ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ତରଫରୁ ସ୍ୱର୍ଗତ ମନମୋହନ ସିଂ ଙ୍କ ଶୋକସଭା I #Ommtv #Kalingavikas #Ommtvkalingavikas #Kalahandi #Lanjigad #Congress କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ ଠାରେ ଆଜି ଶନିବାର ସକାଳ ନ ଘଣ୍ଟା ସମୟରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଡାକ୍ତର ଶ୍ରୀଯୁକ୍ତ ମନମୋହନ ସିଂ ପରଲୋକ ରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ତରଫରୁ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ଡାକ୍ତର ଶ୍ରୀଯୁକ୍ତ ବଳଭଦ୍ର ମାଝୀ ବହୁତ ଦୁଃଖ ପ୍ରକାଶ କରିଥିଲେ I ବଳଭଦ୍ର ମାଝୀ ଙ୍କ ନେତୃତ୍ୱରେ ଜଗନ୍ନାଥ ପୁର ପଞ୍ଚାୟତ ଠାରେ ସ୍ବର୍ଗତ ମନମୋହନ ସିଂ ଙ୍କ ଫୋଟରେ ପୁଷ୍ପ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଜୟ ନାୟକ,ବ୍ଲକ ସମ୍ପାଦକ ଗଣେଶ ବେହେରା, ଜଗନ୍ନାଥ ପୁର ପଞ୍ଚାୟତ ସରପଞ୍ଚ ମୁଗୁନା ମାଝୀ, ଜଗନ୍ନାଥ ପୁର ପଂଚାୟତର ସମିତି ସଭ୍ୟ ପ୍ରଦୀପ ମାଝୀ, ମହିଳା ନେତ୍ରୀ ଶାନ୍ତି ହରିଜନ, ଦଶରଥ ପାତ୍ର, ମାଧବୀ ଦୁର୍ଗା, କର୍ଣ୍ଣ ସାହୁ, କୁମର ମଣି ନାଏକ, ଡକା ମାଝୀ, ଗୋପାଳ ଦାଶ, କ୍ଷିତ ନାଏକ, ସାନିୟାଶୀ କୁସୁଲିଆ, ପୂର୍ଣ୍ଣ ନାଏକ, ସଦା ନାଏକ,ସାନିୟାଶୀ ବେହେରା,ପର୍ଣ୍ଣ ଗୌଡ଼, ସୁରେନ୍ଦ୍ର ମାଝୀ ଓ ଲାଞ୍ଜିଗଡ ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଆସି ଜଗନ୍ନାଥ ପୁର ଠାରେ ଅଂଶ ଗ୍ରହଣ କରି ଏହି ଶୋକ ସଭାରେ ଭାଗ ନେଇଥିଲେ ଓ ସମସ୍ତ କଂଗ୍ରେସ କର୍ମୀ ମିଶି ସ୍ବର୍ଗତ ମନମୋହନ ସିଂ ଅମର ଆତ୍ମର ସଦଗତି ପାଇଁ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ I ତାପରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ,ବ୍ଲକ ସଭାପତି ଓ ଅନ୍ୟ ମାନେ ସ୍ବର୍ଗତ ମନମୋହନ ସିଂ ଙ୍କ ର ଜୀବନୀ ଓପର କିଛି ଭୁରି ଭୁରି ପ୍ରଶଂସା କରିଥିଲେ ଓ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରି ଥିଲେ I ତାପରେ ସ୍କେଣ୍ଡେଲ ଶୋକ ସଭା ଭଙ୍ଗ କରିଥିଲେ I

