ବୌଦ୍ଧ ଜିଲ୍ଲା ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବିଶ୍ୱ ମାତୃଭାଷା ବିଦଶର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରଭଙ୍ଗା ବ୍ଲକରେ ବିଶ୍ୱ ମାତୃଭାଷା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ଫେବୃଆରୀ ୨୧ ବିଶ୍ୱ ମାତୃଭାଷା ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ବାର୍ତ୍ତା ଦେବାସହ ଶୋଭାଯାତ୍ରା ରେ ଗ୍ରାମ ସାହି ପରିକ୍ରମା କରାଯାଉଥିବା ଦେଖିବାକୁ ମିଳିଥିଲା। ବ୍ଲଚ୍ଚ ର ଛତରଙ୍ଗ, ଖରାଭୂଇଁ, ନୂଆପଡା, କୁସଙ୍ଗ, ହରଭଙ୍ଗା ସମେତ ସମସ୍ତ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।

- ଏବେ ସାରା ରାଜ୍ୟରେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା। ଏହି କ୍ରମରେ ଶନିବାର ଦିନ ଛାତ୍ରୀଛାତ୍ର ଦେବେ ଇଂରାଜୀ ପରୀକ୍ଷା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବ୍ଲକ ର ଉପାନ୍ତ ଲୁତୁରପଙ୍କ ହାଇସ୍କୁଲରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଛି। ଏହି କେନ୍ଦ୍ର ରେ ଅମରପାଲି ହାଇସ୍କୁଲ ସମେତ ଅଚଣ୍ଡା ହାଇସ୍କୁଲ ର କେନ୍ଦ୍ର ହୋଇଛି। ଆଜି ଇଂରାଜୀ ପରୀକ୍ଷା ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।1
- ମିଛ ପ୍ରତିଶ୍ରୁତି ଏବେ ସତ ପ୍ରମାଣିତ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।1
- #ସୋନପୁର_ସହର_ରେ_କିନ୍ନର_ଶୋଭାଯାତ୍ରା #rishitv #OdisaNews #Subarnapur #sonepurtown #tranjander #held ଦେବୀ ମାଙ୍କୁ ପୂଜାଅର୍ଚନା କରି ସହର ପରିକ୍ରମା1
- ଚଳିତବର୍ଷ ଭୁବନେଶ୍ୱରରେ ହେବ ଲଙ୍କାପୋଡି ମହୋତ୍ସବ l ଇଂଟାକ ବୈଠକରେ ହେଲା ନିଷ୍ପତ୍ତି1
- ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ଜଣ ଗୁରୁତର l ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସିଆଲଜୁଳି ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁଁହl ମୁହିଁ ଧକ୍କା l ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଆହତ ମାନେହେଲେ ବାଉଶୁଣି ଫବସି ଗ୍ରାମର ଦୁଇ ଜଣ ଯୁବକ ବୋଲି ଜଣାପଡିଛି l ସୁଚନା ଥାଉକି ସିଆଲଜୁଳି ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁଁହl ମୁହିଁ ଧକ୍କା ହୋଇଥିଲା l ଫଳରେ ଦୁଇ ବାଇକ ରେ ଥିବା ଚାରି ଜଣ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରୁ ଦୁଇ ଜଣ ଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖlନlକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି l1
- ସୁବର୍ଣ୍ଣପୁର ଜିଲ୍ଲାର ହିକୁଡି ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ ଓ ଆଉଜଣେ ଗୁରୁତର l ଗୁରୁତର ଜଣକୁ ସୋନପୁର ମୁଖ୍ୟ ଚିକିତ୍ସାଲୟ ରେ ଚିକିସ୍ତିତ l1
- କଥା ଦେଇ କଥା ରଖି ନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।1
- #ସ୍କିଲ_ଓଡିଶା_ସୁବର୍ଣ୍ଣପୁର_ସେଣ୍ଟର_ରେ_ପହଁଚିଲେ_ଜ଼ିଲ୍ଲାପାଳ #rishitv #OdisaNews #Subarnapur #SkillDevelopment #SkillOdisha #sonepurtown #sonepur #subarnapurcollector1
- Post by Ghana Shyam Rana Digital Art1