logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଦୃତ ଶିଶୁଗୃହରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରେ ଦୁର୍ଲ୍ଲଭ ଶିଶୁଙ୍କ ସାମୁହିକ ଜନ୍ମଦିନ ପାଳିତ ନାଚିଲେ ଗାଇଲେ ସମସ୍ତଙ୍କ ସହ ଖୁସି ବାଣ୍ଟିଲେ କେନ୍ଦୁଝର,୨୭।୮(ଦୁର୍ଯ୍ୟୋଧନ ପାତ୍ର):ରକ୍ଷାବନ୍ଧନ ଆସିଲେ ନରଣପୁର ସ୍ଥିତ ଆଦୃତ ଶିଶୁଗୃହର ଅନ୍ତେବାସୀଙ୍କ ଭିତରେ ଆନନ୍ଦର ଲହରୀ ଖେଳି ଯାଇଥାଏ।ଏହିଦିନ ସମସ୍ତ ଅନ୍ତେବାସୀଙ୍କର ଜନ୍ମଦିନ ମହା ସମାରୋହରେ ପାଳିତ ହୋଇଥାଏ।ନୂଆ ଡ୍ରେସ ପିନ୍ଧି, ବେଲୁନ ବାନ୍ଧିତୋରଣ ସଜେଇ,କାନ୍ଥରେ ବେଲୁନ ଝୁଲେଇ ଡେଇଁ ଡେଇଁ ବେଳୁନ ଫୁଟେଇବା, ନାଚି ଗାଈ, ଖୁସି ମନେଇ ଜନ୍ମ ଦିନର ମଜା ନେଇଥାନ୍ତି ସମସ୍ତ ପିଲା।କେନ୍ଦୁଝରର ଅସହାୟ ଶିଶୁଙ୍କ ବନ୍ଧୁ ପଲଟିଥିବା ଆଦୃତ ଶିଶୁ ଗୃହ ପରିସରରେ ଶନିବାର ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ଅନ୍ତେବାସୀ ପିତୃମାତୃ ବିହୀନ ପିଲାଙ୍କର ଜନ୍ମ ଦିନ ମହା ଆଡମ୍ବର ସହ ପାଳିତ ହୋଇଯାଇଛି।ଅନେକ ଯୁବ ସ୍ବେଛାସେବୀ,ଜିଲ୍ଲା ଶିଶୁ ସୁରକ୍ଷା କମିଟି,କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଶ୍ରୀ ମାନସ ରଞ୍ଜନ ପଣ୍ଡା,ଓଡିଶା ଗାନ୍ଧିବିଚାର ପରିଷଦର ତଥା କେ.ଡ଼ି ଟ୍ରଷ୍ଟ ର ସମ୍ପାଦକ ଶ୍ରୀ ଭକ୍ତବତ୍ସଳ ମହାନ୍ତି ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସମସ୍ତ ଶିଶୁ ମାନଙ୍କ ହାତରେ କେକ କାଟି ୧୭ ତମ ସାମୁହିକ ଜନ୍ମଦିନ ଉତ୍ସବ ପାଳନ ହୋଇଛି।ନରଣପୁରର ଜଳଙ୍ଗଡ଼ିହାରେ ଥିବା ଏହି ଶିଶୁ ଗୃହ ୨୦୦୯ ମସିହାରେ ରାକ୍ଷୀ ପୁର୍ଣିମା ଅବସରରେ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଆଦୃତ ଶିଶୁଗୃହ ଆରମ୍ଭ କରିଥିଲେ।ଏବେ ଏହି ପରି ଆଦୃତ ଶିଶୁ ଗୃହ ରାଜ୍ୟର ୧୧ ଟି ଜିଲ୍ଲାରେ ରହିଥିବା କେନ୍ଦ୍ର ମାନଙ୍କରେ ପିତୃମାତୃବିହୀନ ପିଲାଙ୍କୁ ନିଶୁଳ୍କ ପାଠ ପଢ଼ାଇବା ସହ ଆବାସିକ ସୁବିଧା ଯୋଗାଇ ଆସୁଛି।ଆଜିର ଜନ୍ମଦିନ ଉତ୍ସବରେ ଆଦୃତ ଶିଶୁଗୃହର ପରିଚାଳକ ଶ୍ରୀ ମାନସ କୁମାର ହେଣ୍ଡା,କୌଶଲ୍ୟା ନାଏକ, ଇନ୍ଦ୍ରମଣି ସାହୁ,ଶିବସୁନ୍ଦର ସିଂ ସୋନି ମହାପାତ୍ର,ରବି ଦାସ,ପ୍ରେମଲତା ନାଏକ,ସିଲୁ ନାଏକ ପ୍ରମୁଖ ପରିଚାଳନା କରିଥିଲେ।