logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁଚିଣ୍ଡା ଅଞ୍ଚଳ କେନ୍ଦୁପତ୍ର କର୍ମଚାରୀ ଆନ୍ଦୋଳନ

5 hrs ago
user_Ghana Shyam Rana Digital Art
Ghana Shyam Rana Digital Art
Photographer Jamankira, Sambalpur•
5 hrs ago

କୁଚିଣ୍ଡା ଅଞ୍ଚଳ କେନ୍ଦୁପତ୍ର କର୍ମଚାରୀ ଆନ୍ଦୋଳନ

  • user_User8772
    User8772
    Sambalpur (M), Odisha
    🙏
    3 hrs ago
More news from Sambalpur and nearby areas
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer Jamankira, Sambalpur•
    5 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • बीते 11 वर्षों में भारत ने बार-बार दिखाया है कि हम जो ठानते हैं, वो हासिल करके ही रहते हैं। इलेक्ट्रॉनिक्स मैन्युफैक्चरिंग में भी इसके एक नहीं, अनेक उदाहरण हैं…
    1
    बीते 11 वर्षों में भारत ने बार-बार दिखाया है कि हम जो ठानते हैं, वो हासिल करके ही रहते हैं। इलेक्ट्रॉनिक्स मैन्युफैक्चरिंग में भी इसके एक नहीं, अनेक उदाहरण हैं…
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ପ୍ରାପ୍ତେଷୁ, ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା । Q ରେଞ୍ଜ ଅଧିକାରୀଙ୍କ ଜରିଆରେ, କେନ୍ଦୁପତ୍ର ସଂସ୍ଥା, ଓଡ଼ିଶା ସରକାର। ବିଷୟ :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବୀ ପତ୍ର ସମ୍ପର୍କରେ । ମହାଶୟ, ଆଜି ଆମେ ନିମ୍ନ ସ୍ବାକ୍ଷରକାରୀ ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଦାବୀ ପତ୍ର ଅନୁଯାୟୀ ଦାବୀ ପୂରଣ ପାଇଁ ଗଣ ଧାରଣା ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ଏଣୁ ଏହା ଆପଣଙ୍କ ଅବଗତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାକୁ ଆମେ ଅନୁରୋଧ କରୁଅଛୁ । ନିମ୍ନଲିଖିତ ପ୍ରଦତ୍ତ ଦାବୀ ଗୁଡ଼ିକ ହେଲା :- ୧) କେନ୍ଦୁପତ୍ର ତୋଳାଳୀ ମାନଙ୍କର କେନ୍ଦୁପତ୍ର କେରି ପ୍ରତି ଦର ବୃଦ୍ଧି କରାଯାଉ । ୨) ସିଜିନାଲ କର୍ମଚାରୀ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁପାତରେ ୨୦୨୪ ମସିହା ଜୁଲାଇ ୧୮ ତାରିଖରୁ ମାସିକ ମଜୁରୀ ବୃଦ୍ଧି କରାଯାଉ । ୩) ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ବଣ୍ଡଲ ପ୍ରତି ଦର ବୃଦ୍ଧି କରାଯାଉ । ୪) କେନ୍ଦୁପତ୍ର ଫଡି ଉଚ୍ଛେଦ ବନ୍ଦ କରାଯାଉ । ୫) ପ୍ରସ୍ତାବିତ ୫/୬ ଟି ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ କରାଯାଉ । ୬) କେନ୍ଦୁପତ୍ରରେ ଜି.ଏସ.ଟି. ହ୍ରାସ ପରେ ବିକ୍ରି ମୂଲ୍ୟ ବୃଦ୍ଧି ପାଇଁ ସମୀକ୍ଷା କରାଯାଉ । ୭) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେ.ଏଲ.ଡି.ବି. ର ଆବଶ୍ୟକୀୟ ସଂଶୋଧନ ସହ ସଂଘର ମତାମତ ନେଇ ସଂଘର ସଦସ୍ୟ ମନୋନୀତ କରାଯାଉ । ୮) ପି.ସି.ସି.ଏଫ୍. ଙ୍କ ଅଧ୍ଯକ୍ଷତାରେ ଗଠିତ ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଶୀଘ୍ର ଆହ୍ବାନ କରାଯାଉ । ୯)ବୋନସ ପ୍ରଦାନ ଶତକଢା ହିସାବରେ ଗତ ବର୍ଷ ଠାରୁ ଅଧିକ ବୃଦ୍ଧି କରାଯାଉ । ୧୦) ମୃତକ ପରିବାରଙ୍କ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ।