- ଲାଞ୍ଜିଗଡ ପଞ୍ଚାୟତ 2024 ବର୍ଷର ଶେଷ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ I କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତରେ ଆଜି ସକାଳ ନ ଘଣ୍ଟା ତିରିଶି ମିନିଟ ସମୟରୁ 2024 ମସିହାର ବର୍ଷର ଶେଷ ସୋମବାର ର ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏଥିରେ ମୁଖ୍ୟ ଅତିଥି ଥିଲେ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡା,ନାଏବ ସରପଞ୍ଚ ହରି ହରିଜନ , ସେମିତିସଭ୍ୟI ଓ ସମସ୍ତ ୱାର୍ଡର ୱାର୍ଡ ମେମ୍ବର ଲାଞ୍ଜିଗଡ ପଞ୍ଚାୟତର ପିଇଓ ଏବଂ ଲାଞ୍ଜିଗଡ ବ୍ଲକର ସମସ୍ତ ବିଭାଗର ଅଧିକାର ମଧ୍ୟ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ପଞ୍ଚାୟତର ସମସ୍ତ ୱାର୍ଡର ଜନ ସାଧାରଣ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ପତ୍ର ଲାଞ୍ଜିଗଡ ବ୍ଲକ ବିଡ଼ିଓ ଙ୍କୁ ପ୍ରଦାନ କରି ଥିଲେ ଓ ସର୍ବମୋଟ ଅଭିଯୋଗ ପତ୍ର 170 ଜଣ ଦାଖଲ କରଥିଲେ I ତାପରେ ଦିନ ଦୁଇଘଣ୍ଟା ସମୟରେ ଜନ ଶୁଣାଣି ଶିବିର ଭଙ୍ଗ ହୋଇଥିଲା ଇ1
- ଜୟ ଶ୍ରୀ ରାମ କୋଟଗଡ଼ ଏବଂ ତୁମୁଡ଼ିବନ୍ଧ ବ୍ଲକ ର ସମସ୍ତ ଭାଇ ଭଉଣୀ ମା ବାପା ଯୁବ ସମାଜ ଓ ସମସ୍ତ ଗ୍ରାମ ବାସୀଙ୍କୁ ଇଂରାଜୀ ନବବର୍ଷ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି 2025 ଆପଣ ଙ୍କ ପାଇଁ ସୁଖ ଶାନ୍ତି ସମୃଦ୍ଧି ନେଇ ଆସୁ ବୋଲି ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଥାନା କରୁଅଛି ସୋନୁ ପ୍ରଧାନ କୋଟଗଡ଼ ଏବଂ ତୁମୁଡ଼ିବନ୍ଧ ବ୍ଲକ ଶିକ୍ଷା ଓ ସ୍ଵାସ୍ଥ୍ୟ ବିଭାଗ ସାଂସଦ ପ୍ରତିନିଧି ଜୟ ଶ୍ରୀ ରାମ ଭାରତ ମାତା କି ଜୟ #SukantaKumarPanigrahi highlight1
- Happy new year 🥳🎉1
- ମନ୍ କି ବାତ୍ ରେ କଳାହାଣ୍ଡି ର ପ୍ରଶଂସା1
- କନ୍ଧମାଳ କୋଟଗଡ ସାଂସଦ ପ୍ରତିନିଧି ନାରାୟଣ ପାତ୍ରଙ୍କ ତରଫରୁ ନୂତନ ବର୍ଷର ଅଭିନନ୍ଦନ || BISWABANI LIVE ||1
- କରଣ ସମାଜ କଳାହାଣ୍ଡି ର ମହିଳା ଶାଖା ତରଫରୁ ୨୦୨୪ ମସିହାର ଶେଷ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ1
- କଳାହାଣ୍ଡି ଲେଖିକା ସଂଘର ୨୪ତମ ବାର୍ଷିକ ଉତ୍ସବ || Anudhyan Tv1
- କୋଟଗଡ ରେ ଜିଲ୍ଲା ପାଳଙ୍କ ଜନ ଶୁଣାଣି ପଞ୍ଚାୟତ ବାସୀଙ୍କ ମନକୁ ଛୁଇଁଲାନି କଲେକ୍ଟରଙ୍କ ମନ୍ତବ୍ୟ।1