ବିଭିନ୍ନ ସ୍ବେଛାସେବୀ ମାନେ ପିଲାଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କୁ ମିଠା ଖୁଆଇଥିଲେ।ସନ୍ଧ୍ୟାରେ ଅନ୍ତେବାସୀ ପିତୃମାତୃବିହୀନ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ପରିବେଷଣ କରି ଉପସ୍ଥିତ ଅତିଥି ମାନଙ୍କ ଗହଣରେ ବେଶ ଉତ୍ସାହ ଅନୁଭବ କରିଥିଲେ।କେନ୍ଦୁଝରର ଅନେକ ସ୍ବେଛାସେବୀ ଓ ବୁଦ୍ଧିଜୀବି ଅନ୍ତେବାସୀଙ୍କ ଏହି ସାମୁହିକ ଜନ୍ମଦିନ ଉତ୍ସବ ପାଳନ ଅବସରରେ, ପ୍ରକାଶ କୁମାର ଅଗ୍ରୱାଲ,ଡାକ୍ତର ଉମେଶ ଚନ୍ଦ୍ର ସାହୁ,ସୋମନାଥ ଦାଶ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ର ମନୋଜ କୁମାର ମହାନ୍ତ,ସାମ୍ବାଦିକ ସତ୍ୟଜିତ ସାମନ୍ତରାୟ, ଭୂମିକାର କର୍ଣ୍ଣାଟ କିଶୋର ଜେନା,ପ୍ରଫୁଲ୍ଲ କୁମାର ଜେନା,ରାଜଳଷ୍ମୀ ସ୍ୱାଇଁ, କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟକାର୍ତ୍ତା,ଲିପିକା ନାଏକ,ପ୍ରଶାନ୍ତ ମହାପାତ୍ର,ରମେଶ ଚନ୍ଦ୍ର ସାହୁ, ପ୍ରଜ୍ଞାଜିତ ପୃଷ୍ଟି,ରାଜ ଚାନ୍ଦଗୋଟିଆ, ପାୟଲ ରଞ୍ଜନ କୁମାର ସାହୁ,ତ୍ରିନାଥ ବେହେରା,ପଙ୍କଜ ଚାୱାଡା,ଗୌରବ ଚାୱାଡା,ଶଶିକଳା ପଣ୍ଡା,ସୁରେଶ ବାରିକ,ରବି ଦାସ,ଲଷ୍ମୀ ଜୁଏଲାରୀ, ଦେବୀ ପ୍ରସାଦ ସାହୁ,ଦେବୀପ୍ରସାଦ ମିଶ୍ର,ସରୋଜ ପଟ୍ଟନାୟକ,ଡାକ୍ତର ଭାରତୀମଣି ବେହେରା, ସୁନୀଲ କୁମାର ବାରିକ,ସୁଜିତ ଦାସ,ସୁଶାନ୍ତ ବେହେରା,କେନ୍ଦୁଝର ଫାଇଟର କ୍ଲବର ପପୁ ଯାଦବ,ସୁଶୀଲ ନାଏକ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀ ଅନାଥ ପିଲାଙ୍କ ସହ କେକ କାଟି ଜନ୍ମଦିନ ପାଳନ କରିବା ସହ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

1 hr ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
1 hr ago
c5ee60f3-7b7c-419f-a765-1ca292429f28

ଆଦୃତ ଶିଶୁଗୃହରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରେ ଦୁର୍ଲ୍ଲଭ ଶିଶୁଙ୍କ ସାମୁହିକ ଜନ୍ମଦିନ ପାଳିତ ନାଚିଲେ ଗାଇଲେ ସମସ୍ତଙ୍କ ସହ ଖୁସି ବାଣ୍ଟିଲେ କେନ୍ଦୁଝର,୨୭।୮(ଦୁର୍ଯ୍ୟୋଧନ ପାତ୍ର):ରକ୍ଷାବନ୍ଧନ ଆସିଲେ ନରଣପୁର ସ୍ଥିତ ଆଦୃତ ଶିଶୁଗୃହର ଅନ୍ତେବାସୀଙ୍କ ଭିତରେ ଆନନ୍ଦର ଲହରୀ ଖେଳି ଯାଇଥାଏ।ଏହିଦିନ ସମସ୍ତ ଅନ୍ତେବାସୀଙ୍କର ଜନ୍ମଦିନ ମହା ସମାରୋହରେ ପାଳିତ ହୋଇଥାଏ।