logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁରଭି

16 hrs ago
user_Ghana Shyam Rana Digital Art
Ghana Shyam Rana Digital Art
Photographer Jamankira, Sambalpur•
16 hrs ago

ସୁରଭି

More news from Sambalpur and nearby areas
  • लाइव: प्रधानमंत्री श्री नरेंद्र मोदी ने इंडिया AI इम्पैक्ट समिट के दौरान लीडर्स के प्लेनरी सेशन में हिस्सा लिया।
    1
    लाइव: प्रधानमंत्री श्री नरेंद्र मोदी ने इंडिया AI इम्पैक्ट समिट के दौरान लीडर्स के प्लेनरी सेशन में हिस्सा लिया।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
  • ପୁରୁଣା କଟକରେ ବାଣ ଗୋଦାମରେ ପୁଣି ବିସ୍ଫୋରଣ, ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟି ଅଟକ ଆଜି ପୁଣି ଥରେ କମ୍ପିଲା ପୁରୁଣା କଟକ। ଏକ ବେଆଇନ ବାଣ ଗୋଦାମରେ ଭୟାବହ ବିସ୍ଫୋରଣ ଘଟି ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପୁରୁଣା କଟକ ସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବା ସହ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଘରର କାନ୍ଥ ଏବଂ କାଚ ଝରକା ଫାଟି ଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ମାମଲାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଜଣାଶୁଣା ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ନିୟମକୁ ବେଖାତିର କରି କିଭଳି ଏତେ ପରିମାଣର ବାଣ ସେଠାରେ ରଖାଯାଇଥିଲା, ସେ ନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣା ପରେ ଭୟଭୀତ ଥିବାବେଳେ ସହର ଭିତରେ ଥିବା ଏଭଳି ବେଆଇନ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି କରିଛନ୍ତି।
    1
    ପୁରୁଣା କଟକରେ ବାଣ ଗୋଦାମରେ ପୁଣି ବିସ୍ଫୋରଣ, ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟି ଅଟକ
ଆଜି ପୁଣି ଥରେ କମ୍ପିଲା ପୁରୁଣା କଟକ। ଏକ ବେଆଇନ ବାଣ ଗୋଦାମରେ ଭୟାବହ ବିସ୍ଫୋରଣ ଘଟି ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପୁରୁଣା କଟକ ସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବା ସହ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଘରର କାନ୍ଥ ଏବଂ କାଚ ଝରକା ଫାଟି ଯାଇଛି।
ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ମାମଲାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଜଣାଶୁଣା ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ନିୟମକୁ ବେଖାତିର କରି କିଭଳି ଏତେ ପରିମାଣର ବାଣ ସେଠାରେ ରଖାଯାଇଥିଲା, ସେ ନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣା ପରେ ଭୟଭୀତ ଥିବାବେଳେ ସହର ଭିତରେ ଥିବା ଏଭଳି ବେଆଇନ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି କରିଛନ୍ତି।
