ଲାଞ୍ଜିଗଡ ବ୍ଲକରେ 27ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ "ଘୁମୁରା 2025 ଉଦଯାପିତ #Ommtv #Kalingavikas #Ommtvkalingavikas #ghumura #Kalahandi #Lanjigad କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା "2025 ଶୁକ୍ରବାର 10/01/25 ତାରିଖ ଦିନ ବିଶ୍ୱନାଥ ପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶାଶଙ୍କ ପାତ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ଉଦଯାପିତ ହୋଇଯାଇଛି I ଲାଞ୍ଜିଗଡ ବ୍ଲକର ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ମିଳିତରେ ବାଲିଘର ଠାରୁ ପବିତ୍ର ମଶାଲ ଆଣି କର୍ଜି ମାଝୀ ମଞ୍ଚ ଠାରେ ସ୍ଥାପନ କରାଯାଇଥିଲା, ଅତିଥି ମାନଙ୍କ ଦ୍ୱାରା ଉତ୍ସବ ପତକା ଉତ୍ତଳନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଶତପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ I ସନ୍ନମାନ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଉପIଦକ୍ଷ ସଂଜୀବ ନାୟକ, ତହସିଲଦାର ଜ୍ଞାନଜିତ ଶତପତି, ମନହର ହରପାଲ, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ,କଳାହାଣ୍ଡି ଲୋକସଭା ପ୍ରତିନିଧି ଲଷ୍ମୀଧର ସନ୍ତୋଷରାୟ ସମେତ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ପ୍ରମୁଖ ମଞ୍ଚାସିନ ଥିଲେ I ପ୍ରତେକ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ବ୍ଲକ ସଂପ୍ରସାରଣ ଅଧିକାରୀ ପଙ୍କୋଜ ବାଲିଆର ସିଂହ ଏହି କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର ଭାବେ ପରିଚାଳନା କରୁଥିବା ବେଳେ ଜଗଦୀଶ ବେନିଆ,ତପନ କୁମାର ଭୋଇ, ଗୋପାଳ ଦାସ ମହାନନ୍ଦ, ସୁଶୀଲ କୁମାର ବାଗ ମଞ୍ଚ ପରିଚାଳନା କରଥିଲେ, ସମାଜସେବି ତରୁଣ ଦାସ, କିଶୋର ହରପାଲ, ରାଜେନ୍ଦ୍ର ମାହାଙ୍କୁଡ GRS ଓ ସମସ୍ତ ସହଯୋଗରେ ସମସ୍ତ ବ୍ଲକ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ I

- ଲାଞ୍ଜିଗଡ ବ୍ଲକରେ 27ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ "ଘୁମୁରା 2025 ଉଦଯାପିତ #Ommtv #Kalingavikas #Ommtvkalingavikas #ghumura #Kalahandi #Lanjigad କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା "2025 ଶୁକ୍ରବାର 10/01/25 ତାରିଖ ଦିନ ବିଶ୍ୱନାଥ ପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶାଶଙ୍କ ପାତ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ଉଦଯାପିତ ହୋଇଯାଇଛି I ଲାଞ୍ଜିଗଡ ବ୍ଲକର ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ମିଳିତରେ ବାଲିଘର ଠାରୁ ପବିତ୍ର ମଶାଲ ଆଣି କର୍ଜି ମାଝୀ ମଞ୍ଚ ଠାରେ ସ୍ଥାପନ କରାଯାଇଥିଲା, ଅତିଥି ମାନଙ୍କ ଦ୍ୱାରା ଉତ୍ସବ ପତକା ଉତ୍ତଳନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଶତପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ I ସନ୍ନମାନ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଉପIଦକ୍ଷ ସଂଜୀବ ନାୟକ, ତହସିଲଦାର ଜ୍ଞାନଜିତ ଶତପତି, ମନହର ହରପାଲ, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ,କଳାହାଣ୍ଡି ଲୋକସଭା ପ୍ରତିନିଧି ଲଷ୍ମୀଧର ସନ୍ତୋଷରାୟ ସମେତ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ପ୍ରମୁଖ ମଞ୍ଚାସିନ ଥିଲେ I ପ୍ରତେକ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ବ୍ଲକ ସଂପ୍ରସାରଣ ଅଧିକାରୀ ପଙ୍କୋଜ ବାଲିଆର ସିଂହ ଏହି କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର ଭାବେ ପରିଚାଳନା କରୁଥିବା ବେଳେ ଜଗଦୀଶ ବେନିଆ,ତପନ କୁମାର ଭୋଇ, ଗୋପାଳ ଦାସ ମହାନନ୍ଦ, ସୁଶୀଲ କୁମାର ବାଗ ମଞ୍ଚ ପରିଚାଳନା କରଥିଲେ, ସମାଜସେବି ତରୁଣ ଦାସ, କିଶୋର ହରପାଲ, ରାଜେନ୍ଦ୍ର ମାହାଙ୍କୁଡ GRS ଓ ସମସ୍ତ ସହଯୋଗରେ ସମସ୍ତ ବ୍ଲକ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ I1
- Akhi 👀👀palake mo tu1
- ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ nirapekshyadigital1
- ବେହେରା ଓ ପର୍ଲା ଠାରୁ କଳାହାଣ୍ଡି ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଦୃତ ସାଇକେଲ ପ୍ରତିଯୋଗିତା ।1
- LIVE : Kalahandi Utsav Ghumura 2025 | କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ I Hareram official1
- 🍁ଆମେ ସମ୍ବଲପୁରୀଆ ଫୁଲରେ🌼କଳାହାଣ୍ଡି ମହୋତ୍ସବ ଉତ୍ସବ 20251
- #କଳାହାଣ୍ଡି ଉତ୍ସବ କାର୍ଯ୍ଯକ୍ରମରେ ମୋ ଦ୍ବାରା କବିତା ଆବୃତ୍ତି ଓ ସମ୍ବର୍ଦ୍ଧିତ #motivation #1
- କଳାହାଣ୍ଡି ଉଛବ ଘୁମୁରା ଭବାନୀପାଟଣା ପ୍ରଥମ ସଂଧ୍ୟା।1