    1
    ପ୍ରାପ୍ତେଷୁ,
ଶ୍ରୀ ମୋହନ ଚରଣ ମାଝୀ,
ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା ।
Q ରେଞ୍ଜ ଅଧିକାରୀଙ୍କ ଜରିଆରେ, କେନ୍ଦୁପତ୍ର ସଂସ୍ଥା, ଓଡ଼ିଶା ସରକାର।
ବିଷୟ :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବୀ ପତ୍ର ସମ୍ପର୍କରେ ।
ମହାଶୟ,
ଆଜି ଆମେ ନିମ୍ନ ସ୍ବାକ୍ଷରକାରୀ ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଦାବୀ ପତ୍ର ଅନୁଯାୟୀ ଦାବୀ ପୂରଣ ପାଇଁ ଗଣ ଧାରଣା ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ ।
ଏଣୁ ଏହା ଆପଣଙ୍କ ଅବଗତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାକୁ ଆମେ ଅନୁରୋଧ କରୁଅଛୁ ।
ନିମ୍ନଲିଖିତ ପ୍ରଦତ୍ତ ଦାବୀ ଗୁଡ଼ିକ ହେଲା :-
୧) କେନ୍ଦୁପତ୍ର ତୋଳାଳୀ ମାନଙ୍କର କେନ୍ଦୁପତ୍ର କେରି ପ୍ରତି ଦର ବୃଦ୍ଧି କରାଯାଉ ।
୨) ସିଜିନାଲ କର୍ମଚାରୀ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁପାତରେ ୨୦୨୪ ମସିହା ଜୁଲାଇ ୧୮ ତାରିଖରୁ ମାସିକ ମଜୁରୀ ବୃଦ୍ଧି କରାଯାଉ ।
୩) ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ବଣ୍ଡଲ ପ୍ରତି ଦର ବୃଦ୍ଧି କରାଯାଉ ।
୪) କେନ୍ଦୁପତ୍ର ଫଡି ଉଚ୍ଛେଦ ବନ୍ଦ କରାଯାଉ ।
୫) ପ୍ରସ୍ତାବିତ ୫/୬ ଟି ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ କରାଯାଉ ।
୬) କେନ୍ଦୁପତ୍ରରେ ଜି.ଏସ.ଟି. ହ୍ରାସ ପରେ ବିକ୍ରି ମୂଲ୍ୟ ବୃଦ୍ଧି ପାଇଁ ସମୀକ୍ଷା କରାଯାଉ ।
୭) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେ.ଏଲ.ଡି.ବି. ର ଆବଶ୍ୟକୀୟ ସଂଶୋଧନ ସହ ସଂଘର ମତାମତ ନେଇ ସଂଘର ସଦସ୍ୟ ମନୋନୀତ କରାଯାଉ ।
୮) ପି.ସି.ସି.ଏଫ୍. ଙ୍କ ଅଧ୍ଯକ୍ଷତାରେ ଗଠିତ ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଶୀଘ୍ର ଆହ୍ବାନ କରାଯାଉ ।
୯)ବୋନସ ପ୍ରଦାନ ଶତକଢା ହିସାବରେ ଗତ ବର୍ଷ ଠାରୁ ଅଧିକ ବୃଦ୍ଧି କରାଯାଉ ।
୧୦) ମୃତକ ପରିବାରଙ୍କ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    13 hrs ago
  • ଦେବଗଡ ଜିଲା ବାରକୋଟ ବ୍ଲକ ସଇଡ଼ା ଗ୍ରାମ ପଞ୍ଚାୟତ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଗାଁକୁ ପାଇପ୍ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଏହା ବିଫଳ ହୋଇଛି । ଅବହେଳା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି ଚିନ୍ତା ବଢି ଯାଉଛି। ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ତେବେ ଏଭଳି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡା ଗାଁରେ ଦେଖିବାକୁ ମିଳିଛି । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସଇଡା ଗ୍ରାମ । ଗାଁରେ ୫ଟି ସାହି ରହିଥିବାବେଳେ ପାଖାପାଖି ହଜାରେରୁ ଉର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି । ଗାଁ ଠାରୁ ୩ କିଲୋମିଟର ଦୂରରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି। ଗାଁରେ ଅଧା ପାଣି ପାଇପ୍ ମଧ୍ୟ ପଡ଼ିଛି । କିନ୍ତୁ ଗାଁ ଲୋକଙ୍କୁ ମିଳି ପାରୁନାହିଁ ବସୁଧା ଯୋଜନାରେ ପାଣି । ୫ ବର୍ଷ ପୂର୍ବେ ଗାଁରେ ଲାଗିଥିବା ପାଣି ପାଇପ୍ ଏବେ ଭାଙ୍ଗିରୁଜି ଯାଇଥିବା ବେଳେ ପାଣି ପାଇଁ ଲାଗିଥିବା ଅଧା ଷ୍ଟାଣ୍ଡପୋଷ୍ଟ ମଧ୍ୟ ଭାଙ୍ଗି ଗଲାଣି । ଯେଉଁ ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ ରହିଛି ସେଠାରେ ଘଣ୍ଟା ଘଣ୍ଟା ଧରି ଜଗିଲେ ମଧ୍ୟ ପାଣି ଆସେନାହିଁ। ବର୍ଷ ତମାମ ଏଠାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ଅଧିକାଂଶ ନଳକୂପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ଯେଉଁ ଗୋଟିଏ ଦୁଇଟି ରହିଛି ସେଥିରେ ବହୁ କମ ପାଣି ବାହାରିବା ସହ ଲାଲ ଓ ଅପରିଷ୍କାର ପାଣି ଆସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗାଁର ବଡ ସାହିରେ ରୁହନ୍ତି ୫ ଶହରୁ ଉର୍ଦ୍ଧ୍ବ ଲୋକ । ସାହିରେ ରହିଛି ୩ ଟି ନଳକୂପ। ସେଥିରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବାବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର । ଗୋଟିଏ ନଳକୂପରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଖରା ଦିନେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ଜଳସ୍ତର ଖସିଯିବାରୁ ନଳକୂପରୁ କମ ପାଣି ବାହାରେ । ଯାହା ଫଳରେ ଲୋକେ ବାଧ୍ୟ ହୋଇ ନଳକୂପର ଲାଲ୍ ପାଣି ବ୍ୟବହାର କରନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ପାରୁ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପାଣି ସମସ୍ୟା ନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ଏଯାଏଁ ଗାଁରେ କୌଣସି ପ୍ରକାର ସମସ୍ୟାକୁ ଦୃଷ୍ଟି ଦିଆଯାଇ ନାହିଁ । ଘଟଣା ସମ୍ପର୍କରେ ବାରକୋଟ ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦେଖାଯାଉ ଏ ଗାଁ ଲୋକଙ୍କ ପାଣି ସମସ୍ୟା କେବେ ଦୂର ହେଉଛି ।
    2
    ଦେବଗଡ ଜିଲା ବାରକୋଟ ବ୍ଲକ ସଇଡ଼ା ଗ୍ରାମ ପଞ୍ଚାୟତ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା
ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଗାଁକୁ ପାଇପ୍ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଏହା ବିଫଳ ହୋଇଛି । ଅବହେଳା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି ଚିନ୍ତା ବଢି ଯାଉଛି। ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ତେବେ ଏଭଳି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡା ଗାଁରେ ଦେଖିବାକୁ ମିଳିଛି ।
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସଇଡା ଗ୍ରାମ । ଗାଁରେ ୫ଟି ସାହି ରହିଥିବାବେଳେ ପାଖାପାଖି ହଜାରେରୁ ଉର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି । ଗାଁ ଠାରୁ ୩ କିଲୋମିଟର ଦୂରରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି। ଗାଁରେ ଅଧା ପାଣି ପାଇପ୍ ମଧ୍ୟ ପଡ଼ିଛି । କିନ୍ତୁ ଗାଁ ଲୋକଙ୍କୁ ମିଳି ପାରୁନାହିଁ ବସୁଧା ଯୋଜନାରେ ପାଣି । ୫ ବର୍ଷ ପୂର୍ବେ ଗାଁରେ ଲାଗିଥିବା ପାଣି ପାଇପ୍ ଏବେ ଭାଙ୍ଗିରୁଜି ଯାଇଥିବା ବେଳେ ପାଣି ପାଇଁ ଲାଗିଥିବା ଅଧା ଷ୍ଟାଣ୍ଡପୋଷ୍ଟ ମଧ୍ୟ ଭାଙ୍ଗି ଗଲାଣି । ଯେଉଁ ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ ରହିଛି ସେଠାରେ ଘଣ୍ଟା ଘଣ୍ଟା ଧରି ଜଗିଲେ ମଧ୍ୟ ପାଣି ଆସେନାହିଁ। ବର୍ଷ ତମାମ ଏଠାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ଅଧିକାଂଶ ନଳକୂପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ଯେଉଁ ଗୋଟିଏ ଦୁଇଟି ରହିଛି ସେଥିରେ ବହୁ କମ ପାଣି ବାହାରିବା ସହ ଲାଲ ଓ ଅପରିଷ୍କାର ପାଣି ଆସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଗାଁର ବଡ ସାହିରେ ରୁହନ୍ତି ୫ ଶହରୁ ଉର୍ଦ୍ଧ୍ବ ଲୋକ । ସାହିରେ ରହିଛି ୩ ଟି ନଳକୂପ। ସେଥିରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବାବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର । ଗୋଟିଏ ନଳକୂପରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଖରା ଦିନେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ଜଳସ୍ତର ଖସିଯିବାରୁ ନଳକୂପରୁ କମ ପାଣି ବାହାରେ । ଯାହା ଫଳରେ ଲୋକେ ବାଧ୍ୟ ହୋଇ ନଳକୂପର ଲାଲ୍ ପାଣି ବ୍ୟବହାର କରନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ପାରୁ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପାଣି ସମସ୍ୟା ନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ଏଯାଏଁ ଗାଁରେ କୌଣସି ପ୍ରକାର ସମସ୍ୟାକୁ ଦୃଷ୍ଟି ଦିଆଯାଇ ନାହିଁ ।
ଘଟଣା ସମ୍ପର୍କରେ ବାରକୋଟ ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦେଖାଯାଉ ଏ ଗାଁ ଲୋକଙ୍କ ପାଣି ସମସ୍ୟା କେବେ ଦୂର ହେଉଛି ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter Barkot, Deogarh•
    12 hrs ago
  • ହରଭଙ୍ଗା ବ୍ଲକରେ ବିଶ୍ୱ ମାତୃଭାଷା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ଫେବୃଆରୀ ୨୧ ବିଶ୍ୱ ମାତୃଭାଷା ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ବାର୍ତ୍ତା ଦେବାସହ ଶୋଭାଯାତ୍ରା ରେ ଗ୍ରାମ ସାହି ପରିକ୍ରମା କରାଯାଉଥିବା ଦେଖିବାକୁ ମିଳିଥିଲା। ବ୍ଲଚ୍ଚ ର ଛତରଙ୍ଗ, ଖରାଭୂଇଁ, ନୂଆପଡା, କୁସଙ୍ଗ, ହରଭଙ୍ଗା ସମେତ ସମସ୍ତ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।
    1
    ହରଭଙ୍ଗା ବ୍ଲକରେ ବିଶ୍ୱ ମାତୃଭାଷା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ  ଫେବୃଆରୀ ୨୧ ବିଶ୍ୱ ମାତୃଭାଷା ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ବାର୍ତ୍ତା ଦେବାସହ ଶୋଭାଯାତ୍ରା ରେ ଗ୍ରାମ ସାହି ପରିକ୍ରମା କରାଯାଉଥିବା ଦେଖିବାକୁ ମିଳିଥିଲା। ବ୍ଲଚ୍ଚ ର ଛତରଙ୍ଗ, ଖରାଭୂଇଁ, ନୂଆପଡା, କୁସଙ୍ଗ, ହରଭଙ୍ଗା ସମେତ ସମସ୍ତ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ବୌଦ୍ଧ ଜିଲ୍ଲା ପୁରୁଣାକଟକ ବ୍ୟାଙ୍କ୍ କଲୋନୀରେ ବଡ଼ ଧରଣର ବାଣ ବିସ୍ପୋରଣ I
    1
    ବୌଦ୍ଧ ଜିଲ୍ଲା ପୁରୁଣାକଟକ ବ୍ୟାଙ୍କ୍ କଲୋନୀରେ ବଡ଼ ଧରଣର ବାଣ ବିସ୍ପୋରଣ I
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • Post by Ghana Shyam Rana Digital Art
    2
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer Jamankira, Sambalpur•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.