logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିହଲପ୍ରସାଦ ମଣ୍ଡଳ ସଭାପତି ଆନନ୍ଦ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ପିଙ୍ଗୁଆ କଲ୍ୟାଣ ମଣ୍ଡପ ରେ ମଣ୍ଡଳ ସ୍ତରୀୟ ଆଗମୀ ତ୍ରିରଙ୍ଗା ଯାତ୍ରା ନିମନ୍ତେ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଅଗଷ୍ଟ ୧୦ ରୁ ୧୪ ତ୍ରିରଙ୍ଗା ଶୋଭାଯାତ୍ରା, ୧୩ ରୁ ୧୫ ହର ଘର ତ୍ରିରଙ୍ଗା, ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାର୍ଲ୍ୟାର୍ପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକର୍ମ ପାଇଁ ପ୍ରସ୍ତୁତି ବୈଠକରେ ଯୋଗଦେବା ଅବସରରେ. . ମୋ ସହିତ, ଏହି ପୋଗ୍ରାମ୍ ର ସଂଯୋଜୋକ ତଥା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ବଡ଼ ଭାଇ ରତିକାନ୍ତ ସାହୁ ଯୋଗଦେଇ ବିସ୍ତୃତ ଆଲୋଚନା ମାଧ୍ୟମ ରେ ରୋଡ ମ୍ୟାପ୍ ପ୍ରସ୍ତୁତ କରାଗଲା।।

on 9 August
user_Tapasdas
Tapasdas
Journalist Dhenkanal Sadar, Odisha•
on 9 August
579accfe-5cf1-4fc7-9a8c-e67799f7cb9e
1c9a6d9f-43fc-4dcd-8780-ea82c4af8c7e
974226c7-c0a3-49fd-85b0-055ed05954dc

ନିହଲପ୍ରସାଦ ମଣ୍ଡଳ ସଭାପତି ଆନନ୍ଦ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ପିଙ୍ଗୁଆ କଲ୍ୟାଣ ମଣ୍ଡପ ରେ ମଣ୍ଡଳ ସ୍ତରୀୟ ଆଗମୀ ତ୍ରିରଙ୍ଗା ଯାତ୍ରା ନିମନ୍ତେ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଅଗଷ୍ଟ ୧୦ ରୁ ୧୪ ତ୍ରିରଙ୍ଗା ଶୋଭାଯାତ୍ରା, ୧୩ ରୁ ୧୫ ହର ଘର ତ୍ରିରଙ୍ଗା, ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାର୍ଲ୍ୟାର୍ପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକର୍ମ ପାଇଁ ପ୍ରସ୍ତୁତି ବୈଠକରେ ଯୋଗଦେବା ଅବସରରେ. . ମୋ ସହିତ, ଏହି ପୋଗ୍ରାମ୍ ର ସଂଯୋଜୋକ ତଥା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ବଡ଼ ଭାଇ ରତିକାନ୍ତ ସାହୁ ଯୋଗଦେଇ ବିସ୍ତୃତ ଆଲୋଚନା ମାଧ୍ୟମ ରେ ରୋଡ ମ୍ୟାପ୍ ପ୍ରସ୍ତୁତ କରାଗଲା।।

More news from Odisha and nearby areas
  • ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ନଗର ଶାଖାର ସାଂଗଠନିକ ବୈଠକ, ୧୨ ଟି ୱାର୍ଡର ଦାୟୀତ୍ୱ ବଣ୍ଟନ ଢେଙ୍କାନାଳ : ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ନଗର ସଭାପତି ଦେବାଶିଷ ନନ୍ଦଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଳର ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା,ଜିଲ୍ଲା ସମ୍ପାଦକ ଅନୀଲ ସାମଲ ପ୍ରମୁଖ ଯୋଗ ଦେଇ ଦଳର ନୀତି ଆଦର୍ଶ, ଦଳର ବିଭିନ୍ନ ରାଜ୍ୟରେ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ପୌରାଞ୍ଚଳରେ ଆଗାମୀ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜଭୁତ କରିବାପାଇଁ ଉପସ୍ଥିତ ଓ୍ବାର୍ଡ ସଭାପତିମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି କେନ୍ଦ୍ରୀୟ ନେତା ତଥା ଓଡ଼ିଶା ପ୍ରଭାରୀଙ୍କ ଢେଙ୍କାନାଳ ଆଗମନ ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ନାୟକ ଚଳିତ ବର୍ଷର ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଲୋକଙ୍କ ଆଶା ଓ ଭରଷା ଆମ୍ ଆଦମୀ ପାର୍ଟି ଉପରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ କର୍ମୀ ମାନଙ୍କୁ ସୂଚିତ କରିଥିଲେ। ବରିଷ୍ଠ ସଦସ୍ୟ ପିତାମ୍ବର ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ଯ ସମସ୍ତେ ନିଜର ଭୂମିକା ଅନୁସାରେ ଦଳର ସଂଗଠନ ସୁଦୃଢ କରିବା ପାଇଁଁ ମତ ପ୍ରକାଶ କରିଥିଲେ। ନିଜ ନିଜ ଓ୍ବାର୍ଡର ବିଭିନ୍ନ ସମସ୍ୟା ସମାଧାନ କରିବାପାଇଁ ପ୍ରତ୍ୟେକ ଘର ଘର ବୁଲି ଲୋକଙ୍କୁ ସଚେତନ କରି ଏକତ୍ରିତ ହେବାପାଇଁ ମତାମତ ଦେଇଥିଲେ। ମହିଳା ସଭାନେତ୍ରୀ ରୁକ୍ମଣୀ ଦଳେଇଙ୍କୁ ଢେଙ୍କାନାଳ ବିଧାନସଭା ଦାୟୀତ୍ୱ ନେବାପାଇଁ ପ୍ରସ୍ତାବ ଆସିଲା। ସେହିପରି ୧୨ ଟି ୱାର୍ଡ ସଭାପତି ମାନେ ନିଜ ୱାର୍ଡର ଦାୟିତ୍ୱ ନେଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପାଞ୍ଚ ଜଣିଆ ୱାର୍ଡ କମିଟି କରାଯିବାପାଇଁ ନିଷ୍ପତ୍ତି ନିଆଗଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସିଂହ, ଶିବାଜୀ ମଲିକ, ଇଂ ପିତାମ୍ବର ଦାସ, ଅନିଲ ନାଥ, ରାକେଶ ପରିଡ଼ା, ସୁରେଶ ପଟ୍ଟନାୟକ, କଳାକାର ଯୁଧିଷ୍ଠିର ଦାସ, ଜୟଦେବ ବେହେରା, ନଗର ଉପସଭାପତି ବିଜୟ କୁମାର ଦାସ, ନଗର ସମ୍ପାଦକ ଜିତେନ୍ଦ୍ରୀୟ ପଣ୍ଡା, ସୁକାନ୍ତି ରାଉତ, ନିତ୍ୟାନନ୍ଦ ପଣ୍ଡା, ସୁନୀଲ ସାହୁ, ମିଟୁ ମହାପାତ୍ର ପ୍ରମୁଖଙ୍କ ସହିତ ଅନେକ କର୍ମୀ ଯୋଗ ଦେଇଥିଲେ l ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l
    1
    ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ନଗର ଶାଖାର ସାଂଗଠନିକ ବୈଠକ, ୧୨ ଟି ୱାର୍ଡର ଦାୟୀତ୍ୱ ବଣ୍ଟନ 
ଢେଙ୍କାନାଳ : ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ନଗର ସଭାପତି ଦେବାଶିଷ ନନ୍ଦଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଳର ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା,ଜିଲ୍ଲା ସମ୍ପାଦକ ଅନୀଲ ସାମଲ ପ୍ରମୁଖ ଯୋଗ ଦେଇ ଦଳର ନୀତି ଆଦର୍ଶ,  ଦଳର ବିଭିନ୍ନ ରାଜ୍ୟରେ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ପୌରାଞ୍ଚଳରେ ଆଗାମୀ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜଭୁତ କରିବାପାଇଁ ଉପସ୍ଥିତ ଓ୍ବାର୍ଡ ସଭାପତିମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି କେନ୍ଦ୍ରୀୟ ନେତା ତଥା ଓଡ଼ିଶା ପ୍ରଭାରୀଙ୍କ ଢେଙ୍କାନାଳ ଆଗମନ ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ନାୟକ ଚଳିତ ବର୍ଷର ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଲୋକଙ୍କ ଆଶା ଓ ଭରଷା ଆମ୍ ଆଦମୀ ପାର୍ଟି ଉପରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ କର୍ମୀ ମାନଙ୍କୁ ସୂଚିତ କରିଥିଲେ। ବରିଷ୍ଠ ସଦସ୍ୟ ପିତାମ୍ବର ସାମନ୍ତରାୟ  ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ଯ ସମସ୍ତେ ନିଜର ଭୂମିକା ଅନୁସାରେ ଦଳର ସଂଗଠନ ସୁଦୃଢ କରିବା ପାଇଁଁ ମତ ପ୍ରକାଶ କରିଥିଲେ। ନିଜ ନିଜ ଓ୍ବାର୍ଡର ବିଭିନ୍ନ ସମସ୍ୟା ସମାଧାନ କରିବାପାଇଁ ପ୍ରତ୍ୟେକ ଘର ଘର ବୁଲି ଲୋକଙ୍କୁ ସଚେତନ କରି ଏକତ୍ରିତ ହେବାପାଇଁ ମତାମତ ଦେଇଥିଲେ। ମହିଳା ସଭାନେତ୍ରୀ ରୁକ୍ମଣୀ ଦଳେଇଙ୍କୁ ଢେଙ୍କାନାଳ ବିଧାନସଭା ଦାୟୀତ୍ୱ ନେବାପାଇଁ ପ୍ରସ୍ତାବ ଆସିଲା। ସେହିପରି ୧୨ ଟି ୱାର୍ଡ ସଭାପତି ମାନେ ନିଜ ୱାର୍ଡର ଦାୟିତ୍ୱ ନେଇ  ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପାଞ୍ଚ ଜଣିଆ ୱାର୍ଡ କମିଟି କରାଯିବାପାଇଁ  ନିଷ୍ପତ୍ତି ନିଆଗଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସିଂହ, ଶିବାଜୀ ମଲିକ, ଇଂ ପିତାମ୍ବର ଦାସ, ଅନିଲ ନାଥ, ରାକେଶ ପରିଡ଼ା, ସୁରେଶ ପଟ୍ଟନାୟକ, କଳାକାର ଯୁଧିଷ୍ଠିର ଦାସ, ଜୟଦେବ ବେହେରା, ନଗର ଉପସଭାପତି ବିଜୟ କୁମାର ଦାସ, ନଗର ସମ୍ପାଦକ ଜିତେନ୍ଦ୍ରୀୟ ପଣ୍ଡା, ସୁକାନ୍ତି ରାଉତ, ନିତ୍ୟାନନ୍ଦ ପଣ୍ଡା, ସୁନୀଲ ସାହୁ, ମିଟୁ ମହାପାତ୍ର ପ୍ରମୁଖଙ୍କ ସହିତ ଅନେକ କର୍ମୀ ଯୋଗ ଦେଇଥିଲେ l ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l
    user_Tapasdas
    Tapasdas
    Journalist Dhenkanal Sadar, Odisha•
    23 hrs ago
  • Post by Anwar ali khan
    1
    Post by Anwar ali khan
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    53 min ago
  • କଟକ ଖପୁରୀୟା ଠାରେ ମେଳା ଆୟୋଜନ
    2
    କଟକ ଖପୁରୀୟା ଠାରେ ମେଳା ଆୟୋଜନ
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    18 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Jatani, Khordha•
    1 hr ago
  • ସୁକିନ୍ଦା ଗଡ଼ରେ ବିଜେପି ଆଗେଇ ଚାଲୁଥିବା ବେଳେ ବିଜେଡି ର ଦୃଗ ଭୁଶୁଡି ଯାଉଛି
    1
    ସୁକିନ୍ଦା ଗଡ଼ରେ ବିଜେପି ଆଗେଇ ଚାଲୁଥିବା ବେଳେ ବିଜେଡି ର ଦୃଗ ଭୁଶୁଡି ଯାଉଛି
    user_Kalingnagar khabar
    Kalingnagar khabar
    Jajpur, Odisha•
    21 hrs ago
  • ଖେଳ ଚାଲିଲା ବେଳେ ପଡିଲେ ଧରା
    1
    ଖେଳ ଚାଲିଲା ବେଳେ ପଡିଲେ ଧରା
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    14 hrs ago
  • ଜୟ ଜଗନ୍ନାଥ 🙏🙏🙏🙏
    1
    ଜୟ ଜଗନ୍ନାଥ 🙏🙏🙏🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    17 hrs ago
  • ବିଜେପି କଣ ଳେଖିବି
    1
    ବିଜେପି କଣ ଳେଖିବି
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.