#ହାତୀ_ସୁରକ୍ଷା_ପାଇଁ_ଚିନ୍ତାରେ_ବନ_ବିଭାଗ ଅନୁଗୁଳ ରେ ହାତୀ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ହାତୀ ସୁରକ୍ଷା ପାଇଁ ଚିନ୍ତାରେ ବନ ବିଭାଗ। ଏହି କିଛି ଦିନ ପୂର୍ବେ ହାତୀ ମୃତ୍ୟୁ ଘଟଣା ବନ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ, ସେପଟେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ପରିପ୍ରେକ୍ଷୀରେ ହାତୀ ଓ ମଣିଷ ଙ୍କୁ କିପରି ସୁରକ୍ଷା ମିଳିବ ସେନେଇ ଆଜି ବନ ବିଭାଗ ପକ୍ଷରୁ ଏକ କୋର୍ କମିଟି ବୈଠକ ଅନୁଗୁଳର ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ହାତୀ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହ ଆଲୋଚନା କରିବା ସହ, ଖୁବ୍ ଶୀଘ୍ର ବିଧାନସଭା ରେ ହାତୀ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ବିଧାୟକ କହିଥିଲେ। ବୈଠକରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ହାତୀ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପଟେ ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଖାଦ୍ୟ ପାଇଁ ଗାଁ ମୁହାଁ ହେଉଥିବା ହାତୀଙ୍କୁ କିପରି ଅନ୍ୟତ୍ର ତଡା ଯାଇପାରିବ ସେନେଇ ବନ ବିଭାଗଙ୍କୁ ପରାମର୍ଶ ଦେଇଥିଲେ । ସେପଟେ ବନ ବିଭାଗ ପକ୍ଷରୁ ହୋଇଥିବା କୋର୍ କମିଟି ବୈଠକରେ DFO ନୀତିଶ କୁମାର ଗଙ୍ଗଦେଓ କହିଛନ୍ତି ଦିନକୁ ଦିନ ହାତୀ ଉପଦ୍ରଵ ଓ ହାତୀମୃତ୍ୟୁ ଘଟଣାକୁ କିପରି ରୋକାଯାଇ ପାରିବ ଏବଂ ଗାଁ ମୁହାଁ ହେଉଥିବା ହାତୀଙ୍କୁ ବିଭିନ୍ନ ରେଞ୍ଜ ରେ ହାତୀ ମିତ୍ର ମାନେ ଏହାକୁ ଦୃଷ୍ଟି ଦେବେ ବୋଲି DFO ଶ୍ରୀ ଦେଓ ପ୍ରକାଶ କରିଥିଲେ। କୋର୍ କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବର୍ନେନ୍ଦୁ ମହାନ୍ତି, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ପ୍ରମୁଖ ସାମିଲ ଥିଲେ।

- ମାଏଲାଜଡ଼ ସମ୍ବଲପୁରି ଡେନ୍ସ୍ V...1
- ସମ୍ବଲପୁର: ମୁଖ୍ୟ ରାସ୍ତା ଉପରେ ଜଳିଗଲ ବ୍ୟାଟେରୀ ସ୍କୁଟର1
- ଚୁଟକୁ ଚୁଟା ସମ୍ବଲପୁରି ଡେନ୍ସ୍ (୨୦୨୨) ଦେଖୁନ୍ ଆମର୍ ସମ୍ବଲପୁରି ଗୀତ୍ କେନ୍ତା ସୁନ୍ଦର୍ ନାଚୁଛନ୍ ଭଉଣୀ । ତାକର ନାଚି ମନ୍ ମୁହି ନେଲା ଦେଖିକରି Video- Govt School Odisha1