ନୂଆ ଡ୍ରେସ ପିନ୍ଧି, ବେଲୁନ ବାନ୍ଧିତୋରଣ ସଜେଇ,କାନ୍ଥରେ ବେଲୁନ ଝୁଲେଇ ଡେଇଁ ଡେଇଁ ବେଳୁନ ଫୁଟେଇବା, ନାଚି ଗାଈ, ଖୁସି ମନେଇ ଜନ୍ମ ଦିନର ମଜା ନେଇଥାନ୍ତି ସମସ୍ତ ପିଲା।କେନ୍ଦୁଝରର ଅସହାୟ ଶିଶୁଙ୍କ ବନ୍ଧୁ ପଲଟିଥିବା ଆଦୃତ ଶିଶୁ ଗୃହ ପରିସରରେ ଶନିବାର ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ଅନ୍ତେବାସୀ ପିତୃମାତୃ ବିହୀନ ପିଲାଙ୍କର ଜନ୍ମ ଦିନ

7b139062-bd7b-45a4-98f4-8f9c4ab20532

ମହା ଆଡମ୍ବର ସହ ପାଳିତ ହୋଇଯାଇଛି।ଅନେକ ଯୁବ ସ୍ବେଛାସେବୀ,ଜିଲ୍ଲା ଶିଶୁ ସୁରକ୍ଷା କମିଟି,କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଶ୍ରୀ ମାନସ ରଞ୍ଜନ ପଣ୍ଡା,ଓଡିଶା ଗାନ୍ଧିବିଚାର ପରିଷଦର ତଥା କେ.ଡ଼ି ଟ୍ରଷ୍ଟ ର ସମ୍ପାଦକ ଶ୍ରୀ ଭକ୍ତବତ୍ସଳ ମହାନ୍ତି ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସମସ୍ତ ଶିଶୁ ମାନଙ୍କ ହାତରେ କେକ କାଟି ୧୭ ତମ ସାମୁହିକ ଜନ୍ମଦିନ ଉତ୍ସବ ପାଳନ ହୋଇଛି।ନରଣପୁରର ଜଳଙ୍ଗଡ଼ିହାରେ ଥିବା ଏହି ଶିଶୁ ଗୃହ ୨୦୦୯ ମସିହାରେ ରାକ୍ଷୀ ପୁର୍ଣିମା ଅବସରରେ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଆଦୃତ ଶିଶୁଗୃହ ଆରମ୍ଭ କରିଥିଲେ।ଏବେ ଏହି ପରି ଆଦୃତ ଶିଶୁ ଗୃହ ରାଜ୍ୟର ୧୧ ଟି ଜିଲ୍ଲାରେ ରହିଥିବା କେନ୍ଦ୍ର ମାନଙ୍କରେ

100331f5-01d7-469a-bf13-a02bbdc5172d

ପିତୃମାତୃବିହୀନ ପିଲାଙ୍କୁ ନିଶୁଳ୍କ ପାଠ ପଢ଼ାଇବା ସହ ଆବାସିକ ସୁବିଧା ଯୋଗାଇ ଆସୁଛି।ଆଜିର ଜନ୍ମଦିନ ଉତ୍ସବରେ ଆଦୃତ ଶିଶୁଗୃହର ପରିଚାଳକ ଶ୍ରୀ ମାନସ କୁମାର ହେଣ୍ଡା,କୌଶଲ୍ୟା ନାଏକ, ଇନ୍ଦ୍ରମଣି ସାହୁ,ଶିବସୁନ୍ଦର ସିଂ ସୋନି ମହାପାତ୍ର,ରବି ଦାସ,ପ୍ରେମଲତା ନାଏକ,ସିଲୁ ନାଏକ ପ୍ରମୁଖ ପରିଚାଳନା କରିଥିଲେ।ବିଭିନ୍ନ ସ୍ବେଛାସେବୀ ମାନେ ପିଲାଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କୁ ମିଠା ଖୁଆଇଥିଲେ।ସନ୍ଧ୍ୟାରେ ଅନ୍ତେବାସୀ ପିତୃମାତୃବିହୀନ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ପରିବେଷଣ କରି ଉପସ୍ଥିତ ଅତିଥି ମାନଙ୍କ ଗହଣରେ ବେଶ ଉତ୍ସାହ ଅନୁଭବ କରିଥିଲେ।କେନ୍ଦୁଝରର ଅନେକ ସ୍ବେଛାସେବୀ ଓ ବୁଦ୍ଧିଜୀବି ଅନ୍ତେବାସୀଙ୍କ ଏହି ସାମୁହିକ ଜନ୍ମଦିନ ଉତ୍ସବ ପାଳନ ଅବସରରେ, ପ୍ରକାଶ କୁମାର ଅଗ୍ରୱାଲ,ଡାକ୍ତର ଉମେଶ ଚନ୍ଦ୍ର ସାହୁ,ସୋମନାଥ

ef568ef9-10af-4708-84fc-ec215f509dc9

ଦାଶ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ର ମନୋଜ କୁମାର ମହାନ୍ତ,ସାମ୍ବାଦିକ ସତ୍ୟଜିତ ସାମନ୍ତରାୟ, ଭୂମିକାର କର୍ଣ୍ଣାଟ କିଶୋର ଜେନା,ପ୍ରଫୁଲ୍ଲ କୁମାର ଜେନା,ରାଜଳଷ୍ମୀ ସ୍ୱାଇଁ, କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟକାର୍ତ୍ତା,ଲିପିକା ନାଏକ,ପ୍ରଶାନ୍ତ ମହାପାତ୍ର,ରମେଶ ଚନ୍ଦ୍ର ସାହୁ, ପ୍ରଜ୍ଞାଜିତ ପୃଷ୍ଟି,ରାଜ ଚାନ୍ଦଗୋଟିଆ, ପାୟଲ ରଞ୍ଜନ କୁମାର ସାହୁ,ତ୍ରିନାଥ ବେହେରା,ପଙ୍କଜ ଚାୱାଡା,ଗୌରବ ଚାୱାଡା,ଶଶିକଳା ପଣ୍ଡା,ସୁରେଶ ବାରିକ,ରବି ଦାସ,ଲଷ୍ମୀ ଜୁଏଲାରୀ, ଦେବୀ ପ୍ରସାଦ ସାହୁ,ଦେବୀପ୍ରସାଦ ମିଶ୍ର,ସରୋଜ ପଟ୍ଟନାୟକ,ଡାକ୍ତର ଭାରତୀମଣି ବେହେରା, ସୁନୀଲ କୁମାର ବାରିକ,ସୁଜିତ ଦାସ,ସୁଶାନ୍ତ ବେହେରା,କେନ୍ଦୁଝର ଫାଇଟର କ୍ଲବର ପପୁ ଯାଦବ,ସୁଶୀଲ ନାଏକ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀ ଅନାଥ ପିଲାଙ୍କ ସହ କେକ କାଟି ଜନ୍ମଦିନ ପାଳନ କରିବା ସହ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

More news from ଓଡ଼ିଶା and nearby areas
  • #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
    1
    #ଅସୁସ୍ଥ_ପୀୟୂଷ_ତ୍ରିପାଠୀ
ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
#ଅସୁସ୍ଥ_ପୀୟୂଷ_ତ୍ରିପାଠୀ
ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    6 hrs ago
  • ବଣାଇ ଥାନାରେ ଶବରୀ କନ୍ୟାଶ୍ରମ ତରଫରୁ ଏକଲ ଅଭିଯାନ ରକ୍ଷା ବନ୍ଧନ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଶବରୀ କନ୍ୟାଶ୍ରମ ଏକଲ ଅଭିଯାନ ପଶ୍ଚିମ ଓଡିଶା ଭାଗ ସୁନ୍ଦରଗଡ଼ ଅଞ୍ଚଳ ଆନୁକୂଲ୍ୟରେ ବଣାଇ ଥାନାରେ ଏକ ରାକ୍ଷୀ ବନ୍ଧନ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଥିଲା l କନ୍ୟାଶ୍ରମର ଛାତ୍ର ଛାତ୍ରୀ ତଥା ପରିଚାଳିକା ପ୍ରମୁଖ ଆସି ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ଦ୍ବୀପରେ ବନ୍ଦେଇ ପୂଜାର୍ଚନା କରି ପବିତ୍ରତାର ପର୍ବ ଓ ଭାଇ ଭଉଣୀର ସମ୍ପର୍କକୁ ଅତୁଟ କରିବା ପାଇଁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଥାନା ଏଏସଆଇ ପର୍ଶୁରାମ ମହାନ୍ତ, ଚୂଡ଼ାମଣି ମହାପାତ୍ର ସମେତ ପୋଲିସ କର୍ମଚାରୀ, ବିଜେପି ବଣାଇ ମଣ୍ଡଳ ସାଧାରଣ ସମ୍ପାଦକ ବୈକୁଣ୍ଠ ଗଡ଼ଦ୍ଦିଆ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲ୍ଲାଦ ବଢ଼େଇ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
    3
    ବଣାଇ ଥାନାରେ ଶବରୀ କନ୍ୟାଶ୍ରମ ତରଫରୁ ଏକଲ ଅଭିଯାନ ରକ୍ଷା ବନ୍ଧନ 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ   ଶବରୀ କନ୍ୟାଶ୍ରମ ଏକଲ ଅଭିଯାନ ପଶ୍ଚିମ ଓଡିଶା ଭାଗ   ସୁନ୍ଦରଗଡ଼ ଅଞ୍ଚଳ ଆନୁକୂଲ୍ୟରେ   ବଣାଇ ଥାନାରେ ଏକ ରାକ୍ଷୀ ବନ୍ଧନ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଥିଲା l କନ୍ୟାଶ୍ରମର ଛାତ୍ର ଛାତ୍ରୀ ତଥା ପରିଚାଳିକା ପ୍ରମୁଖ ଆସି ଥାନା ଅଧିକାରୀ ଓ କର୍ମଚାରୀଙ୍କୁ   ଦ୍ବୀପରେ ବନ୍ଦେଇ  ପୂଜାର୍ଚନା କରି  ପବିତ୍ରତାର ପର୍ବ ଓ ଭାଇ ଭଉଣୀର ସମ୍ପର୍କକୁ ଅତୁଟ କରିବା ପାଇଁ   ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଥାନା ଏଏସଆଇ ପର୍ଶୁରାମ ମହାନ୍ତ, ଚୂଡ଼ାମଣି ମହାପାତ୍ର ସମେତ ପୋଲିସ କର୍ମଚାରୀ, ବିଜେପି ବଣାଇ ମଣ୍ଡଳ ସାଧାରଣ ସମ୍ପାଦକ ବୈକୁଣ୍ଠ ଗଡ଼ଦ୍ଦିଆ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲ୍ଲାଦ ବଢ଼େଇ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • #ଭୁବନେଶ୍ବରରେ_ଦାମୀ_କାର ଭୁବନେଶ୍ୱରରେ ୧୦୦ କୋଟି ଟଙ୍କିଆ କାର: ଡ୍ରାଇଭରଙ୍କ ଦରମା ଶୁଣିଲେ ଉଡ଼ିଯିବ ହୋସ୍! Racing Car ଦେଖିବା
    1
    #ଭୁବନେଶ୍ବରରେ_ଦାମୀ_କାର
ଭୁବନେଶ୍ୱରରେ ୧୦୦ କୋଟି ଟଙ୍କିଆ କାର: ଡ୍ରାଇଭରଙ୍କ ଦରମା ଶୁଣିଲେ ଉଡ଼ିଯିବ ହୋସ୍! Racing Car ଦେଖିବା
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 min ago
  • ରାଜଗାଙ୍ଗପୁର ପୁଲିସ ପକ୍ଷରୁ ବିକଟା ଳ ଶବ୍ଦ କରୁ ଥିବା ବାଇକ ଉପରେ ଚଢ଼ାଉ କରି ୧୫ ଟି ବାଇକ ଜବତ ସହ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ!
