#ଅନାସ୍ଥା ପ୍ରସ୍ତାବ କଥା ଶୁଣି ସରପଞ୍ଚ ବିଷ ପିଇ ଆତ୍ମହତ୍ୟା ର ଉଦ୍ୟମ କଲେ # #khandapadabarta# #LatestUpdates# ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉର୍ମିଳା ସେଟଙ୍କ ନାମରେ ତାଲପାଲି ଗ୍ରାମପଞ୍ଚାୟତର ସମସ୍ତ ସଭ୍ୟସଭ୍ୟା ମିଶି ଏକ ଅନାସ୍ଥା ପ୍ରସ୍ତାବ କରିଥିଲେ। ହେବାକୁ ଯାଉଥିବା ଚଳିତ ମାସର ୧୨ ତାରିଖରେ ଗ୍ରାମପଞ୍ଚାୟତର ସମସ୍ତେ ଏକ ବୈଠକ ଅନୁଷ୍ଠିତ କରିଥିଲେ। ଏହି ବୈଠକ ସଭାରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ। ତେଣୁ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ ଜାରି ହୋଇଥିଲା। ବେଳେ ସରପଞ୍ଚ ଉର୍ମିଳା ସେଟ ଦାୟିତ୍ୱ ଗ୍ରହଣ ଠାରୁ ମନମୁଖୀ କାର୍ଯ୍ୟ କରୁଥିବାରୁ ସରପଞ୍ଚଙ୍କ ସ୍ୱାମୀ ସବୁଦିନ ମଦ୍ୟ ପାନ କରି କାର୍ଯ୍ୟାଳୟକୁ ଆସି ସମସ୍ତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଥିବାରୁ ଗ୍ରାମପଞ୍ଚାୟତର ସଭ୍ୟସଭ୍ୟା ସମସ୍ତେ ମିଶି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ନୋଟିସ ପତ୍ର ଦାଖଲ କରିଥିଲେ। ତେଣୁ ସରପଞ୍ଚଙ୍କ ନାମରେ ମିଛ ଅଭିଯୋଗ କହି ଏହି ନୋଟିସକୁ କେନ୍ଦ୍ରକରୀ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବୋଲି ତାଙ୍କ ପୁଅ ରାହୁଲ ସେଟ କହିଛନ୍ତି। ଶୀଘ୍ର ସରପଞ୍ଚଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାକୁ ନିଆ ଯାଇଥିଲା। ତେଣୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ସୂଚନା ଦେଇଛନ୍ତି।

- ପଦ୍ମପୁର କୀର୍ତନ ଧାରାରେ ସମସ୍ତ ଦର୍ଶକଙ୍କ ହୃଦୟ କିଣିଲେ ପିଙ୍କୁ ସାହୁ ଏହି ଗୀତରେ |1
- MBLT NEWS, ଜଙ୍ଗଲ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ଅନୁଷ୍ଠିତ ,ବରଗଡ଼,ପଦ୍ମପୁର1
- #ଅନାସ୍ଥା ପ୍ରସ୍ତାବ କଥା ଶୁଣି ସରପଞ୍ଚ ବିଷ ପିଇ ଆତ୍ମହତ୍ୟା ର ଉଦ୍ୟମ କଲେ # #khandapadabarta# #LatestUpdates# ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉର୍ମିଳା ସେଟଙ୍କ ନାମରେ ତାଲପାଲି ଗ୍ରାମପଞ୍ଚାୟତର ସମସ୍ତ ସଭ୍ୟସଭ୍ୟା ମିଶି ଏକ ଅନାସ୍ଥା ପ୍ରସ୍ତାବ କରିଥିଲେ। ହେବାକୁ ଯାଉଥିବା ଚଳିତ ମାସର ୧୨ ତାରିଖରେ ଗ୍ରାମପଞ୍ଚାୟତର ସମସ୍ତେ ଏକ ବୈଠକ ଅନୁଷ୍ଠିତ କରିଥିଲେ। ଏହି ବୈଠକ ସଭାରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ। ତେଣୁ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ ଜାରି ହୋଇଥିଲା। ବେଳେ ସରପଞ୍ଚ ଉର୍ମିଳା ସେଟ ଦାୟିତ୍ୱ ଗ୍ରହଣ ଠାରୁ ମନମୁଖୀ କାର୍ଯ୍ୟ କରୁଥିବାରୁ ସରପଞ୍ଚଙ୍କ ସ୍ୱାମୀ ସବୁଦିନ ମଦ୍ୟ ପାନ କରି କାର୍ଯ୍ୟାଳୟକୁ ଆସି ସମସ୍ତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଥିବାରୁ ଗ୍ରାମପଞ୍ଚାୟତର ସଭ୍ୟସଭ୍ୟା ସମସ୍ତେ ମିଶି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ନୋଟିସ ପତ୍ର ଦାଖଲ କରିଥିଲେ। ତେଣୁ ସରପଞ୍ଚଙ୍କ ନାମରେ ମିଛ ଅଭିଯୋଗ କହି ଏହି ନୋଟିସକୁ କେନ୍ଦ୍ରକରୀ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବୋଲି ତାଙ୍କ ପୁଅ ରାହୁଲ ସେଟ କହିଛନ୍ତି। ଶୀଘ୍ର ସରପଞ୍ଚଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାକୁ ନିଆ ଯାଇଥିଲା। ତେଣୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ସୂଚନା ଦେଇଛନ୍ତି।1
- ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଖୁଣ୍ଟପାଲି ଠାରେ ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ।। Kalinga24 News __________________________________1
- ପାଇକମାଳ ମାସ ପକ୍ଷରୁ ଜଙ୍ଗଲ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ1
- ଝାରବନ୍ଧ ବ୍ଲକ ସମ୍ମୁଖରେ ଆମରଣ ଅନଶନ -ବଡ଼ବନ୍ଧ ଦୁର୍ନୀତି ର ତଦନ୍ତ ଦାବୀ1
- Panchayat list jharbandh block Google sait re/ପଞ୍ଚାୟତ ଲିଷ୍ଟ ଝାରବନ୍ଧ ବ୍ଲକ ଗୋଗଲ ସାଇଟ୍ ରେ kanhartv1
- MBLT NEWS, ମହାନତା ଦେଖାଇଲେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝି ,ବରଗଡ଼,ଝିମବାହାଲ1