Shuru
Apke Nagar Ki App…
ନୁନହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଜିଜ୍ଞଶା। ନୁନହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଜିଜ୍ଞଶା।ଯୋଗଦେଲେ ବ୍ଲକ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର।
BHOJARAJ DANDASENA
ନୁନହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଜିଜ୍ଞଶା। ନୁନହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଜିଜ୍ଞଶା।ଯୋଗଦେଲେ ବ୍ଲକ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର।
More news from ଓଡ଼ିଶା and nearby areas
- ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ ଅଭିଯୋଗ। ଭିଡିଓ ଭାଇରାଲ ।1
- ସ୍ଥାନୀୟ ପୋଲିସ ପଡ଼ିଆ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା1
- ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।2
- ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା1
- Post by Murari Sweet3
- Post by Jay kala _ jay Kalinga1
- ନୂଆପଡା -୧୮/୦୨ -ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ସଦର ବସ୍ ଷ୍ଟାଣ୍ଡର ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି l ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ l କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ l ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ l ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମ୍ମାନର ଅଧିକାରୀ l ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା l ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ l3
- ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁ ର ବିନ୍ଦିଆ ଙ୍କ ବାପା ଙ୍କ ପ୍ରତିକ୍ରିୟା।1