Shuru
Apke Nagar Ki App…
ଶଳା ର ବାରିସୀ ଚୋଟ ରେ ଭିଣୋଇ ମୃତ, ଅଭିଯୁକ୍ତ ପୋଲିସ ଗିରଫ କରି ତଦନ୍ତ ଜାରି ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେ ଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ସାମାନ୍ୟ କଥା କୁ କେନ୍ଦ୍ର କରି ଉଭୟ ସମ୍ପର୍କୀୟ ଶଳା ଓ ଭେଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ରେ ଭେଣେଇଁ ଚାରଲେସ ଲୁଗୁନ ଙ୍କ ମୃତ୍ୟୁ ଘଟିଛି।ଅଭିଯୁକ୍ତ ସମ୍ପର୍କୀୟ ଶଳା କୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ କରୁଛି।
Jitendra Muduli
ଶଳା ର ବାରିସୀ ଚୋଟ ରେ ଭିଣୋଇ ମୃତ, ଅଭିଯୁକ୍ତ ପୋଲିସ ଗିରଫ କରି ତଦନ୍ତ ଜାରି ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେ ଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ସାମାନ୍ୟ କଥା କୁ କେନ୍ଦ୍ର କରି ଉଭୟ ସମ୍ପର୍କୀୟ ଶଳା ଓ ଭେଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ରେ ଭେଣେଇଁ ଚାରଲେସ ଲୁଗୁନ ଙ୍କ ମୃତ୍ୟୁ ଘଟିଛି।ଅଭିଯୁକ୍ତ ସମ୍ପର୍କୀୟ ଶଳା କୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ କରୁଛି।
More news from Sambalpur and nearby areas
- 📰 बड़ी खबर | छात्रों को बड़ी राहत केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है। नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी। नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है। P24NewsExpress | बड़ी खबर, सबसे पहले #P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews 📰 बड़ी खबर | छात्रों को बड़ी राहत केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है। नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी। नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है। P24NewsExpress | बड़ी खबर, सबसे पहले #P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews1
- गौ सुरक्षा अभियान | निःशुल्क सूखा चारा वितरण संत रामपाल जी महाराज के मार्गदर्शन में आज 26 अगस्त 2026 को राजस्थान के हनुमानगढ़ जिले की 4 गौशालाओं में कुल 3300 क्विंटल निःशुल्क सूखा चारा पहुंचाया गया। 📍 बरवाली, नोहर — 1000 क्विंटल 📍 रामगढ़, नोहर — 600 क्विंटल 📍 रासलाना, भादरा — 500 क्विंटल 📍 कलाना, भादरा — 1200 क्विंटल 🙏 गौ सेवा और संरक्षण के लिए निरंतर प्रयास जारी हैं।🙏1