    3
    ରାଜଗାଙ୍ଗପୁର ପୁଲିସ ପକ୍ଷରୁ ବିକଟା ଳ ଶବ୍ଦ କରୁ ଥିବା ବାଇକ ଉପରେ ଚଢ଼ାଉ କରି ୧୫ ଟି ବାଇକ ଜବତ ସହ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ!
    user_Rabindra Nayak
    Rabindra Nayak
    Court reporter ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    4 hrs ago
  • ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି। ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।
    1
    ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।
ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    2 hrs ago
  • ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights
    1
    ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l 
#JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical  #JusticeForJournalist #StrictAction #JournalistRights
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    4 hrs ago
  • ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ..
ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମର ଶକ୍ତିଶ୍ରୀ ସେଲ୍‌ର ଦାୟିତ୍ୱରେ ଥିବା ଅଧ୍ୟାପିକା ଶ୍ରୀମତୀ ଶୁଭ୍ରସୁଧା ଦାସ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଛଅ ଦିନ ଧରି ପ୍ରଶିକ୍ଷିକା ଶ୍ରୀମତୀ ଯଜ୍ଞସେନୀ ରାୟ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ, ଆତ୍ମବିଶ୍ୱାସ, ସଚେତନତା ଏବଂ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦାନ କରିବା । ସମାପନୀ ସମାରୋହରେ ବଣାଇ ଥାନାର ଏଏସଆଇ ପର୍ଶୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଆତ୍ମରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବଣାଇଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜେନାମଣି ସାହୁ ସମାପନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ ଶକ୍ତିଶ୍ରୀ ସେଲ୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏଭଳି ବ୍ୟବହାରିକ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଛଅ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ପ୍ରଶିକ୍ଷିକା, ଆୟୋଜକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଭୌତିକ ବିଜ୍ଞାନ ଅଧ୍ୟାପିକା ତଥା ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱରେ ଥିବା ଶ୍ରୀମତୀ ଲିପିକା ପ୍ରଧାନ ଉପସ୍ଥିତ ଥିଲେ । ସେ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସହଯୋଗମୂଳକ ଶିକ୍ଷା ପରିବେଶ ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ ମୃତ୍ୟୁଞ୍ଜୟ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।
    2
    ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼  ମହା ବିଦ୍ୟାଳୟରେ  ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର  ସମାପନୀ ସମାରୋହ  ସମାପ୍ତ ହୋଇଛି । 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼  ମହା ବିଦ୍ୟାଳୟରେ  ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର  ସମାପନୀ ସମାରୋହ  ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମର  ଶକ୍ତିଶ୍ରୀ ସେଲ୍‌ର ଦାୟିତ୍ୱରେ ଥିବା ଅଧ୍ୟାପିକା ଶ୍ରୀମତୀ ଶୁଭ୍ରସୁଧା ଦାସ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା  ଛଅ ଦିନ ଧରି ପ୍ରଶିକ୍ଷିକା ଶ୍ରୀମତୀ ଯଜ୍ଞସେନୀ ରାୟ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ, ଆତ୍ମବିଶ୍ୱାସ, ସଚେତନତା ଏବଂ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦାନ କରିବା ।
ସମାପନୀ ସମାରୋହରେ ବଣାଇ  ଥାନାର ଏଏସଆଇ  ପର୍ଶୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଆତ୍ମରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବଣାଇଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜେନାମଣି ସାହୁ ସମାପନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ   ଶକ୍ତିଶ୍ରୀ ସେଲ୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏଭଳି ବ୍ୟବହାରିକ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଛଅ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ପ୍ରଶିକ୍ଷିକା, ଆୟୋଜକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଭୌତିକ ବିଜ୍ଞାନ ଅଧ୍ୟାପିକା ତଥା ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱରେ ଥିବା ଶ୍ରୀମତୀ ଲିପିକା ପ୍ରଧାନ ଉପସ୍ଥିତ ଥିଲେ । ସେ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସହଯୋଗମୂଳକ ଶିକ୍ଷା ପରିବେଶ ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ  ମୃତ୍ୟୁଞ୍ଜୟ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.