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଡାକରା ରେ ସାରା ରାଜ୍ୟରେ ସମସ୍ତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏହି କ୍ରମରେ ରେଢ଼ାଖୋଲ ଡିଭିଜନ ର ବହଳପଦର କେନ୍ଦୁପତ୍ର ରେଞ୍ଜ ର ଅମରପାଲି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଶନିବାର ଦ୍ଵିତୀୟ ଦିବସ ରେ ପହଞ୍ଚିଛି। ଏହି ଗଣଧାରଣା ରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି,ସାମୟିକ କର୍ମଚାରୀ ପ୍ରମୁଖ ସାମିଲ। ଗଣଧାରଣା ସହିତ ୧୭ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ରେଞ୍ଜ ଅଧିକାରୀ ମାନସ ସାହୁ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କେନ୍ଦୁପତ୍ର କେରି ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି, ବନ୍ଧେଇ କର୍ମଚାରୀଙ୍କ ବଣ୍ଡଲ ଦର ବୃଦ୍ଧି, ବୋନସ ପରିମାଣ ବୃଦ୍ଧି, ବଜେଟରେ ସାମାଜିକ ନିରାପତ୍ତା ପାଇଁ ୨୦୦କୋଟି ଟଙ୍କାର ପ୍ରାବଧାନ, ଫଡି ଉଛେଦ ବନ୍ଦ, ଘରୋଇ କରଣ ବନ୍ଦ, କେଏଲଡିବିରେ ସଂଘର ପ୍ରତିନିଧୁଙ୍କୁ ମନୋନୀତ ଓ ସଂଶୋଧନ ପ୍ରଭୃତି ଦାବି ରହିଛି । ଆସନ୍ତା ୨୭ପୂର୍ବରୁ ଦାବୀ ପୂରଣ ନ ହେଲେ ସମୂହିକ ଭାବେ ରାଜରାସ୍ତା ଅବରୋଧ କରିବାକୁ ସଂଘ ଚେତାବନୀ ଦେଇଛି।
    4
    ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଡାକରା ରେ ସାରା ରାଜ୍ୟରେ ସମସ୍ତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏହି କ୍ରମରେ 
ରେଢ଼ାଖୋଲ ଡିଭିଜନ ର ବହଳପଦର କେନ୍ଦୁପତ୍ର ରେଞ୍ଜ ର ଅମରପାଲି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଶନିବାର ଦ୍ଵିତୀୟ ଦିବସ ରେ ପହଞ୍ଚିଛି। ଏହି ଗଣଧାରଣା ରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି,ସାମୟିକ କର୍ମଚାରୀ ପ୍ରମୁଖ ସାମିଲ। ଗଣଧାରଣା ସହିତ ୧୭ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ରେଞ୍ଜ ଅଧିକାରୀ ମାନସ  ସାହୁ ଙ୍କ ମାଧ୍ୟମରେ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।    କେନ୍ଦୁପତ୍ର କେରି ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି, ବନ୍ଧେଇ କର୍ମଚାରୀଙ୍କ ବଣ୍ଡଲ ଦର ବୃଦ୍ଧି, ବୋନସ ପରିମାଣ ବୃଦ୍ଧି, ବଜେଟରେ ସାମାଜିକ ନିରାପତ୍ତା ପାଇଁ ୨୦୦କୋଟି ଟଙ୍କାର ପ୍ରାବଧାନ, ଫଡି ଉଛେଦ ବନ୍ଦ, ଘରୋଇ କରଣ ବନ୍ଦ, କେଏଲଡିବିରେ ସଂଘର ପ୍ରତିନିଧୁଙ୍କୁ ମନୋନୀତ ଓ ସଂଶୋଧନ ପ୍ରଭୃତି ଦାବି  ରହିଛି ।  ଆସନ୍ତା ୨୭ପୂର୍ବରୁ ଦାବୀ ପୂରଣ ନ ହେଲେ ସମୂହିକ ଭାବେ ରାଜରାସ୍ତା ଅବରୋଧ କରିବାକୁ ସଂଘ ଚେତାବନୀ ଦେଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ହଂଗାମା ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍କିଲ ଇନ ଓଡ଼ିଶାରେ ଚାଲିଛି ମହାଦୁର୍ନୀତି। କର୍ମଚାରୀଙ୍କ ଦ୍ଵାରା ଅସଦ୍ ବ୍ୟବହାର ଓ ନିମ୍ନ ମାନର ଖାଦ୍ୟ ଯୋଗାଣକୁ ନେଇ ଛାତ୍ରଛାତ୍ରୀ ଉତ୍କ୍ଷିପ୍ତ ହୋଇ ଖାଦ୍ୟ ବର୍ଜନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ରାତି ୧୦ ଟାରେ ଉକ୍ତ ଅନୁଷ୍ଠାନ ରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହିତ ଉକ୍ତ ସଂସ୍ଥାର ଅଧିକାରୀଙ୍କୁ ତାଗିଦ୍ କରିଥିଲେ।
    1
    ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ହଂଗାମା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍କିଲ ଇନ ଓଡ଼ିଶାରେ ଚାଲିଛି ମହାଦୁର୍ନୀତି। କର୍ମଚାରୀଙ୍କ ଦ୍ଵାରା  ଅସଦ୍ ବ୍ୟବହାର ଓ ନିମ୍ନ ମାନର ଖାଦ୍ୟ ଯୋଗାଣକୁ ନେଇ ଛାତ୍ରଛାତ୍ରୀ ଉତ୍କ୍ଷିପ୍ତ ହୋଇ ଖାଦ୍ୟ ବର୍ଜନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ରାତି ୧୦ ଟାରେ ଉକ୍ତ ଅନୁଷ୍ଠାନ ରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହିତ ଉକ୍ତ ସଂସ୍ଥାର ଅଧିକାରୀଙ୍କୁ ତାଗିଦ୍ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ ନୃପରାଜ ସାହୁ ରାତି ରେ ଛାତ୍ରମାନଙ୍କ ପାଖକୁ ପହଞ୍ଚି ଆଜି ପାଇଁ ସହଯୋଗ କରିବାପାଇଁ କହିଲେ ପୁରା ଭିଡ଼ିଓ ଟି ଦେଖନ୍ତୁ #rishitv #OdisaNews #Subarnapur #sonepurtown #SkillIndia #SkillOdisha
