logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖଡିଆଳ ପୋଲିସ କୁ ବଡ ସଫଳତା, ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।

9 hrs ago
user_Samir Meher
Samir Meher
Social worker ଖରିଆର, ନୂଆପଡ଼ା, ଓଡ଼ିଶା•
9 hrs ago
51a309e0-5aab-4842-9985-b28a003415f3

ଖଡିଆଳ ପୋଲିସ କୁ ବଡ ସଫଳତା, ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା।

ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।

More news from ଓଡ଼ିଶା and nearby areas
  • ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।
    2
    ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା  ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ  ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ  ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର  ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।
    user_Samir Meher
    Samir Meher
    Social worker ଖରିଆର, ନୂଆପଡ଼ା, ଓଡ଼ିଶା•
    9 hrs ago
  • ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
    1
    ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    12 hrs ago
  • ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁ ର ବିନ୍ଦିଆ ଙ୍କ ବାପା ଙ୍କ ପ୍ରତିକ୍ରିୟା।
    1
    ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁ ର ବିନ୍ଦିଆ ଙ୍କ ବାପା ଙ୍କ ପ୍ରତିକ୍ରିୟା।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    20 hrs ago
  • ନୂଆପଡା -୧୮/୦୨ -ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ସଦର ବସ୍ ଷ୍ଟାଣ୍ଡର ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି l ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ l କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ l ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ l ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମ୍ମାନର ଅଧିକାରୀ l ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା l ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ l
    3
    ନୂଆପଡା -୧୮/୦୨ -ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ସଦର ବସ୍ ଷ୍ଟାଣ୍ଡର ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ  ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି l ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ l କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ l ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି  ଉପସ୍ଥିତ ଥିଲେ l ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ l ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ   ସମ୍ମାନର ଅଧିକାରୀ l ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା l ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ  ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ l
    user_Surendra Tiwari
    Surendra Tiwari
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    8 hrs ago
  • 'ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନା’ – ଫେବୃଆରୀ ୨୦ରେ ନୂଆପଡାରେ ଅନୁଷ୍ଠିତ ହେବ ‘ରାହାଗିରି’, ଜନ ସାଧାରଣ ସଚେତନ ହେଲେ ଅଭିଯାନ ସଫଳ ହେବ - ଜିଲ୍ଲାପାଳ l
    1
    'ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନା’ – ଫେବୃଆରୀ ୨୦ରେ ନୂଆପଡାରେ ଅନୁଷ୍ଠିତ ହେବ  ‘ରାହାଗିରି’, ଜନ ସାଧାରଣ ସଚେତନ ହେଲେ  ଅଭିଯାନ ସଫଳ ହେବ - ଜିଲ୍ଲାପାଳ l
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    20 hrs ago
  • କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।
    1
    କଳାହାଣ୍ଡି:  ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ  ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • ସ୍ଥାନୀୟ ପୋଲିସ ପଡ଼ିଆ ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ  ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା
    1
    ସ୍ଥାନୀୟ ପୋଲିସ ପଡ଼ିଆ ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ  ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    14 hrs ago