- ବଣାଇ ବନଖଣ୍ଡର ସଫଳତା, ମହୁଲତା ଚାଷ ଜମିରେ ବଜ୍ରକାପ୍ତା ଜବତ, ଜଣକୁ ଗିରଫ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ବନଖଣ୍ଡ ସମ୍ମିଳନୀ କକ୍ଷରେ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠିଙ୍କ ଅଧ୍ୟକ୍ଷତାରେ ବଜ୍ରକପ୍ତା ଜବତ ନେଇ ଏକ ପ୍ରେସ ବିଜ୍ଞପ୍ତି ଅନୁଷ୍ଠିତ ହୋଇଥିଲା l ସୂଚନାରୁ ପ୍ରକାଶ 30 ତାରିଖ ଦିନ ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇ ମାରୁତି ସୁଜୁକି ଏରଟିଗା ଗାଡି ଓଡି- 14-ଏଏମ -9716 ରେ ଚୋରା ଚାଲାଣ ଖବର ପାଇ ଦୁଇଗୋଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା l ଏହି ଟିମରେ ବଣାଇ ବନଖଣ୍ଡର ସହକାରୀ ବନ ସରଂକ୍ଷକ ସୁମିତ କୁମାର ମହାନ୍ତି ଓ ଦୁର୍ଯ୍ୟୋଧନ ଜେରାଇଙ୍କ ତତ୍ଵାବଧାନରେ ବିଭିନ୍ନ ସ୍ଥାନରେ ସରଜମିନ କରି ଉକ୍ତ ମାରୁତି ସୁଜୁକି ଏରଟିଗା ଗାଡିକୁ କେନାଭେଟା ଜାତୀୟ ରାଜପଥ ନିକଟରେ ଅଟକାଇ ମୁଖ୍ୟ ଆସାମୀ ଲହୁଣୀପଡ଼ା ଥାନା ମହୁଲତା ଗ୍ରାମର ରଇବୁ ମୁଣ୍ଡା (41) ପିତା-ପ୍ରଧାନ ମୁଣ୍ଡାଙ୍କୁ ପୂଛତାଛ କରିବାରୁ ସତ ମାନି ବଜ୍ରକପ୍ତା ବିଷୟରେ ମହୁଲତା ଚାଷ ଜମିରେ ଲୁଚାଇ ରଖିଥିବା ଅବଗତ କରାଇଥିଲା l ଉକ୍ତ ଟିମ ଯାଇ ଆସାମୀ ସହିତ ବଜ୍ରକପ୍ତାକୁ ଜବତ କରିଥିଲେ l ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ର ଧାରା 9 ଅନୁଯାୟୀ ବଜ୍ରକପ୍ତା, ଏକ ପ୍ଲାଷ୍ଟିକ ବାଲ୍ଟି ଓ ମାରୁତି ସୁଜୁକି ଏରଟିଗାକୁ ବନ ବିଭାଗ ଜବତ କରିଥିଲା l ଉକ୍ତ ଆସାମୀ ବଜ୍ରକପ୍ତା ଚୋରା ଚାଲାଣରେ ଜଡିତ ଥିବାରୁ ବନ୍ୟ ଜନ୍ତୁ ସୁରକ୍ଷା ଆଇନ 1972 ର ଧାରା 9, 39, 48(କ), 49 ଅନୁଯାୟୀ ରଇବୁ ମୁଣ୍ଡାକୁ ଗିରଫ କରାଯାଇ ବଣାଇ ଏସଡିଜେଏମ କୋର୍ଟରେ ହାଜର କରାଯିବ ବୋଲି ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠି ପ୍ରକାଶ କରିଛନ୍ତି l ଏହି ଚଢ଼ାଉ ବେଳେ ବଣାଇ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ, କୁଳିପୋଷ ବନାଞ୍ଚଳ ଅଧିକାରୀ ଶିବ ନାରାୟଣ ବେହେରା, କୁଳିପୋଷ ବନପାଳ ଜ୍ଞାନ ରଞ୍ଜନ ମହାନ୍ତି, ବନରକ୍ଷୀ ଅମିତ କୁମାର ବେହେରା, ଉତ୍କଳ କେଶରୀ ରାଉତ ସହିତ ଅନ୍ୟ ବନ କର୍ମଚାରୀ ସାମିଲ ଥିଲେ l ବନଖଣ୍ଡ ଅଧିକାରୀଙ୍କ କହିବା ଅନୁଯାୟୀ ବଜ୍ରକପ୍ତାଟି ବନ୍ୟପ୍ରାଣୀ ସୁରକ୍ଷା ଅନୁଯାୟୀ ଏହାକୁ କେଉଁଠି ରଖାଯିବ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସ୍ଥିର ହୋଇ ପାରିନି ବୋଲି ସୂଚନା ଦେଇଥିଲେ l3
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l2
- ବୌଦ୍ଧ ରେ ମହାସମାରୋହ ରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବୌଦ୍ଧ ବିଧାୟକ1