    1
    ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ ନୃପରାଜ ସାହୁ ରାତି ରେ ଛାତ୍ରମାନଙ୍କ ପାଖକୁ ପହଞ୍ଚି  ଆଜି ପାଇଁ ସହଯୋଗ କରିବାପାଇଁ କହିଲେ 
ପୁରା ଭିଡ଼ିଓ ଟି ଦେଖନ୍ତୁ 
#rishitv #OdisaNews #Subarnapur #sonepurtown #SkillIndia #SkillOdisha
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଦ୍ବିତୟୀ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଧାରଣା
    1
    ଦ୍ବିତୟୀ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଧାରଣା
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • जब पूरा विश्व भारत की global leadership, innovation और technology vision की सराहना कर रहा है, तब राहुल गांधी और कांग्रेस एक बार फिर देश को शर्मसार करने की राजनीति में लिप्त दिखे। AI Summit जैसे अंतरराष्ट्रीय मंच पर हंगामा, अराजकता और असंवेदनशील आचरण
    1
    जब पूरा विश्व भारत की global leadership, innovation और technology vision की सराहना कर रहा है, तब राहुल गांधी और कांग्रेस एक बार फिर देश को शर्मसार करने की राजनीति में लिप्त दिखे। AI Summit जैसे अंतरराष्ट्रीय मंच पर हंगामा, अराजकता और असंवेदनशील आचरण
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    21 hrs ago
  • ଏବେ ସାରା ରାଜ୍ୟରେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା। ଏହି କ୍ରମରେ ଶନିବାର ଦିନ ଛାତ୍ରୀଛାତ୍ର ଦେବେ ଇଂରାଜୀ ପରୀକ୍ଷା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବ୍ଲକ ର ଉପାନ୍ତ ଲୁତୁରପଙ୍କ ହାଇସ୍କୁଲରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଛି। ଏହି କେନ୍ଦ୍ର ରେ ଅମରପାଲି ହାଇସ୍କୁଲ ସମେତ ଅଚଣ୍ଡା ହାଇସ୍କୁଲ ର କେନ୍ଦ୍ର ହୋଇଛି। ଆଜି ଇଂରାଜୀ ପରୀକ୍ଷା ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
    1
    ଏବେ ସାରା ରାଜ୍ୟରେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା। ଏହି କ୍ରମରେ ଶନିବାର ଦିନ ଛାତ୍ରୀଛାତ୍ର ଦେବେ ଇଂରାଜୀ ପରୀକ୍ଷା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବ୍ଲକ ର ଉପାନ୍ତ ଲୁତୁରପଙ୍କ ହାଇସ୍କୁଲରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଛି। ଏହି କେନ୍ଦ୍ର ରେ ଅମରପାଲି ହାଇସ୍କୁଲ ସମେତ ଅଚଣ୍ଡା ହାଇସ୍କୁଲ ର କେନ୍ଦ୍ର ହୋଇଛି। ଆଜି ଇଂରାଜୀ ପରୀକ୍ଷା ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    20 hrs ago
  • ମିଛ ପ୍ରତିଶ୍ରୁତି ଏବେ ସତ ପ୍ରମାଣିତ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।
    1
    ମିଛ ପ୍ରତିଶ୍ରୁତି ଏବେ ସତ ପ୍ରମାଣିତ ହେଉଛି
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.