  • ନୂଆପଡା -୧୮/୦୨- ନୂଆପଡା ଜିଲ୍ଲାର ସରକାରୀ ହୋମିଓପାଥିକ ଚିକିତ୍ସାଳୟ (ଜିଏଚ୍‌ଡି) ଏବଂ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ (ଜିଏଡି) ଗୁଡ଼ିକର ଉନ୍ନତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଗଣ୍ଡାବାହାଲି ସରକାରୀ ହୋମିଓପାଥିକ ଚିକିତ୍ସାଳୟର ହୋମିଓପାଥିକ ଡାକ୍ତର ବିଦ୍ୟା ଭୂଷଣ ବାରିକ ସମସ୍ତଙ୍କୁ ସ୍ୱାଗତ କରି ଗତ ସମୀକ୍ଷା ବୈଠକର କାର୍ଯ୍ୟାନୁଷ୍ଠାନ ଉପସ୍ଥାପନ କରିଥିଲେ।ସିନାପାଲି ବ୍ଲକ୍‌ ଅଧୀନ ଗଣ୍ଡାବାହାଲି ଜିଏଚ୍‌ଡି, କୋମନା ବ୍ଲକ୍‌ ଅଧୀନ ଡାବ୍ରି ଜିଏଚ୍‌ଡି, ନୂଆପଡା ବ୍ଲକ୍‌ ଅଧୀନ କୁଲିଆବନ୍ଧ ଜିଏଚ୍‌ଡି ଏବଂ ବୋଡେନ ବ୍ଲକ୍‌ ଅଧୀନ ଖଇରା ଜିଏଚ୍‌ଡି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ (ଡିଏଚଏମଓ) ଇନ୍‌ଚାର୍ଜ ଭବାନୀପଟଣା , ଶରତ ଚନ୍ଦ୍ର ସାହୁଙ୍କ ଦ୍ୱାରା ଜମି ବିନିମୟ ସମ୍ବନ୍ଧୀୟ ଫାଇଲଗୁଡ଼ିକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପର୍କିତ ତହସିଲଦାରମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ସେହିପରି, ନୂଆପଡାରେ ନୂତନ ଡିଏଚଏମଓ/ଡିଏଏମଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅଧ୍ୟକ୍ଷାଙ୍କ ନିକଟରେ ଆବେଦନ ଦାଖଲ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲାପାଳ ନୂଆପଡା ତହସିଲଦାରଙ୍କୁ ଡିଏଚଏମଓ ଏବଂ ଡିଏମଓଙ୍କ କାର୍ଯ୍ୟାଳୟ ଓ କର୍ମଚାରୀ ନିବାସ ପାଇଁ ୫୦ ଡେସିମଲ୍‌ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣ୍ଡାବାହାଲି ଜିଏଚ୍‌ଡିରେ ଟେଲିମେଡିସିନ୍‌ ସୁବିଧା ଆରମ୍ଭ ହୋଇଥିବା ସୂଚନା ମଧ୍ୟ ବୈଠକରେ ଦିଆଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜିଏଚ୍‌ଡି ଓ ଜିଏଡି ଗୁଡ଼ିକର ସାମଗ୍ରିକ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ଵର ସେଠୀ, ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ରାଖାଳ ମାଝି, ଡାବ୍ରି ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ସୁନୀତା ସୋରେନ, କୁଲିଆବନ୍ଧ ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ସ୍ୱପ୍ନା ମେହେର, ସିଆଲଟି ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. କଲ୍ୟାଣୀ ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    3
    ନୂଆପଡା -୧୮/୦୨-  ନୂଆପଡା ଜିଲ୍ଲାର ସରକାରୀ ହୋମିଓପାଥିକ ଚିକିତ୍ସାଳୟ (ଜିଏଚ୍‌ଡି) ଏବଂ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ (ଜିଏଡି) ଗୁଡ଼ିକର ଉନ୍ନତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଗଣ୍ଡାବାହାଲି ସରକାରୀ ହୋମିଓପାଥିକ ଚିକିତ୍ସାଳୟର ହୋମିଓପାଥିକ ଡାକ୍ତର ବିଦ୍ୟା ଭୂଷଣ ବାରିକ ସମସ୍ତଙ୍କୁ ସ୍ୱାଗତ କରି ଗତ ସମୀକ୍ଷା ବୈଠକର କାର୍ଯ୍ୟାନୁଷ୍ଠାନ ଉପସ୍ଥାପନ କରିଥିଲେ।ସିନାପାଲି ବ୍ଲକ୍‌ ଅଧୀନ ଗଣ୍ଡାବାହାଲି ଜିଏଚ୍‌ଡି, କୋମନା ବ୍ଲକ୍‌ ଅଧୀନ ଡାବ୍ରି ଜିଏଚ୍‌ଡି, ନୂଆପଡା ବ୍ଲକ୍‌ ଅଧୀନ କୁଲିଆବନ୍ଧ ଜିଏଚ୍‌ଡି ଏବଂ ବୋଡେନ ବ୍ଲକ୍‌ ଅଧୀନ ଖଇରା ଜିଏଚ୍‌ଡି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। 
ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ (ଡିଏଚଏମଓ) ଇନ୍‌ଚାର୍ଜ ଭବାନୀପଟଣା , ଶରତ ଚନ୍ଦ୍ର ସାହୁଙ୍କ ଦ୍ୱାରା ଜମି ବିନିମୟ ସମ୍ବନ୍ଧୀୟ ଫାଇଲଗୁଡ଼ିକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପର୍କିତ ତହସିଲଦାରମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। 
ସେହିପରି, ନୂଆପଡାରେ ନୂତନ ଡିଏଚଏମଓ/ଡିଏଏମଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅଧ୍ୟକ୍ଷାଙ୍କ ନିକଟରେ ଆବେଦନ ଦାଖଲ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲାପାଳ ନୂଆପଡା ତହସିଲଦାରଙ୍କୁ ଡିଏଚଏମଓ ଏବଂ ଡିଏମଓଙ୍କ କାର୍ଯ୍ୟାଳୟ ଓ କର୍ମଚାରୀ ନିବାସ ପାଇଁ ୫୦ ଡେସିମଲ୍‌ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣ୍ଡାବାହାଲି ଜିଏଚ୍‌ଡିରେ ଟେଲିମେଡିସିନ୍‌ ସୁବିଧା ଆରମ୍ଭ ହୋଇଥିବା ସୂଚନା ମଧ୍ୟ ବୈଠକରେ ଦିଆଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜିଏଚ୍‌ଡି ଓ ଜିଏଡି ଗୁଡ଼ିକର ସାମଗ୍ରିକ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। 
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ଵର ସେଠୀ, ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ରାଖାଳ ମାଝି, ଡାବ୍ରି ହୋମିଓପାଥିକ ଚିକିତ୍ସା ଅଧିକାରୀ  ଡା. ସୁନୀତା ସୋରେନ, କୁଲିଆବନ୍ଧ ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ସ୍ୱପ୍ନା ମେହେର, ସିଆଲଟି ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. କଲ୍ୟାଣୀ ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    user_Surendra Tiwari
    Surendra Tiwari
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.