Shuru
Apke Nagar Ki App…
ଶଙ୍ଖମୟ ଦେବଭୂମି ଦେବଗଡ
PM
Pramod mahakud
ଶଙ୍ଖମୟ ଦେବଭୂମି ଦେବଗଡ
More news from Debagarh and nearby areas
- ଦେବଗଡ଼ ବିଜେଡି କାର୍ଯ୍ୟାଳୟ ରେ ପୋଲିସ ରେଡ଼ । ଲକ୍ଷାଧିକ ଟଙ୍କା ଜବତ । ପୋଲିସ ଫ୍ଲାଇଙ୍ଗ ସ୍କ୍ୱାଡ ଦ୍ଵାରା ଜବତ SHG ମହିଳାଙ୍କୁ ଟଙ୍କା ବଣ୍ଟା ଯାଉଥିଲା । ହେଲେ ଏ ବିଷୟରେ ପୋଲିସକୁ ପଚାରିଲେ ମୁଁହ ଖୋଲୁ ନାହିଁ ପୋଲିସ ।1
- ଦେବଗଡ଼ ବାରକୋଟରେ ବିଜେପି ସାଂସଦ ହେମାମାଳିନୀଙ୍କ କ୍ୟାମ୍ପେନିଂ । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଚାର କରିଛନ୍ତି ଡ୍ରିମଗର୍ଲ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ହେମାମାଳିନୀ । ଏହାସହ ଦେଶରେ ୪୦୦ ପାର୍ର ଦେଇଛନ୍ତି ନାରା । ଦେବଗଡ଼ ପରେ ପାଲଲହଡ଼ାରେ ନିର୍ବାଚନୀ ସଭା କରିଛନ୍ତି ଡ୍ରିମଗର୍ଲ ।1
- ଦେବଗଡ ଜିଲ୍ଲା ଆଜି #barkote ଠାରେ #bjp ର ସଭାରେ Sri Dharmendra Kumar Debata ଙ୍କ ଦମଦାର ଭାଷଣ। Dharmendra Pradhan Subash Chandra Panigrahi #liksvideos #deogarh Liksvideos1
- ସମ୍ବଲପୁର ରୁ ଦେବଗଡ଼ ଯିବା ରାସ୍ତା ରେ ବଡ଼ରମା ଘାଟି ଜାମ ଅଛି ...1
- ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଦେବଗଡ଼ ରେ ହେମାମାଲିନ1
- ଦେବଗଡ ନିର୍ବାଚନ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକମାତ୍ର ଭରସାଯୋଗ୍ୟ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ପ୍ରମୋଦ ଝାଙ୍କର1
- ଦେବଗଡ ନିର୍ବାଚନ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକମାତ୍ର ଭରସାଯୋଗ୍ୟ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ପ୍ରମୋଦ ଝାଙ୍କର,1
- ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ବାଉଁଶବାଟୀ ପଞ୍ଚାୟତ ରେ ଅଭାବନୀୟ ଘାଟଣ ପାଣି ନଆସିବାରୁ ଗରା, ବାଲେଟି ଥୋଇ ରାସ୍ତା ଅବରୋଧ କରି BJD କୁ କଡ଼ା ଜବାବ ଦେଇଛନ୍ତି ସ୍ଥାନୀୟ ବାସୀ ସମସ୍ତ ଙ୍କ ମୁହଁରେ ଗୋଟିଏ କଥା BJD ଦଳକୁ ଏହି ନିର୍ବାଚନ ରେ ହଟେଇବା #BJP କୁ ବହୁମାତ୍ର ରେ ଜିତେଇବା ଜୟ ଶ୍ରୀରାମ ଚୋର ଖଣ୍ଟ ଭାବିଥିଲେ କିଛି ଟଙ୍କା ଦେଇ ଲୋକ ବୋକା ବନେଇ ଭୋଟ ନେବେ ଶଳା ଙ୍କୁ କିଛି ଦିନ ପୂର୍ବ ରୁ ଖଣ୍ଡପଡ଼ା ବାସୀ ଉଚିତ୍ତି ଜବାବ ଦେଇଥିଲେ ଆଜି ଭାପୁର ବାସୀ ଉଚିତ୍ତି ଜବାବ ଦେଲେ ଶଳେ ତିନି ପାଞ୍ଜିରୁଗଲେ...1