଛି। ୨୧ ଦିନ ପର୍ଯ୍ୟନ୍ତ ବାଘ , ବାଘୁଣୀଙ୍କୁ କ୍ୱାରେଣ୍ଟାଇନ୍ ରେ ରଖା ଯିବା ପରେ ସର୍ବ ସାଧାରଣଙ୍କୁ ଦେଖିବା ପାଇଁ ସୁଯୋଗ ମିଳିବାର ସମ୍ଭାବନା ରହିଛି।1