- 🚨 ब्रेकिंग न्यूज़ | पत्नी ने पति पर लगाए गंभीर आरोप झांसी/गुरसराय: ग्राम सिंगार निवासी रुचि पटेल ने अपने पति आकाश कुमार निरंजन पर अतिरिक्त दहेज के लिए प्रताड़ित करने और बिना विवाह विच्छेद के दूसरी शादी करने के गंभीर आरोप लगाए हैं। पीड़िता के अनुसार, इस मामले में न्यायालय में मुकदमा विचाराधीन है। रुचि पटेल का दावा है कि उनके पति, जो BSF में सब इंस्पेक्टर हैं, इंदौर के कृष्णा रेजिडेंस होटल में एक महिला के साथ कमरे में मिले, जहां परिवार के लोगों के साथ पहुंचकर पुलिस की मौजूदगी में उन्हें पकड़ा गया। पीड़िता ने आरोप लगाया कि पति ने नौकरी का प्रभाव दिखाते हुए उनके साथ अन्याय किया। पत्नी की पीड़ा का वीडियो सोशल मीडिया पर तेजी से वायरल हो रहा है। मामले में लगाए गए आरोपों की स्वतंत्र पुष्टि होना अभी बाकी है। 🚨 ब्रेकिंग न्यूज़ | पत्नी ने पति पर लगाए गंभीर आरोप झांसी/गुरसराय: ग्राम सिंगार निवासी रुचि पटेल ने अपने पति आकाश कुमार निरंजन पर अतिरिक्त दहेज के लिए प्रताड़ित करने और बिना विवाह विच्छेद के दूसरी शादी करने के गंभीर आरोप लगाए हैं। पीड़िता के अनुसार, इस मामले में न्यायालय में मुकदमा विचाराधीन है। रुचि पटेल का दावा है कि उनके पति, जो BSF में सब इंस्पेक्टर हैं, इंदौर के कृष्णा रेजिडेंस होटल में एक महिला के साथ कमरे में मिले, जहां परिवार के लोगों के साथ पहुंचकर पुलिस की मौजूदगी में उन्हें पकड़ा गया। पीड़िता ने आरोप लगाया कि पति ने नौकरी का प्रभाव दिखाते हुए उनके साथ अन्याय किया। पत्नी की पीड़ा का वीडियो सोशल मीडिया पर तेजी से वायरल हो रहा है। मामले में लगाए गए आरोपों की स्वतंत्र पुष्टि होना अभी बाकी है।1
- ଶଳା ର ବାରିସୀ ଚୋଟ ରେ ଭିଣୋଇ ମୃତ, ଅଭିଯୁକ୍ତ ପୋଲିସ ଗିରଫ କରି ତଦନ୍ତ ଜାରି ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେ ଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ସାମାନ୍ୟ କଥା କୁ କେନ୍ଦ୍ର କରି ଉଭୟ ସମ୍ପର୍କୀୟ ଶଳା ଓ ଭେଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ରେ ଭେଣେଇଁ ଚାରଲେସ ଲୁଗୁନ ଙ୍କ ମୃତ୍ୟୁ ଘଟିଛି।ଅଭିଯୁକ୍ତ ସମ୍ପର୍କୀୟ ଶଳା କୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ କରୁଛି।1
- ।।କଟୁଯୋର, ଲେଲେରଯୋର କୁ ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ।। ଗତକାଲି ମାଛ ଧରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ଅକାଳ ମୃ_ ଘଟିଛି।କଟୁଜୋର ଗାଁ ପାଖ ଲେଲେର ଜୋର ରେ ଘଟିଛି ଏଇ ଅଘଟଣ l ଲେଲେର ଜୋର ରେ ବୁଡି ଝାରସୁଗୁଡା ଜିଲ୍ଲା ବେଲପାହାଡ ଲୁହୁରାପଡାର ସୁରଜ ଲୁହାର ଙ୍କର ମୃତ୍ୟୁ ହେଇଛି l ମାଛ ଧରି ଯାଇଥିବା ବେଳେ ସେ ଜୋର ପାଣି ରେ ବୁଡି ଯାଇଥିଲେ l ଖବର ପାଇ ବେଲପାହାଡ ପୋଲିସ ଆଉ ଅଗ୍ନିଶମ ପହଞ୍ଚି ସୂରଜଙ୍କ ମୃ_ଦେହ ଉଦ୍ଧାର କରିଛି l1