logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖରାପ ରାସ୍ତା ସାର୍ଟୁଲ ପଂଚାୟତ ର ଅର୍କୀମାହା ଠାରୁ ବାବାନ୍ଦାଗୁଡା ପର୍ଯ୍ୟନ୍ତ ରାସ୍ତା ଖରାପ ଅଛି ଫଳରେ ମୁଖ୍ୟମନ୍ତ୍ରୀ ବସ ଆସି ପାରୁନି ଆଉ ଅର୍କୀମାହା sartul ବାନ୍ଦାଗୁଡା ଲୋକ ହଇରାଣ ହଉଛନ୍ତି ଦୟାକରି ରାସ୍ତା ପିଚୁ କରିଦେଲେ ଭଲ ହେଇ ଥାନ୍ତା ଧନ୍ୟଵାଦ

16 hrs ago
user_ତରୁଣ ସୁକାମାଝୀ
ତରୁଣ ସୁକାମାଝୀ
କୋଟାଗଡ଼, କନ୍ଧମାଳ, ଓଡ଼ିଶା•
16 hrs ago

ଖରାପ ରାସ୍ତା ସାର୍ଟୁଲ ପଂଚାୟତ ର ଅର୍କୀମାହା ଠାରୁ ବାବାନ୍ଦାଗୁଡା ପର୍ଯ୍ୟନ୍ତ ରାସ୍ତା ଖରାପ ଅଛି ଫଳରେ ମୁଖ୍ୟମନ୍ତ୍ରୀ ବସ ଆସି ପାରୁନି ଆଉ ଅର୍କୀମାହା sartul ବାନ୍ଦାଗୁଡା ଲୋକ ହଇରାଣ ହଉଛନ୍ତି ଦୟାକରି ରାସ୍ତା ପିଚୁ କରିଦେଲେ ଭଲ ହେଇ ଥାନ୍ତା ଧନ୍ୟଵାଦ

More news from ଓଡ଼ିଶା and nearby areas
  • ଖରାପ ରାସ୍ତା ସାର୍ଟୁଲ ପଂଚାୟତ ର ଅର୍କୀମାହା ଠାରୁ ବାବାନ୍ଦାଗୁଡା ପର୍ଯ୍ୟନ୍ତ ରାସ୍ତା ଖରାପ ଅଛି ଫଳରେ ମୁଖ୍ୟମନ୍ତ୍ରୀ ବସ ଆସି ପାରୁନି ଆଉ ଅର୍କୀମାହା sartul ବାନ୍ଦାଗୁଡା ଲୋକ ହଇରାଣ ହଉଛନ୍ତି ଦୟାକରି ରାସ୍ତା ପିଚୁ କରିଦେଲେ ଭଲ ହେଇ ଥାନ୍ତା ଧନ୍ୟଵାଦ
    1
    ଖରାପ ରାସ୍ତା
ସାର୍ଟୁଲ ପଂଚାୟତ ର ଅର୍କୀମାହା ଠାରୁ ବାବାନ୍ଦାଗୁଡା ପର୍ଯ୍ୟନ୍ତ ରାସ୍ତା ଖରାପ ଅଛି ଫଳରେ ମୁଖ୍ୟମନ୍ତ୍ରୀ ବସ  ଆସି ପାରୁନି ଆଉ ଅର୍କୀମାହା sartul ବାନ୍ଦାଗୁଡା ଲୋକ ହଇରାଣ ହଉଛନ୍ତି
ଦୟାକରି ରାସ୍ତା ପିଚୁ କରିଦେଲେ ଭଲ ହେଇ ଥାନ୍ତା
ଧନ୍ୟଵାଦ
    user_ତରୁଣ ସୁକାମାଝୀ
    ତରୁଣ ସୁକାମାଝୀ
    କୋଟାଗଡ଼, କନ୍ଧମାଳ, ଓଡ଼ିଶା•
    16 hrs ago
  • 🇹🇯🌹💋🥺😄♥️🌹
    1
    🇹🇯🌹💋🥺😄♥️🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।
    1
    ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।
    user_Uddhaba Panda
    Uddhaba Panda
    କଳାହାଣ୍ଡି, ଓଡ଼ିଶା•
    45 min ago
  • ଗଜପତି ଜିଲ୍ଲା ରେ ହଜିଥିବା 100ଟି ମୋବାଇଲ ଉଦ୍ଧାର 70ଜଣଙ୍କୁ ମୋବାଇଲ ଫେରିଛି ପୋଲିସ ଏନେଇ ଗଜପତି ଏସପି ଙ୍କ ସାମ୍ବାଦିକ ସମିଳନୀ
    1
    ଗଜପତି ଜିଲ୍ଲା ରେ ହଜିଥିବା 100ଟି ମୋବାଇଲ ଉଦ୍ଧାର 70ଜଣଙ୍କୁ ମୋବାଇଲ ଫେରିଛି ପୋଲିସ ଏନେଇ ଗଜପତି ଏସପି ଙ୍କ ସାମ୍ବାଦିକ ସମିଳନୀ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    21 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • NAACH JHUM BAND PARTY 💥B. MUSKUNI
    1
    NAACH JHUM BAND PARTY 💥B. MUSKUNI
    user_NAACH JHUM BAND PARTY
    NAACH JHUM BAND PARTY
    ରାୟଗଡା, ରାୟଗଡା, ଓଡ଼ିଶା•
    1 hr ago
  • Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ Anchor: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ। କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ। କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    1
    Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ
Anchor:
କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ।
କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ।
କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    user_ମାନସ କୁମାର ନାଏକ
    ମାନସ କୁମାର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ #LokaNakaliKathaAsali #Odisha #Flood #Politics #KanakNews
    1
    #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ
ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ
#LokaNakaliKathaAsali #Odisha #Flood #Politics #KanakNews
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.