Shuru
Apke Nagar Ki App…
#ଚାଖି_ଖୁଣ୍ଟିଆ_ଙ୍କ_୨୦୩_ତମ_ଜୟନ୍ତୀ_ପାଳିତ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୩ ତମ ଜୟନ୍ତୀ ପାଳିତ ହୋଇଥିଲା।
ROMAN REIGNS

More news from Sharata and nearby areas
- ତାତାୱ ଏନାକ ଶରତ ରିନ ଆଦିବାସୀ /Tataw Ana Ko Sarat Rin Adivasi1
- ବ୍ଲକ ଗଠନ ଦାବିରେ “ ଶରତ ବିକାଶ ମଞ୍ଚ"ର ବିକ୍ଷୋଭ, ...1
- ଲଷ୍ମୀନାରାୟଣ ମନ୍ଦିର,ବୈଶିଙ୍ଗା,ମୟୁରଭଞ୍ଜ🤗1
- ମୟୁରଭଞ୍ଜ ଜିଲ୍ଲା ର ପ୍ରାଚୀନ ପ୍ରତୀକ ଟିକୁ ପୁର୍ନ ସ୍ଥାପନା ପ୍ରକ୍ରିୟା.1
- #ଚାଖି_ଖୁଣ୍ଟିଆ_ଙ୍କ_୨୦୩_ତମ_ଜୟନ୍ତୀ_ପାଳିତ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୩ ତମ ଜୟନ୍ତୀ ପାଳିତ ହୋଇଥିଲା।1
- ଉଦଳାମହୋତ୍ସବ,ଧୂମସା 💥💃💥ନାଚ, ଗୀତରଝଲକ 🌻🕺🌻ମୟୁରଭଞ୍ଜ ☘️🍒☘️1
- Tike haule chalo ❤️🫵🥰 muna09 …1
- Post by Rajan1
- ଆଜି ବୁଲିବାକୁ ଗଲୁ ରାଇରଙ୍ଗପୁର ବସ ଷ୍ଟାଣ୍ଡ l Rairangpur Kolkata big bazar tour l1