ବୌଦ୍ଧ ପୁରୁଣାକଟକ ବାଣ ଗୋଦାମରେ ପୁଣି ବଡ଼ ବଡ଼ ଧରଣ ବିସ୍ଫୋରଣ ପୁରୁଣା କଟକରେ ବାଣ ଗୋଦାମରେ ପୁଣି ବିସ୍ଫୋରଣ, ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟି ଅଟକ ଆଜି ପୁଣି ଥରେ କମ୍ପିଲା ପୁରୁଣା କଟକ। ଏକ ବେଆଇନ ବାଣ ଗୋଦାମରେ ଭୟାବହ ବିସ୍ଫୋରଣ ଘଟି ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପୁରୁଣା କଟକ ସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବା ସହ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଘରର କାନ୍ଥ ଏବଂ କାଚ ଝରକା ଫାଟି ଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ମାମଲାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଜଣାଶୁଣା ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ନିୟମକୁ ବେଖାତିର କରି କିଭଳି ଏତେ ପରିମାଣର ବାଣ ସେଠାରେ ରଖାଯାଇଥିଲା, ସେ ନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣା ପରେ ଭୟଭୀତ ଥିବାବେଳେ ସହର ଭିତରେ ଥିବା ଏଭଳି ବେଆଇନ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି କରିଛନ୍ତି।

- ହରଭଙ୍ଗା ବ୍ଲକରେ ବିଶ୍ୱ ମାତୃଭାଷା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ଫେବୃଆରୀ ୨୧ ବିଶ୍ୱ ମାତୃଭାଷା ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ବାର୍ତ୍ତା ଦେବାସହ ଶୋଭାଯାତ୍ରା ରେ ଗ୍ରାମ ସାହି ପରିକ୍ରମା କରାଯାଉଥିବା ଦେଖିବାକୁ ମିଳିଥିଲା। ବ୍ଲଚ୍ଚ ର ଛତରଙ୍ଗ, ଖରାଭୂଇଁ, ନୂଆପଡା, କୁସଙ୍ଗ, ହରଭଙ୍ଗା ସମେତ ସମସ୍ତ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।1
- ବୌଦ୍ଧ ଜିଲ୍ଲା ପୁରୁଣାକଟକ ବ୍ୟାଙ୍କ୍ କଲୋନୀରେ ବଡ଼ ଧରଣର ବାଣ ବିସ୍ପୋରଣ I1
- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଡାକରା ରେ ସାରା ରାଜ୍ୟରେ ସମସ୍ତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏହି କ୍ରମରେ ରେଢ଼ାଖୋଲ ଡିଭିଜନ ର ବହଳପଦର କେନ୍ଦୁପତ୍ର ରେଞ୍ଜ ର ଅମରପାଲି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଶନିବାର ଦ୍ଵିତୀୟ ଦିବସ ରେ ପହଞ୍ଚିଛି। ଏହି ଗଣଧାରଣା ରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି,ସାମୟିକ କର୍ମଚାରୀ ପ୍ରମୁଖ ସାମିଲ। ଗଣଧାରଣା ସହିତ ୧୭ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ରେଞ୍ଜ ଅଧିକାରୀ ମାନସ ସାହୁ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କେନ୍ଦୁପତ୍ର କେରି ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି, ବନ୍ଧେଇ କର୍ମଚାରୀଙ୍କ ବଣ୍ଡଲ ଦର ବୃଦ୍ଧି, ବୋନସ ପରିମାଣ ବୃଦ୍ଧି, ବଜେଟରେ ସାମାଜିକ ନିରାପତ୍ତା ପାଇଁ ୨୦୦କୋଟି ଟଙ୍କାର ପ୍ରାବଧାନ, ଫଡି ଉଛେଦ ବନ୍ଦ, ଘରୋଇ କରଣ ବନ୍ଦ, କେଏଲଡିବିରେ ସଂଘର ପ୍ରତିନିଧୁଙ୍କୁ ମନୋନୀତ ଓ ସଂଶୋଧନ ପ୍ରଭୃତି ଦାବି ରହିଛି । ଆସନ୍ତା ୨୭ପୂର୍ବରୁ ଦାବୀ ପୂରଣ ନ ହେଲେ ସମୂହିକ ଭାବେ ରାଜରାସ୍ତା ଅବରୋଧ କରିବାକୁ ସଂଘ ଚେତାବନୀ ଦେଇଛି।4
- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ହଂଗାମା ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍କିଲ ଇନ ଓଡ଼ିଶାରେ ଚାଲିଛି ମହାଦୁର୍ନୀତି। କର୍ମଚାରୀଙ୍କ ଦ୍ଵାରା ଅସଦ୍ ବ୍ୟବହାର ଓ ନିମ୍ନ ମାନର ଖାଦ୍ୟ ଯୋଗାଣକୁ ନେଇ ଛାତ୍ରଛାତ୍ରୀ ଉତ୍କ୍ଷିପ୍ତ ହୋଇ ଖାଦ୍ୟ ବର୍ଜନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ରାତି ୧୦ ଟାରେ ଉକ୍ତ ଅନୁଷ୍ଠାନ ରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହିତ ଉକ୍ତ ସଂସ୍ଥାର ଅଧିକାରୀଙ୍କୁ ତାଗିଦ୍ କରିଥିଲେ।1
- ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ ନୃପରାଜ ସାହୁ ରାତି ରେ ଛାତ୍ରମାନଙ୍କ ପାଖକୁ ପହଞ୍ଚି ଆଜି ପାଇଁ ସହଯୋଗ କରିବାପାଇଁ କହିଲେ ପୁରା ଭିଡ଼ିଓ ଟି ଦେଖନ୍ତୁ #rishitv #OdisaNews #Subarnapur #sonepurtown #SkillIndia #SkillOdisha1
- ଦ୍ବିତୟୀ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଧାରଣା1
- ଗଞ୍ଜେଇ କାରବାର କରି ଜେଲ ଗଲେ ୱେଭ ସାମ୍ବାଦିକ ଶୁଣୁନ କାଣା କହୁଛନ ସୋନପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ1
- ପୁରୁଣା କଟକରେ ବାଣ ଗୋଦାମରେ ପୁଣି ବିସ୍ଫୋରଣ, ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟି ଅଟକ ଆଜି ପୁଣି ଥରେ କମ୍ପିଲା ପୁରୁଣା କଟକ। ଏକ ବେଆଇନ ବାଣ ଗୋଦାମରେ ଭୟାବହ ବିସ୍ଫୋରଣ ଘଟି ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପୁରୁଣା କଟକ ସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବା ସହ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଘରର କାନ୍ଥ ଏବଂ କାଚ ଝରକା ଫାଟି ଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ମାମଲାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଜଣାଶୁଣା ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ନିୟମକୁ ବେଖାତିର କରି କିଭଳି ଏତେ ପରିମାଣର ବାଣ ସେଠାରେ ରଖାଯାଇଥିଲା, ସେ ନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣା ପରେ ଭୟଭୀତ ଥିବାବେଳେ ସହର ଭିତରେ ଥିବା ଏଭଳି ବେଆଇନ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି କରିଛନ୍ତି।1