- #ସମ୍ବଲପୁରୀ ଗୀତରେ ଦୁଲୁକିଲା ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ1
- #ହାତୀ_ସୁରକ୍ଷା_ପାଇଁ_ଚିନ୍ତାରେ_ବନ_ବିଭାଗ ଅନୁଗୁଳ ରେ ହାତୀ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ହାତୀ ସୁରକ୍ଷା ପାଇଁ ଚିନ୍ତାରେ ବନ ବିଭାଗ। ଏହି କିଛି ଦିନ ପୂର୍ବେ ହାତୀ ମୃତ୍ୟୁ ଘଟଣା ବନ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ, ସେପଟେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ପରିପ୍ରେକ୍ଷୀରେ ହାତୀ ଓ ମଣିଷ ଙ୍କୁ କିପରି ସୁରକ୍ଷା ମିଳିବ ସେନେଇ ଆଜି ବନ ବିଭାଗ ପକ୍ଷରୁ ଏକ କୋର୍ କମିଟି ବୈଠକ ଅନୁଗୁଳର ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ହାତୀ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହ ଆଲୋଚନା କରିବା ସହ, ଖୁବ୍ ଶୀଘ୍ର ବିଧାନସଭା ରେ ହାତୀ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ବିଧାୟକ କହିଥିଲେ। ବୈଠକରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ହାତୀ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପଟେ ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଖାଦ୍ୟ ପାଇଁ ଗାଁ ମୁହାଁ ହେଉଥିବା ହାତୀଙ୍କୁ କିପରି ଅନ୍ୟତ୍ର ତଡା ଯାଇପାରିବ ସେନେଇ ବନ ବିଭାଗଙ୍କୁ ପରାମର୍ଶ ଦେଇଥିଲେ । ସେପଟେ ବନ ବିଭାଗ ପକ୍ଷରୁ ହୋଇଥିବା କୋର୍ କମିଟି ବୈଠକରେ DFO ନୀତିଶ କୁମାର ଗଙ୍ଗଦେଓ କହିଛନ୍ତି ଦିନକୁ ଦିନ ହାତୀ ଉପଦ୍ରଵ ଓ ହାତୀମୃତ୍ୟୁ ଘଟଣାକୁ କିପରି ରୋକାଯାଇ ପାରିବ ଏବଂ ଗାଁ ମୁହାଁ ହେଉଥିବା ହାତୀଙ୍କୁ ବିଭିନ୍ନ ରେଞ୍ଜ ରେ ହାତୀ ମିତ୍ର ମାନେ ଏହାକୁ ଦୃଷ୍ଟି ଦେବେ ବୋଲି DFO ଶ୍ରୀ ଦେଓ ପ୍ରକାଶ କରିଥିଲେ। କୋର୍ କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବର୍ନେନ୍ଦୁ ମହାନ୍ତି, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ପ୍ରମୁଖ ସାମିଲ ଥିଲେ।1
- ସମ୍ବଲପୁର ଜିଲ୍ଲାରେ ଆଜିଠୁ ଖରିଫ ଋତୁ ଧାନ ସଂଗ୍ରହ ଆରମ୍ଭ । ଏଥିପାଇ ଜିଲ୍ଲା ଯୋଗାଣା ବିଭାଗ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି ।1
- ଟ୍ରେନରୁ ଓହ୍ଲାଇଲେ ନି ଯୁବତୀ--ନିଖୋଜ ମାମଲା ରୁଜୁ ମଧ୍ୟରାତ୍ରୀରେ ବାପା ଆସିଥିଲେ ଝିଅକୁ ନେବା ପାଇଁ ରେଲୱେ ଷ୍ଟେସନ । କିନ୍ତୁ ଝିଅ ଟ୍ରେନରୁ ନ ଓହ୍ଲାଇ କେଉଁଆଡ଼େ ଚାଲିଯାଇଥିଲେ । ଶେଷରେ ଏ ନେଇ ବାମରା ଜି ଆର ପି ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ,ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ତାଲଡିହି(କଲୋନୀ ପଡ଼ା)ର ମାଙ୍ଗରା ସାଙ୍ଗା ଙ୍କ ପରିବାର ଅତି ଗରିବ ଶ୍ରେଣୀର । ପରିବାର ଚଳାଇବା କଷ୍ଟକର ହେଇ ପଡ଼ିବରୁ ତାଙ୍କ ନାତି ବିଷ ସାଙ୍ଗା(୧୮)ଓ ନାତୁଣୀ ବୁଦୋ ସାଙ୍ଗା(୨୦)ଓରଫ ସାନିୟାର ଗତ ପ୍ରାୟ ୨ ମାସ ଆଗରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରକୁ ଦାଦନ ଶ୍ରମିକ ଭାବେ ଘରୁ ବାହାରିଥିଲେ । ସେଠାରେ ସେମାନେ ବିଭିନ୍ନ କିସମର ମାଛ ପ୍ୟାକିଂ କାମରେ ନିୟୋଜିତ ଥିଲେ । ମାତ୍ର ଘରେ କୌଣସି ଏକ ଜରୁରୀ କାମ ପଡ଼ିବରୁ ଉଭୟ ଭାଇ ଭଉଣୀ କୁ ଘରକୁ ଡକାଇଥିଲେ । କିନ୍ତୁ ଠିକା ସଂସ୍ଥାର ମାଲିକ ତାଙ୍କୁ ନ ଛାଡ଼ିବାରୁ, ଭାଇକୁ ଛାଡ଼ି ଦେଇ ବୁଦୋ ସାଙ୍ଗା ବାଧ୍ୟ ହୋଇ ଏକୁଟିଆ ଗତ ୨ ଦିନ ତଳେ ଏଲ୍ଲୀପ୍ପୀ--ଧନବାଦ ଏକ୍ସପ୍ରେସ ଟ୍ରେନ ଯୋଗେ ଘର ମୁହାଁ ହୋଇଥିଲେ । ଭାଇ ବିଷ ତାଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଛାଡିବାକୁ ଆସିଥିଲେ । ଉଭୟ ଭାଇ ଭଉଣୀ ବିଶାଖାପାଟଣା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । ଏହାପରେ ବଲାଙ୍ଗୀର ଯାଏଁ ବୁଦୋଙ୍କ ମୋବାଇଲ ଅନ ଥିବାବେଳେ, ସମ୍ବଲପୁର ଆସୁ ଆସୁ ମୋବାଇଲ ଟି ସୁଇଚ ଅଫ ହୋଇ ଯାଇଥିଲା । ରବିବାର ଦିନ ମଧ୍ୟ ରାତ୍ରି ଯାଏଁ ବାପା ପୁନିଆ ସାଙ୍ଗା ,ବାମରା ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ,ଝିଅ ଆସିଲେ ସାଙ୍ଗରେ ନେଇକି ଯିବେ । ମାତ୍ର ଟ୍ରେନ ଛାଡ଼ିବା ପରେ ଝିଅ ନ ଆସିବାରୁ ବାଧ୍ୟ ହୋଇ ଦୁଃଖରେ ଘରକୁ ଫେରି ଯାଇଥିଲେ । ଏ ନେଇ ସୋମବାର ଦିନ ବାମରା ଜି ଆର ପି ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରାଯାଇଥିବା ଫାଣ୍ଡି ଅଧିକାରୀ ଅରୁଣ କୁମାର ଭଇଁସାଲ ସୂଚନା ଦେଇଛନ୍ତି ।1
- #ଆରମ୍ଭ_ହେଲା_ଧାନ_କିଣା ବିଭିନ୍ନ ସମସ୍ୟା ଭିତରେ ସମ୍ବଲପୁର ସହରର ବରେଇପାଲି ସମେତ ଜିଲ୍ଲାର ୩୪ ମଣ୍ଡିରେ ଆରମ୍ଭ ହେଲା ଧାନ କିଣା । ସେପଟେ ଟୋକନର ଅବଧି ୩୦ ଦିନ ରଖାଯିବାକୁ ନେଇ ଚିନ୍ତାରେ ଚାଷୀ1