Shuru
Apke Nagar Ki App…
om sai ram om sai ram om sai ram om sai ram om Sai Ram om sai ram om sai ram om sai ram om sai ram om sai ram om sai ram om sai ram om sai ram om sai ram om sai ram om sai ram om Sai Ram om sai ram om sai ram om sai ram om sai ram om sai ram om sai ram om sai ram
ଓମ୍ ସାଇ ରାମ୍
om sai ram om sai ram om sai ram om sai ram om Sai Ram om sai ram om sai ram om sai ram om sai ram om sai ram om sai ram om sai ram om sai ram om sai ram om sai ram om sai ram om Sai Ram om sai ram om sai ram om sai ram om sai ram om sai ram om sai ram om sai ram
More news from ଓଡ଼ିଶା and nearby areas
- ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ, ଝରୀଗାଁ ଦେଖିବାକୁ ମିଳିଛି ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ1
- ଦେଖନ୍ତୁ 🙏🙏🙏1
- କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ। ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।1
- #କୋଟପାଡ଼_ମେଡିକାଲରେ_ଗାର୍ଡଙ୍କ_ମୃତ୍ୟୁ କୋଟପାଡ଼ ମେଡିକାଲରେ ଡ୍ୟୁଟିରେ ଥିବା ଗାର୍ଡଙ୍କ ମୃତ୍ୟୁ,ସୂଚନା ଅନୁଯାଇ ଗଣେଶ ବିସର୍ଜନ ଚାଲିଥିବା ସମୟରେ ହଠାତ୍ ଟଳିପଡ଼ିଥିଲେ,ମୃତକ ଦଶମନ୍ତପୁର ଅଞ୍ଚଳର ପିଙ୍କୁ ପ୍ରଧାନୀ #kotpad #medicalguarddeath #koraput #sadnews #koraput #fbviralvideo #viralvideo Bdo Kotpad CMO Odisha #nonfollowers #odisha #OdishaNews #kotpadbreakingnews1
- ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ1
- ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ1
- ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।1
- ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର1